Author: Suchitra P

ସାମଗ୍ରୀ : ପାଳଛତୁ – ୫୦୦ ଗ୍ରାମ୍ ସୋରିଷ – ୨ ଚାମଚ ଜିରା – ୧/୨ ଚାମଚ କଞ୍ଚା ଲଙ୍କା – ୩ ରୁ ୪ଟି ରସୁଣ – ୮ରୁ ୧୦ କୋଲା ସୋରିଷ ତେଲ – ୩ ଟେବୁଲ୍-ଚାମଚ ହଳଦି – ୧ ଚାମଚ ଲୁଣ – ସ୍ୱାଦ ଅନୁସାରେ ତେନ୍ତୁଳି ମଣ୍ଡ ବା ଟମାଟୋ ପ୍ୟୁରୀ – ୧ ଟେବୁଲ୍-ଚାମଚ ପ୍ରଣାଳୀ- ଛତୁକୁ ବାଛି ସଫା କରି ଧୋଇ ଚିପୁଡ଼ି ହଳଦି-ଲୁଣ ଗୋଳାଇ ତେଲ ଦେଇ ନନ୍‌ଷ୍ଟିକ ରେ ଗନ୍ଧ ଯିବା ଯାଏଁ ଭାଜିଦେଇ କାଢ଼ି ରଖନ୍ତୁ । ଆଉଟିକେ ତେଲ ଦେଇ କରେଇରେ ଫୁଟଣ ଫୁଟାନ୍ତୁ । ଫୁଟିଗଲେ ସୋରିଷ, ରସୁଣ, ଜିରା-ଲଙ୍କାର ପାଲିସ ବଟାକୁ ଦେଇ ୧ କପ୍ ପାଣି ଦେଇଦିଅନ୍ତୁ । ଆଉଟିକେ ହଳଦି ପକାଇ ଗୋଳାନ୍ତୁ । ଫୁଟିଗଲେ ଛତୁଭଜା ପକାଇ ଗୋଳାଇ ଆଞ୍ଚ କମାଇ ଘୋଡ଼ାଇ ବସାନ୍ତୁ । ୧୦…

Read More

ସାମଗ୍ରୀ : ବସୁମତୀ ଚାଉଳ – ୧ କପ୍ ଗୁଆ ଘିଅ – ୨ ଟେବୁଲ ଚାମଚ ଚିନି – ୧/୪ କପ୍ ଗୋଲମରିଚ – ୩ – ୪ ଟି ଲବଙ୍ଗ – ୨-୩ ଟି ଅଳେଇଚ – ୨ଟି ବଡ ଅଳେଇଚ – ୧ ଟି ତେଜ ପତ୍ର – ୧ ଟି ଡାଲଚିନି – ୧ ଇଞ୍ଚ ଖଣ୍ଡେ ହଳଦୀ – ୧/୨ ଚାମଚ ଗରମ ପାଣି – ୨.୫ କପ କାଜୁ ବାଦାମ – ୧ ଟେବୁଲ ଚାମଚ କିସମିସ – ୧ ଟେବୁଲ ଚାମଚ କ୍ଷୀର – ୧ ଟେବୁଲ ଚାମଚ ଲୁଣ – ସ୍ବଦାନୁସାରେ ପ୍ରଣାଳୀ- ବସୁମତୀ ଚାଉଳ କୁ ଧୋଇ ୩୦ ମିନିଟ ଯାଏ ଅଳ୍ପ ପାଣିରେ ଭିଜେଇ ରଖନ୍ତୁ । ଏହାପରେ ଚାଉଳରୁ ପାଣି ନିଗାଡ଼ି ଗୋଟେ କପଡା ରେ ଖେଳାଇ ଶୁଖାଇ ଦିଅନ୍ତୁ । ଚାଉଳ ଟିକେ…

Read More

ସାମଗ୍ରୀ : ମାଂସ – ୬୦୦ ଗ୍ରାମ୍ ପିଆଜ – ବଡ଼ ୨ଟି ଲବଙ୍ଗ – ୬ଟି ଅଳେଇଚ – ୮ଟି ଜିରା – ୧ ଟେବୁଲ୍ ଚାମଚ ଡାଲଚିନି -୨ ଇଞ୍ଚ ଜାଇଫଳ- ୪ ଭାଗରୁ ୧ ଭାଗ ଧନିଆ ଗୁଣ୍ଡ -୨ ଟେବୁଲ୍ ଚାମଚ ଲୁଣ – ସ୍ବାଦାନୁସାରେ ତେଲ – ୪ ଟେବୁଲ୍ ଚାମଚ ତେଜପତ୍ର – ୨ଟି ଅଦା ବଟା – ୨ ଟେବୁଲ୍ ଚାମଚ ରସୁଣ ବଟା -୨ ଟେବୁଲ୍ ଚାମଚ ଲଙ୍କାଗୁଣ୍ଡ -୧ ଚାମଚ ହଳଦି-୨ ଚାମଚ ନଡ଼ିଆ ବଟା – ୩ ଟେବୁଲ୍ ଚାମଚ ପୋସ୍ତ ବଟା – ୩ ଟେବୁଲ୍ ଚାମଚ ଧନିଆ ପତ୍ର କଟା – ୧ ଟେବୁଲ୍ ଚାମଚ ପ୍ରଣାଳୀ- ପ୍ରଥମେ ୧ ଇଞ୍ଚ ଖଣ୍ଡ କରି ମାଂସ କାଟନ୍ତୁ । ପିଆଜ କାଟି ଛୋଟ ଛୋଟ କରି ରଖନ୍ତୁ । କରେଇ ଗରମ କରି ଲବଙ୍ଗ,…

Read More

ସାମଗ୍ରୀ : କାବୁଲି ଚଣା – ୧ କପ୍ ଟି ବ୍ୟାଗ – ୧ଟି ଲୁଣ – ୧ ଚାମଚ ହଳଦି – ୧ /୨ଚାମଚ ଚାମଚ ଲଙ୍କା ଗୁଣ୍ଡ – ୧ ଚାମଚ ଧଣିଆ ଗୁଣ୍ଡ – ୧ ଚାମଚ ଗରମ ମସଲା ଗୁଣ୍ଡ – ୧ /୨ ଚାମଚ ଛୋଲେ ମସଲ – ୧ ଚାମଚ କଟା ପିଆଜ – ୧ଟି (ବଡ଼) ଟମାଟୋ ପ୍ୟୁରୀ – ୨ଟି ରିଫାଇନ୍ ତେଲ – ୧ ଟେବୁଲ ଚାମଚ ଅଦା ବଟା – ୧ ଚା’ ଚାମଚ ରସୁଣ ବଟା – ୧ ଚା’ ଚାମଚ ଚିନି – ୧ /୨ ଚା’ ଚାମଚ କସ୍ତୁରୀ ମେଥି – ୧ଟେବୁଲ ଚାମଚ ତେଜପତ୍ର – ୨ଟି ପ୍ରଣାଳୀ : କାବୁଲି ଚଣାକୁ ୬ରୁ ୮ ଘଣ୍ଟା ବଢୁରାଇ ରଖନ୍ତୁ । ପ୍ରେସର କୁକରରେ ଚଣା, ୨ କପ୍ ପାଣି, ଲୁଣ, ଟି…

Read More

ସାମଗ୍ରୀ :  କଷି ଭେଣ୍ଡି-୧୫୦ ଗ୍ରାମ୍ ଲୁଣି ଆଚାର-୧ ଟେବୁଲ-ଚାମଚ ଟମାଟୋ-୧ଟି ବଡ଼ (ଛୋଟ ଛୋଟ କଟା) ଚାଟ୍ ମସଲା—୧/୨ ଚାମଚ କଞ୍ଚାଲଙ୍କା-୪ଟି ଭୁର୍ସୁଙ୍ଗ ପତ୍ର-୮-୧୦ଟି ସୋରିଷ ତେଲ-୨ ଟେବୁଲ୍-ଚାମଚ ହଳଦିଗୁଣ୍ଡ—୧/୨ ଚାମଚ ଲୁଣ-ସ୍ଵାଦଅନୁସାରେ ମେଥି – ୧/୪ ଚାମଚ ସୋରିଷ—୧/୨ ଚାମଚ ପାନମହୁରି—୧/୨ ଚାମଚ ପିଆଜ (କଟା)-୨ ଚାମଚ ରସୁଣ ଛେଚା— ୧ ଚାମଚ ପ୍ରଣାଳୀ- ପ୍ୟାନରେ ତେଲ ଗରମ କରି ଭେଣ୍ଡିକୁ ଛୋଟ ଛୋଟ କାଟି ଭାଜି ରଖନ୍ତୁ । ବଳକା ତେଲରେ ମେଥି, ସୋରିଷ, ପାନମହୁରୀ ପକାଇ ଫୁଟାନ୍ତୁ ଓ ଭୁର୍ସୁଙ୍ଗ ପତ୍ର, କଞ୍ଚାଲଙ୍କା କଟା ପକାନ୍ତୁ । ୧ – ୨ ମିନିଟ ଭାଜିଲା ପରେ ଛେଚା ରସୁଣ ପିଆଜ କଟା ପକାଇ ଭାଜନ୍ତୁ । ଲୁଣ, ହଳଦି, ହେଙ୍ଗୁ ପକାନ୍ତୁ ଓ ପିଆଜ ନରମ ହୋଇଆସିଲେ ଟମାଟୋ ପକାଇ ଘାଣ୍ଟନ୍ତୁ । ଟମାଟୋ ମିଶିଗଲେ ମସଲା ସହିତ ଭେଣ୍ଡିଭଜା ଓ ଆଚାର ମିଶାନ୍ତୁ, ଅଳ୍ପ ପାଣି ଦେଇ…

Read More

ସାମଗ୍ରୀ : ଅଣ୍ଡା – ୪ଟି ପିଆଜ – ୨ଟି ଅଦା ଓ ରସୁଣ ବଟା – ୨ ଚାମଚ ଲଙ୍କା ବଟା – ୧ ଚାମଚ ନଡ଼ିଆ ଓ ପୋସ୍ତ ବଟା – ୧ ଟେବୁଲ ଚାମଚ ଟମାଟୋ ପ୍ୟୁରି – ୧/୨ କପ୍ ସିଝା ଆଳୁ – ୨ ଟି (ଅଣ୍ଡା ସାଇଜର) ଗରମ ମସଲା ଗୁଣ୍ଡ – ୧/୨ ଚାମଚ ତେଲ – ଛୋଟ ୧ କପ୍ (୫୦ ମିଲି) ଲୁଣ – ସ୍ୱାଦ ଅନୁସାରେ କଞ୍ଚାଲଙ୍କା – ୨ଟି ହଳଦି – ୧/୨ ଚାମଚ ପ୍ରଣାଳୀ- ପ୍ରଥମେ ଅଣ୍ଡାକୁ ସିଝାଇ ଚେପା ଛଡ଼ାଇ ହାଲକା ଭାଜି ରଖନ୍ତୁ । ଆଳୁକୁ ସିଝାଇ ଚୋପା ଛଡ଼ାଇ ଦୁଇଫାଳ କରି କାଟି ରଖନ୍ତୁ । ପିଆଜ ଓ ଲଙ୍କାକୁ ସରୁ ଲମ୍ବାରେ କାଟି ରଖନ୍ତୁ । କରେଇରେ ତେଲ ଗରମ କରି ଅଦା-ରସୁଣ ବଟା ପକାଇ କଷନ୍ତୁ ।…

Read More

ସାମଗ୍ରୀ : ୧.୫ ଇଞ୍ଚ ସାଇଜରେ କଟା ମାଂସ – ୫୦୦ ଗ୍ରାମ୍ ସଝା ଆଳୁ – ୪ଟି ବଡ଼ ପିଆଜ – ୧ଟି କଟା ରସୁଣ – ୧ ଟେବୁଲ୍-ଚାମଚ କଟା ଅଦା-୧ ଟେବୁଲ୍-ଚାମଚ ଶୁଖିଲା ଲଙ୍କା – ୧୦ଟି ଗୋଟା ଧନିଆ – ୧ ଟେବୁଲ୍-ଚାମଚ ଜିରା – ୧ ଟେବୁଲ୍-ଚାମଚ ପାନମହୁରି – ୧ ଟେବୁଲ୍-ଚାମଚ ଲୁଣ – ସ୍ବାଦାନୁସାରେ ଗୋଲମରିଚ – ୧ ଛୋଟ ଚାମଚ ହଳଦି – ୧ ଚାମଚ ଅଳେଇଚ ମଞ୍ଜି – ୮ଟି ଡାଲଚିନି-୨ ଇଞ୍ଚ ଭିନେଗାର -୨ ଟେବୁଲ୍-ଚାମଚ ମରା ନଡ଼ିଆ ତେଲ – ୩ ଟେବୁଲ୍-ଚାମଚ ଘିଅ – ୧ ଟେବୁଲ୍-ଚାମଚ ନଡ଼ିଆ କ୍ଷୀର – ୫୦୦ ମିଲି ପ୍ରଣାଳୀ- ପ୍ରଥମେ ଆଳୁକୁ ୪ ଖଣ୍ଡ କରି କାଟନ୍ତୁ ଓ ପିଆଜକୁ ସରୁ ଲମ୍ବା ଆକାରରେ କାଟନ୍ତୁ । କରେଇରେ ଅଦା, ରସୁଣ, ଲଙ୍କା, ଧନିଆ, ଜିରା, ପାନମହୁରି,…

Read More

ସାମଗ୍ରୀ : କିଣା ଚୋପାଛଡ଼ା ବଡ଼ଦାନା ମୁଗ ଡାଲି—୧/୨ କପ୍ (ଘରୋଇ ମୁଗଡାଲି ବି ନେଇ ପାରିବେ ) ଲୁଣ—ସ୍ବାଦାନୁସାରେ ହଳଦିଗୁଣ୍ଡ—୧/୩ ଚାମଚ ଗୋଲମରିଚ ଗୁଣ୍ଡ—୧/୨ ଚାମଚ ଗୋଟା ଧନିଆ-୧ ଚାମଚ (ଛୋଟ) ରାଇସୋରିଷ—୧/୨ ଚାମଚ ଲେମ୍ବୁରସ-୧ ବଡ଼ ଟେବୁଲ – ଚାମଚ କଟା ଧଣିଆପତ୍ର-୧ ଚାମଚ କଟା କଞ୍ଚାଲଙ୍କା -୧ ଚାମଚ ଘିଅ ବା ବଟର -୧ ଚାମଚ (ବଡ଼) ପ୍ରଣାଳୀ- ଡାଲିକୁ ଧୋଇ ପାଣି କାଢ଼ି ରଖନ୍ତୁ । କୁକରରେ ଘିଅ ବା ବଟର ୧/୨ ଚାମଚ ଗରମ କରନ୍ତୁ । ଡାଲି ପକାଇ ହାଲକା ଭାଜି (୧. ମିନିଟ) ପାଣି ୨ କପ୍ ଦେଇଦିଅନ୍ତୁ । ଲୁଣ ଓ ହଳଦିଗୁଣ୍ଡ ପକାଇ ଆଞ୍ଚ ବଡ଼େଇ ଗୋଟିଏ ସିଟି ମାରି କାଢ଼ି ରଖନ୍ତୁ । କୁକର ଥଣ୍ଡା ହେଲେ କାଢ଼ନ୍ତୁ । କରେଇରେ ବଳକା ଘିଅ ଦେଇ ରାଇ, ଧଣିଆ ପକାଇ ଫୁଟାନ୍ତୁ । ପରେ କଞ୍ଚାଲଙ୍କା ପକାଇ ୨ ମିନିଟ୍ ଭାଜି…

Read More

ସାମଗ୍ରୀ : ଚିକେନ୍ – ୫୦୦ ଗ୍ରାମ୍ ସୋରିଷ ତେଲ – ୫ ଟେବୁଲ-ଚାମଚ ବିଲାତି – ୧ଟି ଲଙ୍କା – ୩ଟି କଟା ପିଆଜ – ୪ ଟି ଅଦା-ରସୁଣ ପେଷ୍ଟ – ୨ ଟେବୁଲ ଚାମଚ ଅଳେଇଚ – ୩ଟି ଲବଙ୍ଗ – ୩ଟି ଡାଲଚିନି – ଖଣ୍ଡେ ଜିରା – ଚିମୁଟାଏ ଜିରା ଗୁଣ୍ଡ – ୧ ଚା’-ଚାମଚ କାଶ୍ମିରୀ ଲଙ୍କାଗୁଣ୍ଡ – ୧ ଟେବୁଲ-ଚାମଚ ଚିନି – ୧/୨ ଚା’-ଚାମଚ ଲୁଣ – ସ୍ବାଦାନୁସାରେ ଗରମ ମସଲା ଗୁଣ୍ଡ – ୧/୨ ଚା’-ଚାମଚ ଘିଅ – ୧/୨ ଚା’-ଚାମଚ ପାଣି – ୧/୨ କପ ପ୍ରଣାଳୀ- ଚିକେନ୍ କୁ ଭଲ ଭାବରେ ଧୋଇ ଏଥିରେ ଲୁଣ ଓ ହଳଦୀ ଗୋଳାଇ ଅତି କମରେ ଅଧ ଘଣ୍ଟାଏ ରଖନ୍ତୁ । କରେଇରେ ତେଲ ଗରମ କରି ଜିରା, ଅଳେଇଚ, ଡାଲଚିନି, ଲବଙ୍ଗ ପକାଇ ଫୁଟିବା ଯାଏ ଅପେକ୍ଷା…

Read More

Ingredients Cauliflower (1 small) potato (2 small) tomato ( 1 medium finely chopped) onion ( 3 medium finely chopped) ginger-garlic paste ( 3 tsp) cumin seeds (1/3 tsp) cumin powder (1/2 tsp) coriander powder (1/3 tsp) chili powder ( 1/2 tsp) cinnamon & cardamom powder (1/3 tsp) bay leaf ( 1 ) oil (3tsp) coriander leaves turmeric powder salt to taste Kasuri Methi – 1/2 tsp Cooking: Heat a tbsp of oil in a heavy bottomed vessel, add the drained cauliflower florets and saute on medium flame for 9 to 10 mts. Remove from the vessel and set aside.Heat…

Read More