ସାମଗ୍ରୀ:
(୫୦୦ ଗ୍ରାମ୍ ଅରୁଆ ଚାଉଳ, ୫୦୦ ଗ୍ରାମ୍ ବିରି ଡ଼ାଲି, ୧ ଗୋଟା
ନଡ଼ିଆ, ୧ କପ୍ ଚିନି, ୪ଟା ଗୁଜୁରାତି, ପରିମାଣ ମୁତାବକ ଲୁଣ )
ପ୍ରସ୍ତୁତି : ବିରି ଓ ଚାଉଳ ୪ ଘଣ୍ଟା ଭିଜାର ନେଇ ଚିକ୍କଣ କରି ବାଟି ନିଅ । ନଡ଼ିଆ କୋରି
ସେଥିରେ ଚିନି ଓ ଗୁଜୁରାତି ଗୁଣ୍ଡ ଦେଇ ୫ ମିନିଟ୍ ଭାଜି ନିଅ । ଅରୁଆ ଚାଉଳ ଓ
ଡ଼ାଲି ବଟାକୁ ୨ ଭାଗ କର । ଗୋଟିଏ ଚଉଡ଼ା ମୁହଁ । ଡେକ୍ଚିରେଅଧା ଡେକ୍ଚି
ପାଣି ଭରି ନିଅ । ସେ ଡ଼େକ୍ଚିର ମୁହଁ ଗୋଟିଏ ପତଳା କନାରେ ବାନ୍ଧିଦେବେ ।
ସେଇ କନା ଉପରେ ଗୋଟିଏ ଭାଗ ଡ଼ାଲି ଚାଉଳ ବଟା ଖେଳାଇ ରଖିଦିଅ । ତା”
ଉପରେ ପୁରା ନ ଡିଆ କୋରା ପୁରକୁ ଖେଳାର ଦିଅ । ପୁର ଉପରେ ଅନ୍ୟ ଭାଗ
ଡାଲି ଚାଉଳ ବଟାକୁ ଖେଳାଇ ଦିଅ । ଏହି ଡେକ୍ଚିକୁ ଗୋଟିଏ ଗହିରା ଥାଳି ଦେଇ
ଢାଙ୍କି ଦିଅ |ଏହାକୁ ଅଧଘଣ୍ଟା ନିଆଁରେ ରଖି ଫୁଟାଅ |ଅଧଘଣ୍ଟା ପରେ ଏହା ଥଣ୍ଡା ହେଲେ ପିସ୍ ପିସ୍ କରି ଖାଇବାକୁ ଦେବେ |