Share Facebook Twitter LinkedIn Pinterest Email Orange Ice cream ସାମଗ୍ରୀ : ବଟର – ୧୦୦ ଗ୍ରାମ୍ ଅରେଞ୍ଜ ସ୍କ୍ୱାସ -୧ ଟେବୁଲ୍-ଚାମଚ ଆଇସିଂ ସୁଗାର – ୧୦୦ ଗ୍ରାମ୍ କମଳା ରଙ୍ଗ – ୩ ବୁନ୍ଦା ଅରେଞ୍ଜ ଏସେନସ୍-୧ ଚାମଚ ପ୍ରଣାଳୀ : ଡବଲ ବଏଲରରେ ସବୁ ମିଶାଇ ଗୋଳାନ୍ତୁ । ବେଶି ପାଣି ହେଲେ ଆରାରୁଟ୍ ପାଉଡ଼ର ଟିକେ ମିଶାଇ ବହଳିଆ କରିପାରିବେ । × Download Image You need to wait 5 before you can proceed Download Comments comments New Odia Recipe Odia Recipe