Author: Suchitra P

ସାମଗ୍ରୀ : ଅଟା -୫୦୦ ଗ୍ରାମ୍ ଲୁଣ -ସ୍ବାଦାନୁଯାୟୀ ଉଷୁମ ପାଣି -ଦଳିବା ପାଇଁ ଦଳିବା ପାଇଁ କ୍ଷୀର – ୧/୨ କପ୍ କିମା ପାଇଁ ମାଂସ କିମା -୨୫୦ ଗ୍ରାମ୍ ଚୂନାକଟା ପିଆଜ -୨ଟି ବଡ଼ ରସୁଣ ,ଅଦା ବଟା -୧ ବଡ଼ ଚାମଚ ତେଲ (ଭାଜିବା ପାଇଁ) -୧ ବଡ଼ ଚାମଚ ଗରମ ମସଲାଗୁଣ୍ଡ —୧/୨ ଚାମଚ ଲଙ୍କାଗୁଣ୍ଡ -୧ ଚାମଚ ମୋଗଲାଇ ଅତର -୪ ବୁନ୍ଦା ଆଜିନୋ ମୋତୋ -ଚିମୁଟାଏ  ମସଲା (ବଜାରରେ ମିଳେ) -୧ ଚାମଚ ଅଣ୍ଡା -୪ଟି (ଫେଣ୍ଟା) ରିଫାଇନ ତେଲ -ପରଟା ସେକିବା ପାଇଁ ଲୁଣ -୧ ଚାମଚ ହଳଦି -୧ ଚାମଚ କଟା ଧଣିଆ ପତ୍ର -୧ ଚାମଚ ଭଜା କାଜୁ ଓ କିସମିସ -୧ ବଡ଼ ଚାମଚ ପ୍ରଣାଳୀ- ଅଟାକୁ ନରମ କରି ଦଳି ଢାଙ୍କି୧/୨ଘଣ୍ଟା ରଖିଦିଅନ୍ତୁ । ମାଂସ କିମାକୁ ଭଲ କର ଧୋଇ ପାଣି ନିଗାଡ଼ି ରଖନ୍ତୁ ।…

Read More

ସାମଗ୍ରୀ : ଖଡ଼ା ଶାଗ ମୂଳ କଟା (୧ ଇଞ୍ଚ) – ୧ କପ୍ ଜହ୍ନିକଟା – ୧/୨ କପ୍ ବାଇଗଣ କଟା – ୧/୨ କପ୍ କଦଳୀ କଟା – ୧/୨ କପ୍ ଆଳୁ କଟା – ୧/୨ କପ୍ ସାରୁ କଟା – ୧/୨ କପ୍ ଶୁଖୁଲା ଲଙ୍କା – ୨ଟି ଫୁଟଣ – ୧ ଚାମଚ ସୋରିଷ + ରସୁଣ + ଜିରା ବଟା – ୧ ଚେବୁଲ-ଚାମଚ ସୋରିଷ ତେଲ – ୧ ଚାମଚ  ଲୁଣ – ସ୍ବାଦାନୁସାରେ  ହଳଦୀ ଗୁଣ୍ଡ – ୧/୪ ଚାମଚ ଭଜା ଚୂନା ମାଛ – ୧ କପ୍ ପ୍ରଣାଳୀ- କରେଇରେ ତେଲ ଗରମ କରି ଲଙ୍କା ଫୁଟଣ ଫୁଟାଇ ସାରୁ ଓ ଖଡ଼ା ପକାଇ ୨-୩ ମିନିଟ୍ ଭାଜନ୍ତୁ । ତା’ପରେ ଅନ୍ୟ ପରିବା ଦେଇ ଲୁଣ, ହଳଦି ଓ ବଟା ମସଲା ପକାଇ ଓ ଗୋଳାଇ ଘୋଡ଼ାଇ ସିଝାନ୍ତୁ ।…

Read More

ସାମଗ୍ରୀ : କଞ୍ଚା ଆମ୍ବ – ୧ କିଲୋ ଶୁଖିଲା ଲଙ୍କା – ୧୦୦ ଗ୍ରାମ୍ (ଭଜା ହୋଇ ଗୁଣ୍ଡ କରାଯିବ) ଗୁଡ଼ – ୭୫୦ ଗ୍ରାମ୍ ପାନମହୁରି – ୧୦୦ ଗ୍ରାମ୍ (ଭଜା ହୋଇ ଗୁଣ୍ଡ କରାଯିବ) ପାଣି – ୧ ଗ୍ଲାସ୍ ହଳଦି – ୨୫ ଗ୍ରାମ୍ ମେଥି – ୨୫ ଗ୍ରାମ୍ (ଭଜା ହୋଇ ଗୁଣ୍ଡ କରାଯିବ) କଳାଜିରା – ୨୫ ଗ୍ରାମ୍ ( ଭଜା ହୋଇ ଗୁଣ୍ଡ କରାଯିବ) ଲୁଣ -୨୫ ଗ୍ରାମ୍ ସୋରିଷତେଲ – ୩୦୦ ମିଲିଗ୍ରାମ୍ ପ୍ରଣାଳୀ- ଆମ୍ବକୁ ଖଣ୍ଡକରି କାଟନ୍ତୁ (୧ଇଞ୍ଚ) । ହଳଦି ଗୋଳାଇ ୨ଟି ଖରା ରଖି ରେ ଦିଅନ୍ତୁ । ସୋରିଷତେଲକୁ ଗରମ କରି ଥଣ୍ଡା କରନ୍ତୁ । ମସଲାସବୁ ଅଲଗା ଭାଜି ଗୁଣ୍ଡ କରନ୍ତୁ । କରେଇରେ ପାଣି ଓ ଗୁଡ଼ ପକାଇ ପାଗ କରନ୍ତୁ । ପାଣି ମରିଗଲେ ସିରା ହାତକୁ ଟିକେ ଅଠାଳିଆ…

Read More

ସାମଗ୍ରୀ : ପନିର – ୧୦୦ ଗ୍ରାମ  ବଟର କିମ୍ବା ତେଲ – ୨ ଟେବୁଲ ଚାମଚ ପାଳଙ୍ଗ ଶାଗ – ୧୦୦ ଗ୍ରାମ ପିଆଜ ପେଷ୍ଟ – ୧/୨ କପ ଅଦା ଓ ରସୁଣ ପେଷ୍ଟ – ୧ ଟେବୁଲ ଚାମଚ ଟମାଟୋ ପ୍ୟୁରି କିମ୍ବା କଟା ଟମାଟୋ – ୧/୨ କପ କଞ୍ଚା ଲଙ୍କା – ୨ଟି କସୁରି ମେଥି – ୧/୨ ଚା’ ଚାମଚ କ୍ରିମ – ୨ ଟେବୁଲ ଚାମଚ ଲୁଣ – ସ୍ୱାଦ ଅନୁସାରେ ଗୋଟା ଶୁଖିଲା ମସଲା : ଡାଲଚିନି – ୧ଇଞ୍ଚ ଅଳେଇଚ – ୨ଟି ଲବଙ୍ଗ – ୨ଟି ଜିରା – ୧/୪ ଚାମଚ ମସଲା ଗୁଣ୍ଡ ପାଇଁ : ଧନିଆ ଗୁଣ୍ଡ – ୧/୨ ଚା’ ଚାମଚ ଜିରା ଗୁଣ୍ଡ – ୧/୪ ଚା’ ଚାମଚ ଗରମ ମସଲା – ୧/୨ ଚା’ ଚାମଚ ପ୍ରଣାଳୀ- ଏକ…

Read More

ସାମଗ୍ରୀ : ଗାଈ କ୍ଷୀର ଛେନା – ୧/୨ ଲିଟର (ନରମ ) ସୁଜି – ୧/୨ ଟେବୁଲ ଚାମଚ ଚିନି – ୧/୨ କପ ଗୁଜୁରାତି – ୨ ଟି ପାଣି – ୨.୫ କପ ପ୍ରଣାଳୀ- ପ୍ରଥମେ ସଫା ସୁତା କପଡା ରେ ଛେନା ରଖି ଭଲଭାବରେ ଚିପୁଡ଼ି ଦିଅନ୍ତୁ ଯେପରି ଛେନା ରୁ ପାଣି ବାହାରି ଯିବ ୩-୪ ମିନିଟ ଏପରି କରନ୍ତୁ । ଏବେ ଛେନା କୁ ଗୋଟେ ଜାଗା ରେ ୧ ଘଣ୍ଟା ଟାଙ୍ଗି ଦିଅନ୍ତୁ ଅବଶିଷ୍ଟ ପାଣି ବି ନିଗିଡି ଯିବ । ଏବେ ଛେନାକୁ ଗୋଟେ ପ୍ଲେଟରେ ବାହାର କରନ୍ତୁ , ହାତ ପାପୁଲି ରେ ଛେନାକୁ ଭଲକି ଚକଟି ଦିଅନ୍ତୁ ଯେମିତି ଛେନା ବିଣ୍ଡା ହୋଇନରହେ । ଏବେ ଛେନାରେ ସୁଜି ପକାଇ ଆଉ ଥରେ ଭଲକି ଦଳନ୍ତୁ ।ଏବେ ଛେନା କୁ ଛୋଟ ଛୋଟ ଗୋଲ କରନ୍ତୁ (ପୁରୀ…

Read More

ସାମଗ୍ରୀ : ବୋଇତାଳୁ ଫୁଲ – ୧୪ ଟି ଶୁଖିଲା ଲଙ୍କା – ୨ ଟି ହଳଦୀ ଗୁଣ୍ଡ – ୧/୪ ଚା’ ଚାମଚ ଅରୁଆ ଚାଉଳ – ୫-୬ ଚାମଚ ବେସନ – ୧ ଚାମଚ ଜିରା – ୧/୪ ଚା’ ଚାମଚ ତେଲ – ୧ ଟେବୁଲ ଚାମଚ ଲୁଣ – ସ୍ୱାଦ ଅନୁସାରେ ପ୍ରଣାଳୀ- ପ୍ରଥମେ ଚାଉଳକୁ ୩-୪ ଘଣ୍ଟା ପାଣିରେ ଭିଯାନ୍ତୁ । ଚାଉଳକୁ ଛାଣି ଜିରା ଓ ଲଙ୍କା କୁ ମିଶାଇ ବାଟି ଦିଅନ୍ତୁ । ଫୁଲରୁ ସିଂଙ୍କ ଛଡାଇ ଧୋଇ ଗୋଟା ରଖନ୍ତୁ । ଗୋଟିଏ ଫୁଲକୁ ଅନ୍ୟ ଗୋଟିଏ ଫୁଲରେ ପୁରାଇ ମୁହଁ କୁ ବନ୍ଦ କରନ୍ତୁ । ଏହିପରି ସବୁ ଫୁଲକୁ ଯୋଡ଼ାକିଆ କରି ବନ୍ଦ କରନ୍ତୁ । ଏବେ ଚାଉଳ ପେଷ୍ଟ, ହଳଦୀ ଗୁଣ୍ଡ ଓ ବେସନକୁ ଲୁଣ ପକାଇ ମିଶାନ୍ତୁ । ଏଥିରେ ଅଳ୍ପ ପାଣି ମିଶାଇ ପେଷ୍ଟ…

Read More

ସାମଗ୍ରୀ : ବଥୁଆ ଶାଗ – ୨ କପ୍ ମସୁର ଡାଲି – ୨ ଚାମଚ ହଳଦି – ଟିକେ ଲୁଣ – ସ୍ବାଦାନୁସାରେ କଞ୍ଚାଲଙ୍କା – ୨-୩ ଟି( କଟା) ରସୁଣ ଛେଚା – ୧ ଚାମଚ ସୋରିଷ ତେଲ – ୧ ଚାମଚ ସୋରିଷ – ୧/୨ଚାମଚ ପ୍ରଣାଳୀ- କରେଇରେ ତେଲ ଗରମ କରି ସୋରିଷ ଫୁଟାନ୍ତୁ । କଞ୍ଚାଲଙ୍କା ଓ ରସୁଣ ଛେଚା ପକାଇ ଭାଜନ୍ତୁ । ବତୁରା ମସୁର ଡାଲି ପକାଇ ଲୁଣ ହଳଦି ଦେଇ ୭-୮ ମିନିଟ୍ ଘୋଡ଼ାଇ ଅଳ୍ପ ପାଣି ଦେଇ ସିଝାନ୍ତୁ  । ଡାଲି ସିଝିଗଲେ ବଛା ଧୁଆ ବଥୁଆ ଶାଗକୁ କାଟି ପକାଇ ମିଶି ମେଞ୍ଚା-ମେଞ୍ଚା ହେବାଯାଏଁ ରାନ୍ଧନ୍ତୁ । ଏହାର ସ୍ବାଦ ଖୁବ୍ ଭିନ୍ନ ଓ ସ୍ବାଦିଷ୍ଟ ।

Read More

ସାମଗ୍ରୀ : ପନିର – ୮ ପିସ (cube) ଫୁଲ କୋବି – ୨ ଟି ମଝି ସାଇଜ୍ କଟା ପିଆଜ – ୧ ଟି (ବଡ଼) କଟା ବିଲାତି – ୨ ଟି ମଝି ସାଇଜ୍ ଅଦା-ରସୁଣ ପେଷ୍ଟ – ୧ ଟେବୁଲ ଚାମଚ କରି ପାଉଡର – ୧ ଟେବୁଲ ଚାମଚ ଗରମ ମସଲା – ୧/୨ ଚା’ ଚାମଚ କସୁରି ମେଥି – ୨ ଟେବୁଲ ଚାମଚ ସୋୟା ସସ – ୧ ଚା’ ଚାମଚ ଟମାଟୋ ସସ – ୧ ଟେବୁଲ ଚାମଚ ଜିରା – ୧ ଚା’ ଚାମଚ ଘିଅ – ୧ ଟେବୁଲ ଚାମଚ ତେଲ – ୧ ଟେବୁଲ ଚାମଚ ହଳଦୀ – ୧/୪ ଚା’-ଚାମଚ କାଶ୍ମୀର ଲଙ୍କା ଗୁଣ୍ଡ – ୧ ଚା’-ଚାମଚ ଲୁଣ – ସ୍ୱାଦ ଅନୁସାରେ କଟା ଧନିଆ ପତ୍ର – ୨ ଟେବୁଲ ଚାମଚ (ସଜାଇବା…

Read More

Ingredients: Fresh coriander leaves2 Baigan (brinjal) cut into 4 pieces 1 tomatoes 3 red chilli 1/2 teaspoon turmeric 4 tablespoon mustard oil 12 tsp punch-phutana ½ teaspoon cumin seeds & coriander seeds Salt to taste 2 drumstick cut into small pieces 1 potato cut into 14 pieces Mustard paste( grind 3 tsp mustard+3 red chilli+5 clove garlic + ½ teaspoon cumin seeds & coriander seeds ) Method: Wash vegetables and half Boil with salt & turmeric . Cut the onion and tomato into slices. Put a non stick pan on the gas ,heat oil, Add punch-phutana. When the punch-phutana start…

Read More

ସାମଗ୍ରୀ : ମଇଦା– ୨ କପ୍ ଲୁଣ-୧/୨ ଚାମଚ ଘିଅ-୧ ଚାମଚ  ଇଷ୍ଟ- ୧ ଚାମଚ  ଚିନି -୧ ଚାମଚ  ବଡ଼ ଟମାଟୋ -୨ ଟି (କଟା) ଚିଜ୍ କୋରା—୧/୨ କପ୍ ସରୁ କଟା ପିଆଜ -୧/୨ କପ୍ ଛତୁ- ୧/୨ କପ୍ ରସୁଣ- ୪ କୋଲା (ଛେଚା) ପ୍ରଣାଳୀ- ଇଷ୍ଟ ଓ ଚିନିକୁ ଅଳ୍ପ ପାଣିରେ ମିଶାଇ ଉଷୁମ କରନ୍ତୁ । ମଇଦାରେ ମିଶାଇ ଦଳି ଓଦା କନାରେ ଢାଙ୍କି ୧ ଘଣ୍ଟା ରଖନ୍ତୁ । ଏହା ଫୁଲିଯିବ । ଆଉଥରେ ହାତରେ ଟିକେ ଦଳନ୍ତୁ । ଗୁଳା ୩-୪ ଟି କରି ମୋଟା କରି ବେଲନ୍ତୁ । ଉପରେ ଅନ୍ୟ ସବୁ ସାମଗ୍ରୀକୁ ସମାନ ଭାଗ କରି ଲଗାଇ, ଦୁଇପଟରେ ଘିଅ ବା ବଟର ମାରି ଓଭାନ୍ ଟ୍ରେରେ ୨୦୦° ସେଲସିୟସ୍ ରେ ୧୨ରୁ ୧୫ ମିନିଟ୍ ଯାଏ ବେକ୍ କରନ୍ତୁ । ନନଷ୍ଟିକ୍ ତାୱାରେ ବି କରିହେବ ।

Read More