ସାମଗ୍ରୀ:
ମିଠା ସପୁରି -୧ ଟି ବା
ମଇଦା-୧ କପ୍
ତେଲ-୧ କପ୍
ଚିନିଗୁଣ୍ଡ-୩ କପ୍
ବେକିଂ ପାଉଡର-୧ ଚାମଚ
କନ୍ଡେନସ୍ଡ୍ ମିଲ୍ଲ-୧/୨ ଟିଣ
ଅଣ୍ଡା ଫେଣ୍ଟା- ୨ଟି
ଡ୍ରାଏ ଫ୍ରୁଟସ୍-୧/୨ କପ୍
ପାଇନ୍ଆପଲ ଏସେନ୍ସ୍-୧/୨ ଚାମଚ
ଲୁଣ-୧/୪ ଚାମଚ
ପ୍ରଣାଳୀ :
ମଇଦାରେ ବେକଂ ପାଉଡର ଲୁଣ ମିଶାଇ ଚଲାଇ ରଖନ୍ତୁ । ସପୁରିକୁ ଖଣ୍ଡ ଖଣ୍ଡ ଗୋଳା ପତଲା କରି ଲୁଣ ମିଶାଇ ଚଲାଇ ରଖନ୍ତୁ । ତେଲରେ ଚିନି,ଅଣ୍ଡା ଫେଣ୍ଟା ମିଶାଇ ଖୁବ୍ ଫେଣ୍ଟନ୍ତୁ । ଫେଣ ହେଲେ ମଇଦା ଓ ଏସେନସ୍ ମିଶାଇ ଫେଣ୍ଟନ୍ତୁ । ତାପରେ କନଡେନ୍ସଡ୍ ମିଲ୍ଲ ମିଶାଇ ହାତକୁ ହାଲକା ଲାଗିବାଯାଏଁ ଫେଣ୍ଟି ଡ୍ରାଏ ଫ୍ରୁଟସ୍ ମିଶାନ୍ତୁ। ପ୍ରିହିଟେଡ୍ ଓଭାନ୍ରୁ ତେଲଲଗା ଟ୍ରେ କାଢି ତଳେ ପାଇନାପଲ୍ ପିସ୍ ସଯାଇ ଉପରୁ ଏହି ମିଶ୍ରଣ ଢାଳନ୍ତୁ ଏବଂ ୧୨୦cରେ ୪୫-୫୫ ମି . ପାଇଁ ବେକ୍ କରନ୍ତୁ । ହୋଇଗଲେ କାଢି ପସନ୍ଦ,ଇତାବକ ଆଇସିଂ କରନ୍ତୁ । ମଇଦାରେ ବେକଂ ପାଉଡର ଲୁଣ ମିଶାଇ ଚଲାଇ ରଖନ୍ତୁ । ସପୁରିକୁ ଖଣ୍ଡ ଖଣ୍ଡ ଗୋଳା ପତଲା କରି ଲୁଣ ମିଶାଇ ଚଲାଇ ରଖନ୍ତୁ । ତେଲରେ ଚିନି,ଅଣ୍ଡା ଫେଣ୍ଟା ମିଶାଇ ଖୁବ୍ ଫେଣ୍ଟନ୍ତୁ । ଫେଣ ହେଲେ ମଇଦା ଓ ଏସେନସ୍ ମିଶାଇ ଫେଣ୍ଟନ୍ତୁ । ତାପରେ କନଡେନ୍ସଡ୍ ମିଲ୍ଲ ମିଶାଇ ହାତକୁ ହାଲକା ଲାଗିବାଯାଏଁ ଫେଣ୍ଟି ଡ୍ରାଏ ଫ୍ରୁଟସ୍ ମିଶାନ୍ତୁ। ପ୍ରିହିଟେଡ୍ ଓଭାନ୍ରୁ ତେଲଲଗା ଟ୍ରେ କାଢି ତଳେ ପାଇନାପଲ୍ ପିସ୍ ସଯାଇ ଉପରୁ ଏହି ମିଶ୍ରଣ ଢାଳନ୍ତୁ ଏବଂ ୧୨୦cରେ ୪୫-୫୫ ମି . ପାଇଁ ବେକ୍ କରନ୍ତୁ । ହୋଇଗଲେ କାଢି ପସନ୍ଦ,ଇତାବକ ଆଇସିଂ କରନ୍ତୁ ।