Author: Suchitra P

ସାମଗ୍ରୀ : ସୁଜି – ୨ କପ ପାଣି – ୪ କପ ଘିଅ – ୨ ଟେବୁଲ-ଚାମଚ ଚିନି – ୧ କପ ଲୁଣ – ଚିମୁଟାଏ ଅଳେଇଚ – ୨ ରୁ ୩ଟି ତେଲ – ଛାଣିବା ପାଇଁ ପୂର ପାଇଁ : କୋରା ନଡ଼ିଆ – ୨ କପ ଗୁଡ଼ – ୧/୪ କପ ଅଳେଇଚ ଗୁଣ୍ଡ – ୧/୨ ଚା’-ଚାମଚ ଘିଅ – ୧ ଟେବୁଲ-ଚାମଚ ଗୋଲମରିଚ ଗୁଣ୍ଡ – ୧/୨ ଚା’-ଚାମଚ କାଜୁ ଓ କିସମିସ – ୨ ଟେବୁଲ-ଚାମଚ ପ୍ରଣାଳୀ- ପ୍ରଥମେ ଆଣ ପ୍ରସ୍ତୁତି ପାଇଁ କରେଇରେ ଚିନି, ପାଣି, ଲୁଣ, ଅଳେଇଚ ନେଇ ଚିନି ମିଳେଇ ଯିବା ପର୍ଯ୍ୟନ୍ତ ଫୁଟାନ୍ତୁ । ଏହାପରେ ଏକ ଚାମଚ ଘିଅ ପକାନ୍ତୁ ଓ ଆଞ୍ଚ ଧିମା କରି ଦିଅନ୍ତୁ । ପରେ ସୁଜି କୁ ଧୀରେ ଧୀରେ କରି ପକାଇ ଆଣ ପତଳା ଓ…

Read More

Ingredients : Mauroli Maach Lemon Juice turmeric powder mustard oil onion onion paste, garlic paste tomato red chilly powder Luke warm water Salt… Procedure : Marinate the fishes with lemon juice, salt, turmeric powder then fry all these with mustard oil. Then place a ankther kadai on heat then warm 3tbsp mustard oil then fry the sliced onion till brown then add 2tsp onion paste, garlic paste, turmide and pepper paste then stir it add smashed tomato then red chilly and turmeric powder add 2tbsp Luke warm water. Stir it for 10mins after the oil start to release add the…

Read More

ସାମଗ୍ରୀ : ଆଳୁ – ୨ ଟି (ସିଝା ) ପନିର – ୭୫ ଗ୍ରାମ (ଚାରିକଣିଆ କରି କଟା ) ସୋରିଷ – ୧ ଟେବୁଲ ଚାମଚ ରସୁଣ – ୧ ଟେବୁଲ ଚାମଚ କଞ୍ଚା ଲଙ୍କା – ୩ ଟି (କଟା) ହଳଦୀ – ୧ ଛୋଟ ଚାମଚ ମେଥି ପତ୍ର (ଶୁଖିଲା) – ୧ ଟେବୁଲ ଚାମଚ ଟମାଟୋ – ( ଛୋଟ କଟା ) ତେଲ – ୩ ଟେବୁଲ ଚାମଚ ଲୁଣ – ସ୍ୱାଦ ଅନୁସାରେ ପ୍ରଣାଳୀ- ପ୍ରଥମେ ସୋରିଷ , ରସୁଣ , କଞ୍ଚା ଲଙ୍କା କୁ ବାଟି ପେଷ୍ଟ ପ୍ରସ୍ତୁତ । କଡେଇ ରେ ତେଲ(2 ଟେବୁଲ ଚାମଚ) ନେଇ ଗରମ କରନ୍ତୁ ଓ ସେଥିରେ କଟା ହୋଇଥିବା ପନିର ପକାଇ ସୁନେଲି ରଙ୍ଗ ହେବା ଯାଏ ଭାଜନ୍ତୁ । ପନିର କୁ କଡେ଼ଇରୁ ବାହାର କରି ଆଉ୧ ଟେବୁଲ ଚାମଚ…

Read More

ସାମଗ୍ରୀ : ରନ୍ଧା ଭାତ – ୩ କପ ପାଣି – ୬ କପ ଦହି – ୪ ଟେବୁଲ-ଚାମଚ ସୋରିଷ – ୧ ଚା’ ଚାମଚ ଆମ୍ବ କଷି ଅଦା – ୧ ଇଂଚ ଛେଚା ଶୁଖିଲା ଲଙ୍କା – ୧ ଟି ଭୁର୍ସୁଙ୍ଗ ପତ୍ର – ୧୦ ଟି ତେଲ – ୧ ଟେବୁଲ ଚାମଚ ଲୁଣ – ସ୍ୱାଦ ଅନୁସାରେ ପ୍ରଣାଳୀ- ପ୍ରଥମେ ରନ୍ଧା ଭାତରେ ପାଣି ଦେଇ ଥଣ୍ଡା କରନ୍ତୁ । ପ୍ୟାନ କୁ ଗରମ କରି ତେଲ ଦିଅନ୍ତୁ । ସେଥିରେ ସୋରିଷ , ଭୁର୍ସୁଙ୍ଗ ପତ୍ର ଓ ଶୁଖିଲା ଲଙ୍କା ପକାଇ ଭାଜନ୍ତୁ । ଭାଜି ହୋଇ ଆସିଲେ ଆଞ୍ଚ ବନ୍ଦ କରି ସେଥିରେ ୧/୨ କପ ପାଣି ଦେଇ ଥଣ୍ଡା କରନ୍ତୁ । ପରେ ଏଥିରେ ଦହି ପକାନ୍ତୁ । ଏବେ ଦହିକୁ ଭାତରେ ମିଶାନ୍ତୁ । ପରେ ପକାଇ ଆମ୍ବ…

Read More

INGREDIENTS : For 1/2 kg chicken 1 bunch fresh fenugreek leaves( washed n chopped) Oil 2 tbsp 2 big onion thinly sliced 2 tbsp of ginger garlic paste 1 tbsp of cumin powder 2 tbsp of thick curd 2 green chili, 1 bay leaf 2 to 3 each cinnamon,green cardamom,cloves Salt,turmeric,red chilli powder to taste Method of Cooking: Marinate the chicken with curd,salt,turmeric,red chili powder,cumin powder…n keep aside for 30 min. Heat oil in a pan or kadai and add whole crushed garam masala then add sliced onions n let it brown Add the ginger garlic paste n saute it…

Read More

Ingredients 6 pear gourds (parval / potal) 2 spoon refined oil (refine tela) 1/2 teaspoon turmeric powder (haladi gunda) 1 medium sized boiled potato (gota sijha alu) For stuffing: 2 teaspoon poppy seed (posta) 1 medium size onion finely sliced (piaja) 5 cloves of garlic chopped (rasuna) 1 teaspoon cumin seeds (jeera) 1 dry red chilli (gota sukhila lanka) Method First peel all the parvals and wash throughly.Then cut one side of the parvals and remove all seeds from inside. Then mix the seeds with all masalas for stuffing. Mash the boiled potato after removing the skin. Now place a…

Read More

Ingredients 2 potatoes (aalu) 1 brinjal (baaigana) 2 raw bananas (kancha kadali) 100 gm – yam (desi aalu) 100 gm – pumpkin (kakharu) 2 tomatoes (tamatar) Other vegetables may be added / replaced as per choice 1 teaspoon turmeric powder (haladi gunda) 1 teaspoonful chilli powder (lanka gunda) Salt to taste (luna) 1 small ginger (ada) 5 garlic cloves (rasuna kola) 2 teaspoon cumin seeds (jeera) 1 teaspoon coriander seeds (dhania) 1 onion (piaja) 2 table spoon refined oil (rifaain tela) 300 gram – very small prawns (chhota chingudi) Method Wash the vegetables and prawns thoroughly. Clean the prawns properly…

Read More

Ingredients: 1- Ambula(Dry Mango)6-7 pieces 2- 2 tsp of mustard paste 3- 3 red chillis 4- 1 tsp of punch phutan 5- curry leaves 9-10 6- 2 tsp of oil 7- 1/2 tsp of grated ginger 8- 1/2 tsp of grated mango ginger (amba ada) 9- 3 tsp of grated coconut 10- 1-2 tsp of Jeera and red chilli powder (fried) 11- 3 tsp sugar 12- 1 cup of yogurt 13- Salt (as per taste) Method: *Soak the ambula in water for 2hr. *Then take the kadai *Heat oil, then add red chilli and punch phutan in to it. *When…

Read More

ସାମଗ୍ରୀ : ସାଗୁ -୨୫୦ ଗ୍ରାମ୍ ଲୁଣ – ଆବଶ୍ୟକ ମୁତାବକ ପାଣି – ଆବଶ୍ୟକ ମୁତାବକ ସୋଢ଼ା – ୧/୪ ଚାମଚ (ଛୋଟ) କଳାଜୀରା – ୨ ଚାମଚ ଲଙ୍କାଗୁଣ୍ଡ – ୧ ଚାମଚ ପ୍ରଣାଳୀ- ସାଗୁକୁ ଗ୍ରାଇଣ୍ଡରେ ଗୁଣ୍ଡ କରିଦିଅନ୍ତୁ । ପାଣି ଗରମ କରି ସାଗୁଗୁଣ୍ଡ ମିଶାଇ ରାନ୍ଧନ୍ତୁ । ସେଥିରେ ଲୁଣ, କଳାଜିରା ଓ ଲଙ୍କାଗୁଣ୍ଡ ମିଶାଇ ବହଳିଆ (ଅଳ୍ପ) ହେବାଯାଏଁ ରାନ୍ଧନ୍ତୁ । ଶେଷରେ ସୋଢ଼ା ମିଶାନ୍ତୁ । ଥଣ୍ଡା ହେଲାପରେ ଟିଣ ପ୍ଲେଟ୍ ରେ ତେଲ ଲଗାଇ ପତଳା ପତଳା କରି ଆଣ ପକାନ୍ତୁ । ଭଲକରି ଶୁଖାଇ ଢବାରେ ଭରି ରଖନ୍ତୁ ।

Read More

ସାମଗ୍ରୀ : ଅଣ୍ଡା – ୩ଟି ଛୋଟ ମେଗି ପ୍ୟାକେଟ – ୨ଟି ପାଣି – ୧.୫ କପ କଟା ପିଆଜ – ୧/୨ କପ କଟା କାପ୍ସିକମ – ୧/୨ କପ କଟା କଞ୍ଚା ଲଙ୍କା – ୨ଟି ଜିରା ଗୁଣ୍ଡ – ୧/୨ ଚା’ ଚାମଚ ଗରମ ମସଲା – ୧/୨ ଚା’ ଚାମଚ ଲଙ୍କା ଗୁଣ୍ଡ – ୧/୨ ଚା’ ଚାମଚ ଲୁଣ – ସ୍ୱାଦ ଅନୁସାରେ ତେଲ – ୨ ଚାମଚ ଟମାଟୋ ସସ – ୨ ଚାମଚ ପ୍ରଣାଳୀ- ମେଗୀ ୨ ପ୍ୟାକେଟ ଭାଙ୍ଗି ଦିଅନ୍ତୁ । ଗ୍ୟାସ ରେ ପାଣି ଗରମ କରନ୍ତୁ ସେହି ଗରମ ପାଣିରେ ମାଗିକୁ ପକାଇ ମସଲା ପକାଇ ଦିଅନ୍ତୁ । ୪ ମିନିଟ ପାଇଁ ଗ୍ୟାସ ରେ ଉଚ୍ଚ ଆଞ୍ଚରେ ରେ ଗରମ କରନ୍ତୁ । ଯଦି କିଛି ପାଣି ସାଥିରେ ରହି ଯାଉଛି କିଛିଚିନ୍ତା କରନ୍ତୁ…

Read More