Author: Suchitra P

ସାମଗ୍ରୀ : ଚିଙ୍ଗୁଡ଼ି (ଚୋପାଛଡ଼ା) – ୫୦ ଗ୍ରାମ୍ କଞ୍ଚା ଆମ୍ବ -୨ଟି ପିଆଜ – ୧ଟି ବଡ଼ କଞ୍ଚାଲଙ୍କା – ୬ଟି ଧନିଆ ଗୁଣ୍ଡ – ୧ ଚାମଚ ତେଲ -୧ ଚାମଚ ହଳଦି – ୧/୨ ଚାମଚ ହେଙ୍ଗୁ – ୧ ଚାମଚ କର୍ଣ୍ଣ ଫ୍ଲୋର ବା ବେସନ – ୧ ବଡ଼ ଚାମଚ ନଡ଼ିଆ ରସ – ୫୫୦ ମିଲି ଲୁଣ – ସ୍ବାଦାନୁସାରେ ପ୍ରଣାଳୀ- ପ୍ରଥମେ ଚିଙ୍ଗୁଡ଼ି ଧୋଇ ପରିଷ୍କାର କରନ୍ତୁ । ଆମ୍ବରୁ ଚୋପା ଛଡ଼ାଇ ଛେଟ ଛୋଟ ଖଣ୍ଡ କରି କାଟନ୍ତୁ । ପିଆଜ-ରସୁଣକୁ ଚୁନା-ଚୁନା କରି କାଟନ୍ତୁ । ତେଲ ଗରମ କରି ପିଆଜ, ରସୁଣ ପକାଇ ଭାଜନ୍ତୁ । ତା’ପରେ ଧନିଆଗୁଣ୍ଡ, ହଳଦି ଓ ହେଙ୍ଗୁ ପକାଇ ୩ ମିନିଟ୍ ଗୋଳାନ୍ତୁ । ଚିଙ୍ଗୁଡ଼ି ପକାଇ ୨ ମିନିଟ୍ ଭାଜି ୭୫ ମିଲି ପାଣି ଦିଅନ୍ତୁ । ୫ ମିନିଟ୍…

Read More

ସାମଗ୍ରୀ : ସଜନା ଶାଗ ଡେମ୍ଫ – ୧୦ ଟି (ବଡ) ବୁଟ ଡାଲି – ୧ କପ୍ ଚାଉଳ – ୨ କପ୍ ରସୁଣ – ୧୦ ପାଖୁଡା ଜିରା – ୧/୨ ଚାମଚ ଆମ୍ବ କଷି ଅଦା – ଛୋଟ ଖଣ୍ଡେ ହଳଦୀ ଗୁଣ୍ଡ – ୧/୨ ଚାମଚ ଲଙ୍କା ଗୁଣ୍ଡ – ୧/୨ ଚାମଚ ଲୁଣ – ସ୍ୱାଦ ଅନୁସାରେ ତେଲ – ଭାଜିବା ପାଇଁ ପ୍ରଣାଳୀ- ସଜନା ଶାଗ ଡେମ୍ଫକୁ ଭଲକି ବାଛି ରଖନ୍ତୁ । ଚାଉଳ ଓ ବୁଟ ଡାଲି କୁ ୨ ଘଣ୍ଟା ପାଣିରେ ଭିଜାଇ ରଖନ୍ତୁ । ୨ ଘଣ୍ଟା ପରେ ଭିଜା ହୋଇଥିବା ଚାଉଳ ଓ ବୁଟ ଡାଲି କୁ ଧୋଇ ରସୁଣ ,ଜିରା, ଆମ୍ବ କଷି ଅଦା, ପକାଇ ଗ୍ରାଇଣ୍ଡର ରେ ଗ୍ରାଇଣ୍ଡିଙ୍ଗ କରି ଦିଅନ୍ତୁ । ବଟା ହୋଇଥିବା ଚାଉଳ ଓ ବୁଟ ଡାଲି ଲଙ୍କା ଗୁଣ୍ଡ , ହଳଦୀ…

Read More

ସାମଗ୍ରୀ : ଇଲିସି ମାଛ – ୬ ପିସ ହଳଦୀ – ୧ ଚା’ ଚାମଚ କଞ୍ଚା ଲଙ୍କା – ୮ ଟି ଜିରା – ୧/୨ ଚା’ ଚାମଚ ଧଳା ସୋରିଷ – ୫-୬ ଚା’ ଚାମଚ ସୋରିଷ ତେଲ – ୭-୮ ଟେବୁଲ ଚାମଚ ପାଣି – ୧ କପ ଲୁଣ – ସ୍ୱାଦ ଅନୁସାରେ ପ୍ରଣାଳୀ- ପ୍ରଥମେ ଜିରା ଓ ସୋରିଷ କୁ ଅଳ୍ପ ପାଣିରେ ୫ ମିନିଟ ଭିଜାନ୍ତୁ । ଏହାକୁ ଛାଣି ୪ ଟି କଞ୍ଚା ଲଙ୍କା,୧ ଚା’ ଚାମଚ ସୋରିଷ ତେଲ ,ଚିମୁଟାଏ ହଳଦୀ ଓ ଚିମୁଟାଏ ଲୁଣ ମିଶାଇ ପେଷ୍ଟ କରନ୍ତୁ । ମାଛକୁ ଧୋଇ ସେଥିରେ ଚିମୁଟାଏ ହଳଦୀ ଓ ଲୁଣ ମିଶାଇ ରଖନ୍ତୁ । କରେଇ ରେ ୨ ଟେବୁଲ ଚାମଚ ତେଲ ଗରମ କରନ୍ତୁ । ସେଥିରେ ମାଛ ପକାନ୍ତୁ । ମାଛ ନଭାଜି ଧିମା ଆଞ୍ଚରେ…

Read More

INGREDIENTS Potato – 2 Pumpkin- 100g aurbi/ saru – 3-4 Brinjal – 150g ( cut into cube, 1″ by 1″) Desi aalu – 100g Pointed gourd /Potala – 5-6 Long beans- 5-6 (cut into 1″ length) SPROUT OF Mung -1/2 cup Chick peas – 1/4 cup Yellow peas -1/4 cup Peanut – 1/4 cup SPICES: 1.Coconut – 1/2 cup 2.Mustard seed – 3-4 tsp 3.Sunf /Panmahuri -1tsp 4.Black peeper -1tsp 5.Cinnamon sick -1″ 6.Chili – 1-2 Grind with 1/2 cup water and make a paste. Heat 2-3 tsp ghee in a pressure cooker or deep pan . Add 1/2 tsp…

Read More

ସାମଗ୍ରୀ : ଛେନା – ୨୫୦ ଗ୍ରାମ୍ ଚିନି – ୧୨୫ ଗ୍ରାମ୍ ଅଳେଇଚ ଗୁଣ୍ଡ – ୧/୨ ଚା ଚାମଚ ଚାଉଳ ଚୁନା – ୧ ଟେବୁଲ ଚାମଚ କାଜୁ – ୮ -୧୦ ଟି କିସମିସ୍ – ୫ -୬ ଟି ଆଲମଣ୍ଡ – ୪ -୫ ଟି ଖାଇବା ସୋଡ଼ା – ଚିମୁଟାଏ ଛେନା ପୋଡ଼ ପାଇଁ ପ୍ରସ୍ତୁତି ପ୍ରଥମେ ଏକ ବେକିଙ୍ଗ୍ ପାତ୍ର ( Baking pan ) ନିଅନ୍ତୁ , ପାତ୍ର ଉପରେ କଦଳୀ ପତ୍ର କିମ୍ବା ବେକିଙ୍ଗ୍ ପେପର (Parchment paper ) ପକାଇ ଉପରେ ଚାରିଆଡେ ଘିଅ ବା ତେଲ ଲଗାଇ ଦିଅନ୍ତୁ । (ଆପଣ ଚାହିଁଲେ କେବଳ ପ୍ୟାନ ରେ ମଧ୍ୟ କରିପାରିବେ ) ଓଭାନ କୁ ୧୮୦ ଡ଼ିଗ୍ରୀ ରେ ୧୫ ମିନିଟ୍ ଯାଏ ପ୍ରିହିଟ୍ କରନ୍ତୁ । ଛେନା ପୋଡ଼ ମିଶ୍ରଣ ପାଇଁ ଏହି ସମୟ ଭିତରେ ଛେନା ପୋଡ଼ ମିଶ୍ରଣ ପ୍ରସ୍ତୁତ…

Read More

ସାମଗ୍ରୀ : କଟା ପନିର – ୨୫୦ ଗ୍ରାମ୍ କଟା ପିଆଜ – ୧ଟା {ବଡ଼} କାପ୍ସିକମ୍ {ସିମଲା ଲଙ୍କା} -୧ଟା {ବଡ଼} ରସୁଣ – ୮ କୋଲା {ଛୋଟ ଛୋଟ ଭାବରେ କାଟି ରଖନ୍ତୁ} ଅଦା – ୧ ଇଞ୍ଚ {ଛୋଟ ଛୋଟ ଭାବରେ କାଟି ରଖନ୍ତୁ} କଞ୍ଚା ଲଙ୍କା – ୨ ରୁ ୩ଟି {ଲମ୍ବ ଭାବରେ କାଟି ରଖନ୍ତୁ} ଲୁଣ – ସ୍ୱାଦ ଅନୁସାରେ ଟମାଟୋ ସସ୍ – ୨ ଟେବୁଲ୍ ଚାମଚ ଚିଲି ସସ୍ – ୨ ଟେବୁଲ୍ ଚାମଚ ସୋୟା ସସ୍ – ୧ ଟେବୁଲ୍ ଚାମଚ ତେଲ – ୪ ଟେବୁଲ୍ ଚାମଚ ସଜାଇବା ପାଇଁ – ଧନିଆ ପତ୍ର ପ୍ରଣାଳୀ- ପ୍ରଥମେ ଏକ ପ୍ୟାନ ରେ ତେଲ ଗରମ କରି ପନିରକୁ ବାଦାମୀ ରଙ୍ଗ ହେବ ଯାଏ ଭଲଭାବରେ ଭାଜନ୍ତୁ । ଆଉ ଏକ ପ୍ୟାନରେ ୨ ଟେବୁଲ୍ ଚାମଚ ନେଇ ରସୁଣ,…

Read More

ସାମଗ୍ରୀ : ଫୁଲ କୋବି -୧ ଟି ମଝି ସାଇଜ୍ ପିଆଜ – ୧ ଟି ମଝି ସାଇଜ୍ ରସୁଣ ପେଷ୍ଟ – ୧ ଚାମଚ ଅଦା ପେଷ୍ଟ – ୧ ଚାମଚ ଦହି – ୩ ରୁ ୪ ଟେବୁଲ୍ ଚାମଚ ହଳଦୀ – ୧/୪ ଚାମଚ ଲଙ୍କା ଗୁଣ୍ଡ – ୧/୨ ଚାମଚ ଗରମ ମସଲା ଗୁଣ୍ଡ – ୧/୨ ଚାମଚ ଧନିଆ ଗୁଣ୍ଡ – ୧ ଚାମଚ ଜୀରା ଗୁଣ୍ଡ – ୧/୨ ଚାମଚ ତେଜ ପତ୍ର – ୨ ଟି କଳା ଜିରା – ୧/୨ ଚାମଚ କସ୍ତୁରୀ ମେଥି – ୧/୨ ଚାମଚ ତେଲ – ୫ ଟେବୁଲ୍ ଚାମଚ ପାଣି – ୨ କପ୍ ଜାଇ ଫଳ ଗୁଣ୍ଡ – ଚିମୁଟାଏ ଲୁଣ – ସ୍ୱାଦ ଅନୁସାରେ ଘିଅ – ୨ ଚାମଚ ପେଷ୍ଟ ପାଇଁ- କାଜୁ – ୧ ଚାମଚ ବିଲାତି –…

Read More

ସାମଗ୍ରୀ : ବିଲାତି – ୨୫୦ ଗ୍ରା. ରସୁଣ – ୮ କୋଲା ସୋରିଷତେଲ -୧.୫ ଟେବୁଲ ଚାମଚ ସୋରିଷ – ୧ ଚା’ଚାମଚ ଭ୍ରୁସଙ୍ଗ ପତ୍ର – ୧୦-୧୨ଟି ଲଙ୍କାଗୁଣ୍ଡ – ୧ ଚା’ଚାମଚ ଲୁଣ – ସ୍ବାଦାନୁସାରେ ପ୍ରଣାଳୀ- ଟମାଟୋକୁ କାଟି ଓ ରସୁଣର ଚୋପା ଛଡାଇ ପ୍ରସ୍ତୁତ କରି ରଖନ୍ତୁ । ଏବେ ଟମାଟୋ ଓ ରସୁଣ ମିଶାଇ ଭଲକରି ଗ୍ରାଇଣ୍ଡି° କରିନିଅନ୍ତୁ । ପରେ କରେଇରେ ତେଲ ନେଇ ଗରମ କରନ୍ତୁ । ତେଲ ଗରମ ହୋଇ ଆସିଲେ ସୋରିଷ ଓ ଭ୍ରୁସଙ୍ଗ ପତ୍ର ଫୁଟାଇ ବିଲାତି ପକାନ୍ତୁ । ଏଥର ଲୁଣ ଓ ଲଙ୍କାଗୁଣ୍ଡ ମିଶାଇ ୨୦ ମିନିଟ୍ ଲଗାତର ଘାଣ୍ଟି କମ୍ ଆଞ୍ଚରେ ରାନ୍ଧନ୍ତୁ । ଏବେ ଏହାକୁ ଇଡ଼ଲି, ରୋଟୀ କିମ୍ବା ଭାତ ସହ ଖାଇ ପାରିବେ । ଏହାକୁ ମଧ୍ୟ ଥଣ୍ଡାକରି ୩-୪ ଦିନଯାଏଁ ଫ୍ରିଜରେ ରଖି ବ୍ୟବହାର କରିହେବ ।

Read More

ସାମଗ୍ରୀ : କଞ୍ଚା କଦଳୀ କଟା – ୧ କପ ଖମ୍ବ ଆଳୁ କଟା – ୧ କପ ବୋଇତାଳୁ କଟା – ୧ କପ ଝୁଡ଼ଙ୍ଗ କଟା – ୧ କପ ପୋଟଳ କଟା – ୧ କପ ମୂଳା କଟା – ୧ କପ କାଙ୍କଡ଼ କଟା – ୧ କପ ଜିରା – ୧ ଛୋଟ ଚାମଚ ଗୋଲମରିଚ -୧ ଛୋଟ ଚାମଚ ପାନ ମଧୁରୀ – ୨ ଛୋଟ ଚାମଚ ତେଜ ପତ୍ର – ୧ ଟି ଭିଜା ବୁଟ – ୧/୪ କପ ବଡି – ୧/୪ କପ ଗୁଡ – ୧ ଚାମଚ ନଡ଼ିଆ କୋରା – ୧/୪ କପ ଶୁଖିଲା ଲଙ୍କା – ୨ ଟି ହଳଦୀ ଗୁଣ୍ଡ ଲୁଣ – ସ୍ୱାଦ ଅନୁସାରେ ହେଙ୍ଗୁ – ଟିକିଏ ପ୍ରଣାଳୀ- ପ୍ରଥମେ ପରିବା ସବୁ ଧୋଇ ଭଲଭାବେ କାଟି ରଖନ୍ତୁ । ପରେ…

Read More

ସାମଗ୍ରୀ : ଚାଉଳ – ୨ କପ କାଜୁ – ୧୦ରୁ ୧୫ ଟି କିସମିସ – ୧୦ରୁ ୧୫ ଟି ଘିଅ – ୨ ଟେବୁଲ ଚାମଚ ଜିରା – ୧ ଚା’ ଚାମଚ ତେଜ ପତ୍ର – ୨ରୁ ୩ ଟି ଲେମ୍ବୁ ରସ – ୨ ଟେବୁଲ ଚାମଚ ଲୁଣ – ସ୍ୱାଦ ଅନୁସାରେ ପ୍ରଣାଳୀ- ପ୍ରଥମେ ଚାଉଳରେ ଟିକିଏ ଲୁଣ ପକାଇ ଭାତ ରାନ୍ଧନ୍ତୁ । ଭାତ ଟିକିଏ ଟାଣ ରହିବ ଉଚିତ । ଏହାପରେ ଭାତକୁ  ଛାଣି ଆଉ ଏକ ପାତ୍ରରେ କାଢି ରଖନ୍ତୁ । କରେଇରେ ଘିଅ ଗରମ କରନ୍ତୁ । ସେଥିରେ ତେଜ ପତ୍ର , କାଜୁ ଓ ଜିରା ପକାଇ ଭାଜନ୍ତୁ । ଜିରା ଫୁଟିଆସିଲେ କିସମିସ ପକାନ୍ତୁ ଓ ଆଞ୍ଚ ବନ୍ଦ କରନ୍ତୁ । ଭାତରେ ଲେମ୍ବୁରସ ପକାଇ ଭଲଭାବରେ ମିଶାନ୍ତୁ । ପୂର୍ବରୁ ଭଜାହୋଇ ରହିଥିବା ସାମଗ୍ରୀକୁ ଆଉଥରେ ମିଶାଇ…

Read More