
ସାମଗ୍ରୀ :
ଆଳୁ-୪ ଟା-୧
ଫୁଟଣ-୧ ଚା ଚାମଚ
ଲଙ୍କା ଗୁଣ୍ଡ-୧/୨ ଚା ଚାମଚ
ଜିରା ଗୁଣ୍ଡ-୧ ଚା ଚାମଚ
ଧନିଆ ଗୁଣ୍ଡ- ୨ ଚା ଚାମଚ
ଲୁଣ- ସ୍ୱାଦାନୁସାରେ
ହଳଦୀ-ଚାମଚେ
ରିଫାଇନ୍ ତେଲ-୨ ଟେବୁଲ୍ ଚାମଚ
ପ୍ରଣାଳୀ:
ଆଳୁକୁ ଚୋପା ଛଡାଇ ଛୋଟ ଛୋଟ କାଟ । ଏହାକୁ ଲୁଣ,ହଳଦୀ ଦେଇ ସିଝା ଦିଅ । କରେଇରେ ତେଲ ଦେଇ ଫୁଟଣ ଫୁଟାଇ ସିଝା ଆଳୁ ସବୁ ମସଲାଗୁଣ୍ଡ ପକାଇ ଭାଜିନିଅ । ଶୁଖିଲା ରଖିପାର କିମ୍ବା ଇଚ୍ଛା ଦେଲେ ଅଳ୍ପ ପାଣି ଦେଇ ଜୁକୁଜୁକିଆ କରିପାର ।