Author: Suchitra P

ସାମଗ୍ରୀ : ପିଆଜ – ୨ଟି ( ବଡ ) ବେସନ – ୧ କପ ଅଦା – ୧/୨ ଇଞ୍ଚ କଞ୍ଚା ଲଙ୍କା – ୨ ଟି ଜୁଆଣି – ୧/୪ ଚା’ ଚାମଚ ବେକିଙ୍ଗ ସୋଡ଼ା – ୧/୪ ଚା’ ଚାମଚ ଚାଟ ମସଲା – ୧ ଚା’ ଚାମଚ ହଳଦୀ ଗୁଣ୍ଡ – ୧/୪ ଚା’ ଚାମଚ ଲୁଣ – ସ୍ୱାଦ ଅନୁସାରେ ରିଫାଇନ ତେଲ – ଛାଣିବା ପାଇଁ ପ୍ରଣାଳୀ- ପ୍ରଥମେ ପିଆଜକୁ ସରୁ ସରୁ ଲମ୍ବା ଖଣ୍ଡ କରି କାଟନ୍ତୁ । ଲଙ୍କାକୁ ଛୋଟ ଛୋଟ କରି କାଟନ୍ତୁ । ଅଦାକୁ ଛେଚି ରଖନ୍ତୁ । ଏବେ ଗୋଟିଏ ପାତ୍ରରେ ବେସନକୁ ନେଇ ସେଥିରେ ପିଆଜ, ଅଦା,ଲଙ୍କା, ଜୁଆଣି, ବେକିଙ୍ଗ ସୋଡ଼ା, ଚାଟ ମସଲା, ଲୁଣ ଓ ହଳଦୀ ଗୁଣ୍ଡ ପକାଇ ଭଲଭାବରେ ମିଶାନ୍ତୁ । ଏବେ ଅଳ୍ପ ପାଣି ମିଶାଇ ଚକଟନ୍ତୁ ।…

Read More

ସାମଗ୍ରୀ : ତୁଳସୀ ପତ୍ର – ୧/୪ କପ ଲେମ୍ବୁ ରସ – ୨ ଚା ଚାମଚ ଲୁଣ – ସ୍ୱାଦ ଅନୁସାରେ ମହୁ – ୪ ଚା ଚାମଚ ଗ୍ରୀନ ଟି ( green tea ) – ୨ ଚା ଚାମଚ ପାଣି – ୨୫୦ ମି.ଲି. ଣାଳୀ- ପ୍ରଥମତଃ ତୁଳସୀ ପତ୍ର କୁ ଭଲକି ଧୋଇ ଛୋଟ ଛୋଟ କରି କାଟି ଦିଅନ୍ତୁ । ଗ୍ୟାସ ଅନ କରି ପାଣି ଗରମ କରନ୍ତୁ । ପାଣି ଫୁଟିବାକୁ ଲାଗିଲେ ଚା ଓ ତୁଳସୀ ପତ୍ର ପକାଇ ୫ ରୁ ୧୦ମିନିଟ ଯାଏ ଘୋଡ଼ାଇ ଦେଇ ଫୁଟାନ୍ତୁ। ଏବେ ଘୋଡ଼ଣି ବାହାର କରି ମହୁ ୪ ଚାମଚ ଓ ଲେମ୍ବୁ ରସ ପକାଇ ଭଲକି ଗୋଳାଇ ଦିଅନ୍ତୁ । ମହୁ ଓ ଲୁଣ ନ ପକାଇଲେ ଚଳିବ । ଗରମ ଗରମ ପରସନ୍ତୁ ଓ ଶୀତ ଦିନ ରେ ତୁଳସୀ ଚା…

Read More

ସାମଗ୍ରୀ : କାବୁଲି ଚଣା – ୧ କପ୍ ଟି ବ୍ୟାଗ – ୧ଟି ଲୁଣ – ୧ ଚାମଚ ହଳଦି – ୧ /୨ଚାମଚ ଚାମଚ ଲଙ୍କା ଗୁଣ୍ଡ – ୧ ଚାମଚ ଧଣିଆ ଗୁଣ୍ଡ – ୧ ଚାମଚ ଗରମ ମସଲା ଗୁଣ୍ଡ – ୧ /୨ ଚାମଚ ଛୋଲେ ମସଲ – ୧ ଚାମଚ କଟା ପିଆଜ – ୧ଟି (ବଡ଼) ଟମାଟୋ ପ୍ୟୁରୀ – ୨ଟି ରିଫାଇନ୍ ତେଲ – ୧ ଟେବୁଲ ଚାମଚ ଅଦା ବଟା – ୧ ଚା’ ଚାମଚ ରସୁଣ ବଟା – ୧ ଚା’ ଚାମଚ ଚିନି – ୧ /୨ ଚା’ ଚାମଚ କସ୍ତୁରୀ ମେଥି – ୧ଟେବୁଲ ଚାମଚ ତେଜପତ୍ର – ୨ଟି ପ୍ରଣାଳୀ : କାବୁଲି ଚଣାକୁ ୬ରୁ ୮ ଘଣ୍ଟା ବଢୁରାଇ ରଖନ୍ତୁ । ପ୍ରେସର କୁକରରେ ଚଣା, ୨ କପ୍ ପାଣି, ଲୁଣ, ଟି…

Read More

ସାମଗ୍ରୀ : ଅଣ୍ଡା – ୩ଟି ତେଲ – ସେକିବାକୁ ବଡ଼ ପିଆଜ – ୨ ଟି (ସରୁ କଟା) କାକୁଡି – ୧ ଟି ଗୋଲମରିଚ ଗୁଣ୍ଡ – ୧/୩ ଚାମଚ ଲୁଣ – ସ୍ବାଦାନୁସାରେ ଚାଟ୍ ମସଲା – ସ୍ବାଦାନୁସାରେ ଲେମ୍ବୁରସ -୧ ଛେଟ ଚାମଚ କଟା ଧନିଆ ପତ୍ର – କିଛି ଚିଲି ସସ୍, ଟମାଟୋ ସସ୍, ସୋୟା ସସ୍ – ସ୍ୱାଦ ଅନୁସାରେ ରୁଟି ପାଇଁ : ମଇଦା – ୨ କପ୍ ଅଟା – ୧ ଟେବୁଲ-ଚାମଚ ଲୁଣ – ଅଳ୍ପ ପାଣି – ଦଳିବା ପାଇଁ ଦହି – ୧/୨ ଟେବୁଲ-ଚାମଚ ପ୍ରଣାଳୀ- ମଇଦା, ଅଟା, ଲୁଣ, ପାଣି ଓ ଦହି ମିଶାଇ ଭଲକରି ଦଳି ନରମ କରି ୧ ଘଣ୍ଟା ପାଖାପାଖି ଓଦାକନାରେ ଢାଙ୍କି ରଖନ୍ତୁ । ପରେ ରୁଟି ସାଇଜର ଗୁଳା କରି ପତଳା କରି ବେଲି ତାୱା ଉପରେ…

Read More

Ingredients :- Yellow Dried Peas – 1 cup Onion chopped – 1 no. Ginger-Garlic Crushed – 1 tsp Green Chilly chopped – 2 nos. Tomato chopped – 2 nos. Chopped Coriander leaves Turmeric powder – 1/2 tsp Cumin powder – 1/2 tsp Coriander powder – 1/2 tsp Cumin seeds – 1/2 tsp Mustard seeds – 1/2 tsp Dry Red Chilly – 1 no. A Pinch of Hing (Asafoetida) Salt to taste Cooking Oil / Mustard oil – 2 tsp Method :-   Soak the dry peas in water for over night or max. 3-4 hrs. Pressure cook it with…

Read More

ମାରିନେଟ ପାଇଁ ସାମଗ୍ରୀ : ବୋନ୍ ଲେସ ଚିକେନ୍ – ୫୦୦ ଗ୍ରାମ କାଶ୍ମିରୀ ଲଙ୍କାଗୁଣ୍ଡ – ୧ ଚା’ ଚାମଚ ଲେମ୍ବୁ ରସ – ୧ ଚା’ ଚାମଚ ଦହି – ୧/୨ କପ ହଳଦୀ ଗୁଣ୍ଡ – ୧/୨ ଚା’ ଚାମଚ ଧନିଆ ଗୁଣ୍ଡ – ୧ ଚା’ ଚାମଚ ଜିରା ଗୁଣ୍ଡ – ୧/୨ ଚା’ ଚାମଚ ଅଦା ଓ ରସୁଣ ପେଷ୍ଟ – ୧ ଟେବୁଲ ଚାମଚ କସୁରି ମେଥି ପତ୍ର – ୧ ଚାମଚ ଲୁଣ – ସ୍ୱାଦ ଅନୁସାରେ ତେଲ – ୧ ଟେବୁଲ ଚାମଚ {ଭାଜିବା ପାଇଁ} ଗ୍ରେଭି ପାଇଁ ସାମଗ୍ରୀ : ତେଲ – ୩ ଟେବୁଲ ଚାମଚ ଜିରା – ୧/୨ ଚା’ ଚାମଚ ତେଜ ପତ୍ର – ୧ଟି କଳା ଅଳେଇଚ – ୧ଟି ଗୁଜୁରାତି – ୩ଟି ଲବଙ୍ଗ – ୩ଟି ଡାଲଚିନି – ୨ଇଞ୍ଚ…

Read More

ସାମଗ୍ରୀ : ଅରୁଆ ଚାଉଳ – ୧ କପ କୋରା ନଡ଼ିଆ – ୧ କପ ଘିଅ ବା ରିଫାଇନ ତେଲ – ୮ ଛୋଟ ଚାମଚ ବେକିଙ୍ଗ ସୋଡ଼ା – ୧/୨ ଛୋଟ ଚାମଚ (ଚିମୁଟାଏ) ଚିନି – ୨ ଛୋଟ ଚାମଚ ଲୁଣ – ସ୍ୱାଦ ଅନୁସାରେ ପ୍ରଣାଳୀ- ୪ ଘଣ୍ଟା ବା ପୂର୍ବ ରାତିରୁ ଚାଉଳ କୁ ଗୋଟେ ପାତ୍ର ରେ ବତୁରାଈ ରଖନ୍ତୁ । ପରଦିନ ସକାଳେ ବା ୪ ଘଣ୍ଟା ପରେ ଚାଉଳ କୁ ଧୋଇ ନଡ଼ିଆ କୋରା, କ୍ଷୀର ଓ ଅଳ୍ପ ପାଣି ଦେଇ ଗ୍ରାଇଣ୍ଡର ରେ ଗ୍ରାଇଣ୍ଡିଙ୍ଗ କରନ୍ତୁ । ଟିକେ ପତଳା ଆଣ ପ୍ରସ୍ତୁତ କରନ୍ତୁ । ଏବେ ଲୁଣ ଓ ଚିନି ମିଶାଇ ଗୋଳାଇ ଦିଅନ୍ତୁ । ଯଦି ଆଣ ମୋଟା ବା ବହଳିଆ ହୋଇଯାଇ ଥାଏ ଅଳ୍ପ ପାଣି ଦେଇ ପତଳା କରନ୍ତୁ । ଗ୍ୟାସ ଅନ…

Read More

ସାମଗ୍ରୀ : ବସୁମତୀ ଚାଉଳ – ୨ କପ (୧ କପ = ୨୪୦ ମି ଲି) ତେଲ ବା ଘିଅ – ୨ ଟେବୁଲ ଚାମଚ କଞ୍ଚା ଲଙ୍କା -୨-୩ ଟି ଚୁନା କଟା ପାଣି – ୩ .୫ କପ (ଦରକାର ପଡିଲେ ଅଧିକ ନେଇପାରିବେ) ଜିରା – ୩ ଟେବୁଲ ଚାମଚ ତେଜ ପତ୍ର – ୧-୨ ଟି ଅଳେଇଚ – ୪ ଟି ଡାଳଚିନ – ୨ ଇଞ୍ଚ ଲବଙ୍ଗ – ୬ ଟି ଯାଇତ୍ରି – ୧ ଟି ଲୁଣ – ସ୍ୱାଦ ଅନୁସାରେ ପ୍ରଣାଳୀ- ପ୍ରଥମେ ଚାଉଳ କୁ ଭଲକି ଧୋଇ ଗୋଟେ ପାତ୍ର ରେ ପାଣି ଦେଇ ୨୦-୩୦ ମିନିଟ ଭିଜାଇ ରଖି ଦିଅନ୍ତୁ । ୩୦ ମିନିଟ ପରେ ପାଣି ରୁ ଚାଉଳ ଛାଣି ଦିଅନ୍ତୁ । ଗ୍ୟାସ ଅନ କରି ପ୍ରେସର କୁକର ରେ ତେଲ ବା ଘିଅ…

Read More

ପୁରି ପାଇଁ : ସୁଜି – ୧ କପ୍ ମଇଦା – ୧/୨ କପ୍ ତେଲ – ଛାଣିବା ପାଇଁ ଖଟା ପାଣି ପାଇଁ : ଜିରା ଗୁଣ୍ଡ – ୧ ଛୋଟ ଚାମଚ ତେନ୍ତୁଳି ମଣ୍ଡ – ୧ କପ୍ ଲଙ୍କା ଗୁଣ୍ଡ – ୧/୨ ଚା’ ଚାମଚ ବିଟ୍ ଲୁଣ – ୧/୨ ଚା’ ଚାମଚ ଲୁଣ – ସ୍ୱାଦ ଅନୁସାରେ ଜଲଜିରା – ୧ ଛୋଟ ଚାମଚ କଟା ଧନିଆ ପତ୍ର – ୧/୪ କପ୍ କଟା ପୋଦିନା ପତ୍ର – ୨ ଛୋଟ ଚାମଚ ଲେମ୍ବୁ ରସ – ୨ ଚାମଚ ଆଳୁ ମସଲା ପାଇଁ: କଟା ଧନିଆ ପତ୍ର – ୧/୪ କପ୍ ସିଝା ବଡ ଆଳୁ – ୨ଟି କଟା ପିଆଜ – ୧ ଟି (ବଡ) କଞ୍ଚା ଲଙ୍କା ଛେଚା – ୨ ଟି ଲୁଣ – ସ୍ୱାଦ ଅନୁସାରେ ପ୍ରଣାଳୀ-…

Read More

ସାମଗ୍ରୀ : ରୋହୀ ମାଛ – ୬ ରୁ ୮ ଖଣ୍ଡ କାଶ୍ମିରୀ ଲଙ୍କାଗୁଣ୍ଡ – ୧ ଚା’ ଚାମଚ ହଳଦୀ ଗୁଣ୍ଡ – ୧/୨ ଚା’ ଚାମଚ ଅଦା ରସୁଣ ପେଷ୍ଟ – ୧ ଟେବୁଲ ଚାମଚ ଲେମ୍ବୁ ରସ – ୨ ଚା’ ଚାମଚ ଲୁଣ – ୧ ଚା’ ଚାମଚ କିମ୍ବା ସ୍ୱାଦ ଅନୁସାରେ କଟା ପିଆଜ – ୧ଟି (ବଡ଼) ନଡ଼ିଆ – ୫୦ ଗ୍ରାମ ଭଜା ବାଦାମ – ୩୦ ଗ୍ରାମ ଲବଙ୍ଗ – ୩ ଟି ଗୁଳୁରାତି – ୧ ଟି ଡାଲଚିନି – ୨ ଟି ଛୋଟ ଖଣ୍ଡ ପିସ୍ତା ବାଦାମ – ୧୦ ଟି ଭଜା ଧନିଆ – ୨ ଚାମଚ ଭଜା ଜିରା – ୧ ଚାମଚ ଦହି – ୧୦୦ ଗ୍ରାମ କଟା ଧନିଆ ପତ୍ର – ୧ ଚାମଚ କଞ୍ଚା ଲଙ୍କା – ୪ ଟି…

Read More