ସାମଗ୍ରୀ : ମିଲ୍ ମେକର (ସୋୟାବିନ ବଡ଼ି) – ୨ କପ ପିଆଜ଼ – ୨ ଟି (ଛୋଟ କଟା) ତେଜ ପତ୍ର – ୨ ଟି ଜିରା – ୧/୨ ଟେବୁଲ ଚାମଚ ସୋରିଷ – ୧/୨ ଟେବୁଲ ଚାମଚ କଞ୍ଚା ଲଙ୍କା – ୧ ଟି (ଛୋଟ କଟା) ଅଦା ରସୁଣ ବଟା – ୧ ଟେବୁଲ ଚାମଚ ଲଙ୍କା ଗୁଣ୍ଡ – ୧/୨ ଛୋଟ ଚାମଚ ଗରମ ମସଲା – ୧ ଛୋଟ ଚାମଚ ଧଣିଆ ଗୁଣ୍ଡ – ୧/୨ ଟେବୁଲ ଚାମଚ ସୋରିଷ ତେଲ – ୨ ଟେବୁଲ ଚାମଚ ହେଙ୍ଗୁ – ଚିମୁଟାଏ ଲୁଣ – ସ୍ୱାଦ ଅନୁସାରେ ଟମାଟୋ – ୨ ଟି ନଡ଼ିଆ କୋରା – ୩ ଟେବୁଲ ଚାମଚ କାଜୁ – ୮ ଟି ପ୍ରଣାଳୀ- ପ୍ରଥମେ ଟମାଟୋ, ନଡ଼ିଆ କୋରା, କାଜୁ କୁ ଗ୍ରାଇଣ୍ଡିଙ୍ଗ କରି ନିଅନ୍ତୁ ।…
Author: Suchitra P
Ingredients 250 gm skinless blackgram dal / dhuli urad dal (chopa-chhada biri) 3 to 5 red chili (sukhila lanka) ½ teaspoon mustard (sorisha) ½ teaspoon cumin seeds (jeera) 1 & a half cup refined cooking oil (rifain tela) ½ teaspoon cumin seeds powder (jeera gunda) ½ tea spoon red chili powder (lanka gunda) ¼ cup semolina (suji) ½ teaspoon baking powder (khaiba soda) Curry leaves (bhursunga patra) ¼ liter curd (dahi) Salt to taste (luna) Method Wash the black gram dal and soak it in water for 4 to 5 hours (best to soak overnight). Then grind it properly. Add…
ସାମଗ୍ରୀ : କିଣା ଚୋପାଛଡ଼ା ବଡ଼ଦାନା ମୁଗ ଡାଲି—୧/୨ କପ୍ (ଘରୋଇ ମୁଗଡାଲି ବି ନେଇ ପାରିବେ ) ଲୁଣ—ସ୍ବାଦାନୁସାରେ ହଳଦିଗୁଣ୍ଡ—୧/୩ ଚାମଚ ଗୋଲମରିଚ ଗୁଣ୍ଡ—୧/୨ ଚାମଚ ଗୋଟା ଧନିଆ-୧ ଚାମଚ (ଛୋଟ) ରାଇସୋରିଷ—୧/୨ ଚାମଚ ଲେମ୍ବୁରସ-୧ ବଡ଼ ଟେବୁଲ – ଚାମଚ କଟା ଧଣିଆପତ୍ର-୧ ଚାମଚ କଟା କଞ୍ଚାଲଙ୍କା -୧ ଚାମଚ ଘିଅ ବା ବଟର -୧ ଚାମଚ (ବଡ଼) ପ୍ରଣାଳୀ- ଡାଲିକୁ ଧୋଇ ପାଣି କାଢ଼ି ରଖନ୍ତୁ । କୁକରରେ ଘିଅ ବା ବଟର ୧/୨ ଚାମଚ ଗରମ କରନ୍ତୁ । ଡାଲି ପକାଇ ହାଲକା ଭାଜି (୧. ମିନିଟ) ପାଣି ୨ କପ୍ ଦେଇଦିଅନ୍ତୁ । ଲୁଣ ଓ ହଳଦିଗୁଣ୍ଡ ପକାଇ ଆଞ୍ଚ ବଡ଼େଇ ଗୋଟିଏ ସିଟି ମାରି କାଢ଼ି ରଖନ୍ତୁ । କୁକର ଥଣ୍ଡା ହେଲେ କାଢ଼ନ୍ତୁ । କରେଇରେ ବଳକା ଘିଅ ଦେଇ ରାଇ, ଧଣିଆ ପକାଇ ଫୁଟାନ୍ତୁ । ପରେ କଞ୍ଚାଲଙ୍କା ପକାଇ ୨ ମିନିଟ୍ ଭାଜି…
ସାମଗ୍ରୀ: ଅଟା – ୧ କପ ଗଜା ମୁଗ – ୧ କପ ତେଲ – ୩ ରୁ ୪ ଟେବୁଲ ଚାମଚ ଅଦା ପେଷ୍ଟ – ୧/୨ ଚା’ ଚାମଚ ହେଙ୍ଗୁ – ଚିମୁଟାଏ ଜିରା – ୧/୪ ଚା’ ଚାମଚ କଟା କଞ୍ଚା ଲଙ୍କା – ୧ ଟି କଟା ଧନିଆ ପତ୍ର – ୨ ଟେବୁଲ ଚାମଚ ଲଙ୍କା ଗୁଣ୍ଡ – ୧/୪ ଚା’ ଚାମଚ ଧନିଆ ଗୁଣ୍ଡ – ୧/୪ ଚାମଚ ଲୁଣ – ସ୍ୱାଦ ଅନୁସାରେ ପ୍ରଣାଳୀ- ଗଜା ମୁଗକୁ ପ୍ରଥମେ ବାଟି ନିଅନ୍ତୁ । ଏବେ ଅଟାରେ ବାଟ ଗଜା ମୁଗ, ଧନିଆ ଗୁଣ୍ଡ, ଲଙ୍କା ଗୁଣ୍ଡ, ଅଦା ପେଷ୍ଟ, କଟା କଞ୍ଚା ଲଙ୍କା, କଟା ଧନିଆ ପତ୍ର, ଜିରା, ଲୁଣ, ହେଙ୍ଗୁ ଓ ୧ ଛୋଟ ଚାମଚ ତେଲ ପକାଇ ଭଲକରି ମିଶାନ୍ତୁ । ଭଲକରି ମିଶିଗଲେ, ଏବେ ଏହି ମିଶ୍ରଣରେ…
ସାମଗ୍ରୀ : ସିଝା ଅଣ୍ଡା-୪ଟି (ଗୋଲ ଚେକାକଟା) ଗୋଲମରିଚ ଗୁଣ୍ଡ – ୧/୨ ଚା’ ଚାମଚ ଲୁଣ- ସ୍ବାଦାନୁସାରେ ମଇଦା – ୨ ଟେବୁଲ ଚାମଚ କର୍ଣ୍ଣଫୋର-୧ ଟେବୁଲ ଚାମଚ ଜିରା ଗୁଣ୍ଡ—୧/୨ ଚା’ ଚାମଚ ଲଙ୍କା ଗୁଣ୍ଡ – ୧/୨ ଚା’ ଚାମଚ ରିଫାଇନ ତେଲ – ଛାଣିବାକୁ କଟା ଧଣିଆ ପତ୍ର – ୧ଟେବୁଲ ଚାମଚ କଟା କଞ୍ଚାଲଙ୍କା- ୧ ଟେବୁଲ ଚାମଚ ପ୍ରଣାଳୀ- ଅଣ୍ଡା ଗୋଲ ଚେକାକଟା ଅଣ୍ଡାରେ ଲୁଣ ଓ ଗୋଲମରିଚ ଗୁଣ୍ଡ ଛିଞ୍ଚି ରଖନ୍ତୁ । କର୍ଣ୍ଣଫୋର ଉପରେ ଲଗାଇଦିଅନ୍ତୁ । ମଇଦାରେ ଲଙ୍କା ଗୁଣ୍ଡ, ଜିରାଗୁଣ୍ଡ,ଧଣିଆ ପତ୍ର ଓ କଟାଲଙ୍କା, ଲୁଣ, ପାଣି ଦେଇ ପକୁଡ଼ି ଆଣ ପ୍ରସ୍ତୁତ କରନ୍ତୁ । ତେଲ ଗରମ କରି ଥଣ୍ଡା ସ୍ଲାଇସକୁ ଏହି ଆଣରେ ବୁଡ଼ାଇ ଲାଲ୍ କରି ଛାଣନ୍ତୁ ।। ଏହା ପରେ ଏକ ପାତ୍ରକୁ କାଢି ଗରମା ଗରମ ପରସନ୍ତୁ ।
ସାମଗ୍ରୀ : ଆଳୁ – ୨ ଟି ବଡ଼ ବାଇଗଣ – ୨ଟି ବିଲାତି – ୧ଟି ଭୁର୍ସୁଙ୍ଗ ପତ୍ର – ୮ଟି କଞ୍ଚାଲଙ୍କା – ୪ଟି (ଚିରା) ଧଳା ରାଶି – ୨ ଚାମଚ ଚିନାବାଦାମ – ୧/୩ କପ୍ ଫୁଟଣ, ହଳଦିଗୁଣ୍ଡ , ଧଣିଆ ଗୁଣ୍ଡ – ୧ ଚାମଚ ଜିରା ଗୁଣ୍ଡ – ୧ ଚାମଚ ପାଣି – ୧/୨ କପ୍ ଲୁଣ- ସ୍ଵାଦ ଅନୁସାରେ ପ୍ରଣାଳୀ- ଆଳୁକୁ ଚୋପା ଛଡ଼ାଇ ୬ ଖଣ୍ଡ କରି କାଟନ୍ତୁ । ବାଇଗଣକୁ ମଧ୍ୟ ସମାନ ସାଇଜରେ କାଟନ୍ତୁ । କୁକରରେ ତେଲ ଗରମ କରି ଲଙ୍କା, ଫୁଟଣ, ଭୁର୍ସଙ୍ଗ ପତ୍ର ଫୁଟାନ୍ତୁ । ବାଇଗଣ, ଆଳୁ ଓ ବିଲାତି ପକାଇ ଭାଜନ୍ତୁ । ୨ ମିନିଟ୍ ପରେ ଧନିଆ ଗୁଣ୍ଡ, ଜିରା ଗୁଣ୍ଡ, ହଳଦି, ଲୁଣ ଦେଇ ଆଉ କିଛି ସମୟ ଭାଜନ୍ତୁ । ଶେଷରେ ରାଶି ଓ ବାଦାମ ଭଜାର…
ସାମଗ୍ରୀ : ଚିଙ୍ଗୁଡ଼ି-୬ଟି ବଡ଼ ରସୁଣ କଟା-୨ ଟେବୁଲ ଚାମଚ ବଡ଼ ପିଆଜ-୧ଟି (ବଡ଼ ଫାଳ କଟା) ( ଚାରି ଫାଳ କରି କୋଲା ବାହାର କରନ୍ତୁ) ପାଣି-୫୦୦ ମିଲି ଟମାଟୋ କେଚପ-୩ ଟେବୁଲ ଚାମଚ ଚିଲି ସସ୍- ୨ ଟେବୁଲ ଚାମଚ ଲୁଣ-ସ୍ୱାଦ ଅନୁସାରେ କର୍ଣ୍ଣଫ୍ଲୋର୍ -୧ ଚାମଚ ବଡ଼ ବା ୨ ଟେବୁଲ-ଚାମଚ (ପାଣିରେ ମିଶା) ଅଣ୍ଡା -୧ ଟି ଫେଣ୍ଟା ଲଙ୍କା ବଟା—୧/୨ ଚାମଚ କଞ୍ଚା ଲାଲ ଲଙ୍କା—୪ଟା ମଝିରୁ ଚିରା ଲାଲ୍ ଲଙ୍କା- ୨ଟା ରିଫାଇନ୍ ତେଲ -ଭାଜିବା ପାଇଁ ପ୍ରଣାଳୀ : ଚିଙ୍ଗୁଡ଼ି ଧୋଇ ଚୋପା ଛଡ଼ାଇ କରେଇରେ ୨ ଟେବୁଲ-ଚାମଚ ତେଲ ଗରମ କରି ହାଲୁକା କରି ଭାଜି ରଖନ୍ତୁ । ପୁଣି ଥରେ କରେଇରେ ୨ ଚାମଚ ତେଲ ପକାନ୍ତୁ । ଗରମ ହୋଇଗଲେ ପିଆଜ ଓ ରସୁଣକଟା ପକାଇ ହାଲକା କରି ଭାଜି ଚିଙ୍ଗୁଡ଼ି ପକାନ୍ତୁ ଓ ୨ ମିନିଟ୍ ଗୋଳାନ୍ତୁ…
ସାମଗ୍ରୀ ପନିର – ୨୫୦ ଗ୍ରାମ (କଟା ଚାରିକଣିଆ) ଦହି – ୨୪୦ ଗ୍ରାମ ଅଦା ଓ କଞ୍ଚା ଲଙ୍କା ବଟା – ୧ ୧/୨ ଚାମଚ ଶୁଖିଲା ଲଙ୍କା – ୨ ଟା ହେଙ୍ଗୁ – ଚିମୁଟାଏ ଫ୍ରେଶ କ୍ରିମ୍ – ୩ ଚାମଚ (ବଜାର ରେ ମିଳେ ଅମୁଲ କମ୍ପାନୀର ) ଟମାଟୋ( ମଧ୍ୟମ) – ୧ କଟା ଦର କୁଟା କାଜୁ – ୨ ଟେବୁଲ ଚାମଚ ଜୀରା ଗୁଣ୍ଡ – ୧/୪ ଚାମଚ ହଳଦୀ ଗୁଣ୍ଡ -୧/୪ ଚାମଚ ଧଣିଆ ଗୁଣ୍ଡ -୧/୨ ଚାମଚ ଲଙ୍କା ଗୁଣ୍ଡ -୧/୨ ଚାମଚ ବେସନ – ୨ ଟେବୁଲ ଚାମଚ ଶୁଖିଲା ମେଥି ପତ୍ର – ୧/୨ ଚାମଚ ସୂର୍ଯ୍ୟମୁଖୀ ତେଲ – ୩ ଟେବୁଲ ଚାମଚ ଧଣିଆ ପତ୍ର – ୨ ଚାମଚ କଟା ପୁଦିନା ପତ୍ର – ୧ ଚାମଚ କଟା ଲୁଣ – ସ୍ୱାଦାନୁସାରେ ପ୍ରଣାଳୀ-…
ମାରିନେଟ ପାଇଁ ସାମଗ୍ରୀ : ବୋନ୍ ଲେସ ଚିକେନ୍ – ୫୦୦ ଗ୍ରାମ କାଶ୍ମିରୀ ଲଙ୍କାଗୁଣ୍ଡ – ୧ ଚା’ ଚାମଚ ଲେମ୍ବୁ ରସ – ୧ ଚା’ ଚାମଚ ଦହି – ୧/୨ କପ ହଳଦୀ ଗୁଣ୍ଡ – ୧/୨ ଚା’ ଚାମଚ ଧନିଆ ଗୁଣ୍ଡ – ୧ ଚା’ ଚାମଚ ଜିରା ଗୁଣ୍ଡ – ୧/୨ ଚା’ ଚାମଚ ଅଦା ଓ ରସୁଣ ପେଷ୍ଟ – ୧ ଟେବୁଲ ଚାମଚ କସୁରି ମେଥି ପତ୍ର – ୧ ଚାମଚ ଲୁଣ – ସ୍ୱାଦ ଅନୁସାରେ ତେଲ – ୧ ଟେବୁଲ ଚାମଚ {ଭାଜିବା ପାଇଁ} ଗ୍ରେଭି ପାଇଁ ସାମଗ୍ରୀ : ତେଲ – ୩ ଟେବୁଲ ଚାମଚ ଜିରା – ୧/୨ ଚା’ ଚାମଚ ତେଜ ପତ୍ର – ୧ଟି କଳା ଅଳେଇଚ – ୧ଟି ଗୁଜୁରାତି – ୩ଟି ଲବଙ୍ଗ – ୩ଟି ଡାଲଚିନି – ୨ଇଞ୍ଚ…
ସାମଗ୍ରୀ : ଅଣ୍ଡା – ୪ ରୁ ୫ଟି କଞ୍ଚା ଲଙ୍କା କଟା – ୧ ଚାମଚ ବିଲାତି କଟା – ୧ଟି ପିଆଜ କଟା – ୧ଟି ଅଦା କଟା – ୧ ଇଞ୍ଚ ଗରମ ମସଲା – ୧ ଚା’-ଚାମଚ ଲଙ୍କା ଗୁଣ୍ଡ – ୧ ଚା’-ଚାମଚ ଧନିଆ ପତ୍ର କଟା – ୧ ଚାମଚ ଲୁଣ – ସ୍ବାଦାନୁସାରେ ଗୋଲମରିଚ ଗୁଣ୍ଡ – ୧/୨ଚାମଚ ତେଲ – ୫ ଚାମଚ ହଳଦୀ – ୧/୨ ଚା’-ଚାମଚ ପ୍ରଣାଳୀ- ପ୍ରଥମେ ଅଣ୍ଡା ଫଟାଇ ଏକ ପାତ୍ରରେ ଲୁଣ, ଗରମ ମସଲା, ଗୋଲମରିଚ ଗୁଣ୍ଡ, ଲଙ୍କା ଗୁଣ୍ଡ ଓ ହଳଦୀ ମିଶାଇ ଭଲକରି ୨ ରୁ ୩ ମିନିଟ୍ ଯାଏ ଫେଣ୍ଟି ରଖନ୍ତୁ । ପ୍ୟାନ ରେ ତେଲ ଗରମ କରି ପିଆଜ ପକାଇ କିଛି ସମୟ ପାଇଁ ହାଲ୍କା ଭାଜନ୍ତୁ । ପରେ କଟା ଅଦା ପକାଇ ଗନ୍ଧ…