ସାମଗ୍ରୀ : ପନିର – ୮ ପିସ (cube) ଫୁଲ କୋବି – ୨ ଟି ମଝି ସାଇଜ୍ କଟା ପିଆଜ – ୧ ଟି (ବଡ଼) କଟା ବିଲାତି – ୨ ଟି ମଝି ସାଇଜ୍ ଅଦା-ରସୁଣ ପେଷ୍ଟ – ୧ ଟେବୁଲ ଚାମଚ କରି ପାଉଡର – ୧ ଟେବୁଲ ଚାମଚ ଗରମ ମସଲା – ୧/୨ ଚା’ ଚାମଚ କସୁରି ମେଥି – ୨ ଟେବୁଲ ଚାମଚ ସୋୟା ସସ – ୧ ଚା’ ଚାମଚ ଟମାଟୋ ସସ – ୧ ଟେବୁଲ ଚାମଚ ଜିରା – ୧ ଚା’ ଚାମଚ ଘିଅ – ୧ ଟେବୁଲ ଚାମଚ ତେଲ – ୧ ଟେବୁଲ ଚାମଚ ହଳଦୀ – ୧/୪ ଚା’-ଚାମଚ କାଶ୍ମୀର ଲଙ୍କା ଗୁଣ୍ଡ – ୧ ଚା’-ଚାମଚ ଲୁଣ – ସ୍ୱାଦ ଅନୁସାରେ କଟା ଧନିଆ ପତ୍ର – ୨ ଟେବୁଲ ଚାମଚ (ସଜାଇବା…
Author: Suchitra P
ସାମଗ୍ରୀ : ଶିମ୍ବ – ୩୫୦ ଗ୍ରାମ ଟମାଟୋ – ୩୫୦ ଗ୍ରାମ ସୋରିଷ – ୪ ଟେବୁଲ ଚାମଚ ରସୁଣ – ୧ ବୁଦା (ମଧ୍ୟମ ) ଜିରା – ୧ ଟେବୁଲ ଚାମଚ ଶୁଖିଲା ଲଙ୍କା – ୨ ଟି ଭୃଷଙ୍ଗ ପତ୍ର – ୮ – ୧୦ ଟି ତେଜ ପତ୍ର – ୨ ଟି ହଳଦୀ ଗୁଣ୍ଡ – ୧ ଛୋଟ ଚାମଚ ସୋରିଷ ତେଲ – ୨ ଟେବୁଲ ଚାମଚ ଲୁଣ – ସ୍ୱାଦ ଅନୁସାରେ ପ୍ରଣାଳୀ- ପ୍ରଥମେ ଶିମ୍ବ ଓ ଟମାଟୋ କୁ ଧୋଇ ଛୋଟ ଛୋଟ କରି କାଟି ଦିଅନ୍ତୁ । ସୋରିଷ ୩ ଟେବୁଲ ଚାମଚ, ଜିରା ଗୁଣ୍ଡ ୧/୨ ଟେବୁଲ ଚାମଚ, ଶୁଖିଲା ଲଙ୍କା ୧ ଟି ଓ ରସୁଣ ନେଇ ବାଟି ରଖନ୍ତୁ । କଡେଇ ରେ ୧ କପ ପାଣି ନେଇ ଗରମ କରନ୍ତୁ ଓ…
ସାମଗ୍ରୀ : କଦଳୀ ଭଣ୍ଡା – ୧ଟି ଅଦା ଓ ରସୁଣ ପେଷ୍ଟ – ୫୦ ଗ୍ରାମ ବିଲାତି – ୨ଟି (ବଡ଼) ପିଆଜ – ୧ଟି ବଡ଼ ଚିନି – ୧ ଚା’ ଚାମଚ ତେଜ ପତ୍ର – ୨ଟି ଲଙ୍କା ଗୁଣ୍ଡ – ୧/୨ ଚା’ ଚାମଚ ହଳଦୀ ଗୁଣ୍ଡ – ୧ ଚା’ ଚାମଚ ଆଳୁ – ୧ଟି ବଡ଼ ତେଲ – ୨ ଟେବୁଲ ଚାମଚ ଗରମ ମସଲା – ୧ ଚା’ ଚାମଚ ଲୁଣ – ସ୍ୱାଦ ଅନୁସାରେ ପ୍ରଣାଳୀ- ପ୍ରଥମେ କଦଳୀ ଭଣ୍ଡାକୁ ଛଡାଇ ଓ ଭଲ ଭାବେ ଧୋଇ ଛୋଟ ଛୋଟ(୨-୩ ସେ.ମି.) କରି କାଟି ରଖନ୍ତୁ । ଏବେ ଏହାକୁ ହଳଦୀ ପାଣିରେ ଭିଯାନ୍ତୁ । କିଛି ସମୟ ପରେ ଏହାକୁ ଛାଣି ରଖନ୍ତୁ । ଆଳୁକୁ ଖଣ୍ଡ ଖଣ୍ଡ କରି କାଟି ରଖନ୍ତୁ । ଏବେ ଏହାକୁ ସିଝାଇ…
ସାମଗ୍ରୀ : ମକ୍କା ମଞ୍ଜି – ୧ କପ ଚାଟ ମସଲା – ୧/୨ ଚା ଚାମଚ ଲଙ୍କା ଗୁଣ୍ଡ – ୧/୨ ଚା ଚାମଚ ରିଫାଇନ ତେଲ – ୨ ଟେବୁଲ ଚାମଚ ହଳଦୀ ଗୁଣ୍ଡ – ୧/୩ ଟେବୁଲ ଚାମଚ ଲୁଣ – ସ୍ୱାଦ ଅନୁସାରେ ଲେମ୍ବୁ ରସ – ୨ ଟେବୁଲ ଚାମଚ ପ୍ରଣାଳୀ- ପ୍ରଥମେ ଏକ ପାତ୍ର ରେ ୧ ଟେବୁଲ ଚମଚ ରିଫାଇନ ତେଲରେ ମକ୍କା ମଞ୍ଜି ପକାଇ ଗୋଳାଇ ଦିଅନ୍ତୁ । ଗ୍ୟାସ ରେ ପ୍ୟାନ ବସାଇ ଗରମ କରନ୍ତୁ । ଗରମ ହୋଇଗଲେ ତେଲରେ ଗୋଳା ହୋଇଥିବା ମକ୍କା ମଞ୍ଜି ପକାନ୍ତୁ । ଏହା ପକାଇବା ସଂଗେ ସଂଗେ ଲୁଣ, ହଳଦୀ ଓ ଲଙ୍କା ଗୁଣ୍ଡ ପକାଇ ଗୋଳାଇ ଉପରେ ଢାଙ୍କୁଣୀ ଢାଙ୍କି ଦିଅନ୍ତୁ (ଫୁଟିକି ବାହାରକୁ ନଆସିବା ପାଇଁ ) । ସବୁ ମଞ୍ଜି ଫୁଟି ହୋଇଗଲେ ବାହାର କରି ଚାଟ ମସଲା…
ସାମଗ୍ରୀ : ଅଣ୍ଡା – ୩ଟି ଛୋଟ ମେଗି ପ୍ୟାକେଟ – ୨ଟି ପାଣି – ୧.୫ କପ କଟା ପିଆଜ – ୧/୨ କପ କଟା କାପ୍ସିକମ – ୧/୨ କପ କଟା କଞ୍ଚା ଲଙ୍କା – ୨ଟି ଜିରା ଗୁଣ୍ଡ – ୧/୨ ଚା’ ଚାମଚ ଗରମ ମସଲା – ୧/୨ ଚା’ ଚାମଚ ଲଙ୍କା ଗୁଣ୍ଡ – ୧/୨ ଚା’ ଚାମଚ ଲୁଣ – ସ୍ୱାଦ ଅନୁସାରେ ତେଲ – ୨ ଚାମଚ ଟମାଟୋ ସସ – ୨ ଚାମଚ ପ୍ରଣାଳୀ- ମେଗୀ ୨ ପ୍ୟାକେଟ ଭାଙ୍ଗି ଦିଅନ୍ତୁ । ଗ୍ୟାସ ରେ ପାଣି ଗରମ କରନ୍ତୁ ସେହି ଗରମ ପାଣିରେ ମାଗିକୁ ପକାଇ ମସଲା ପକାଇ ଦିଅନ୍ତୁ । ୪ ମିନିଟ ପାଇଁ ଗ୍ୟାସ ରେ ଉଚ୍ଚ ଆଞ୍ଚରେ ରେ ଗରମ କରନ୍ତୁ । ଯଦି କିଛି ପାଣି ସାଥିରେ ରହି ଯାଉଛି କିଛିଚିନ୍ତା କରନ୍ତୁ…
ସାମଗ୍ରୀ: ବାସୁମତି ଚାଉଳ – ୨ କପ ତେଲ କିମ୍ବା ଘିଅ – ୧ ଚାମଚ ତେଜ ପତ୍ର – ୧ଟି କଳା ଜିରା – ୧/୨ ଚା’-ଚାମଚ ଅଳେଇଚ – ୨ଟି ଲୁଣ – ଆବଶ୍ୟକ ଅନୁଯାଇ ସିଝା ଅଣ୍ଡା – ୫ଟି ତେଲ – ୨ ଚାମଚ ବିରିୟାନୀ ଫୁଲ – ୧ଟି ଡାଲଚିନି – ୧ ଖଣ୍ଡ ତେଜ ପତ୍ର – ୧ଟି ଲବଙ୍ଗ – ୨ଟି କଟା ପିଆଜ – ୧ କପ କଟା ବିଲାତି – ୧ କପ ଅଦା-ରସୁଣ ପେଷ୍ଟ – ୧ ଟେବୁଲ ଚାମଚ କଟା କଞ୍ଚା ଲଙ୍କା – ୧ଟି ଲଙ୍କା ଗୁଣ୍ଡ – ୧ ଚାମଚ ହଳଦୀ ଗୁଣ୍ଡ – ୧/୨ ଚାମଚ ନଡ଼ିଆ କ୍ଷୀର – ୧/୧ କପ କଟା ଧନିଆ ପତ୍ର – ୧ ଚାମଚ ଘିଅ – ୧ ଟେବୁଲ ଚାମଚ ପାନ ମହୁରୀ…
ସାମଗ୍ରୀ : ଚାଉଳ – ୧.୫ କପ ଲେମ୍ବୁ ରସ – ଆବଶ୍ୟକ ଅନୁଯାୟୀଲୁଣ – ସ୍ୱାଦ ଅନୁସାରେ ତେଲ – ୨ ଟେବୁଲ ଚାମଚ ସୋରିଷ – ୩/୪ ଚା’ ଚାମଚ ବିରି ଡାଲି – ୧ ଚା’ ଚାମଚ ଚଣା ଡାଲି – ୧.୫ ଚା’ ଚାମଚ ହଳଦୀ – ୧/୪ ଚା’ ଚାମଚ କାଜୁ କିମ୍ବା ଚିନା ବାଦାମ – ୪ ଟେବୁଲ ଚାମଚ ଗୋଟା ଶୁଖିଲା ଲଙ୍କା – ୨ଟି କଞ୍ଚା ଲଙ୍କା – ୨ଟି ହେଙ୍ଗୁ – ଚିମୁଟାଏ ଭୁର୍ସୁଙ୍ଗା ପତ୍ର – ୧୦ ରୁ ୧୨ଟି ଅଦା କୋରା କିମ୍ବା ଛେଚା – ୧/୨ ଟେବୁଲ ଚାମଚ ପ୍ରଣାଳୀ- ପ୍ରଥମେ ଚାଉଳକୁ ଭଲ ଭାବେ ଧୋଇ ନିଅନ୍ତୁ । ୧୫ ମିନିଟ ପାଇଁ ପାଣିରେ ଭିଜାଇ ରଖନ୍ତୁ । ଏହାକୁ ଭଲ ଭାବରେ ଭାତ ରାନ୍ଧି ନିଅନ୍ତୁ । ମନେରଖିବେ ଯେମିତିକି ଚାଉଳ…
ସାମଗ୍ରୀ : ବସୁମତୀ ଚାଉଳ – ୨ କପ (୧ କପ = ୨୪୦ ମି ଲି) ତେଲ ବା ଘିଅ – ୨ ଟେବୁଲ ଚାମଚ କଞ୍ଚା ଲଙ୍କା -୨-୩ ଟି ଚୁନା କଟା ପାଣି – ୩ .୫ କପ (ଦରକାର ପଡିଲେ ଅଧିକ ନେଇପାରିବେ) ଜିରା – ୩ ଟେବୁଲ ଚାମଚ ତେଜ ପତ୍ର – ୧-୨ ଟି ଅଳେଇଚ – ୪ ଟି ଡାଳଚିନ – ୨ ଇଞ୍ଚ ଲବଙ୍ଗ – ୬ ଟି ଯାଇତ୍ରି – ୧ ଟି ଲୁଣ – ସ୍ୱାଦ ଅନୁସାରେ ପ୍ରଣାଳୀ- ପ୍ରଥମେ ଚାଉଳ କୁ ଭଲକି ଧୋଇ ଗୋଟେ ପାତ୍ର ରେ ପାଣି ଦେଇ ୨୦-୩୦ ମିନିଟ ଭିଜାଇ ରଖି ଦିଅନ୍ତୁ । ୩୦ ମିନିଟ ପରେ ପାଣି ରୁ ଚାଉଳ ଛାଣି ଦିଅନ୍ତୁ । ଗ୍ୟାସ ଅନ କରି ପ୍ରେସର କୁକର ରେ ତେଲ ବା ଘିଅ…
ସାମଗ୍ରୀ : ଆଳୁ – ୨ ଟି (ମଧ୍ୟମ ଲମ୍ବା କଟା ) ସଜନା ଛୁଇଁ – ୫ ଟି (୩ ଇଞ୍ଚର କଟା ) ସୋରିଷ ତେଲ – ୨ ଚା ଚାମଚ ଶୁଖିଲା ଲଙ୍କା – ୩ ଟି ରସୁଣ – ୧୦ ଟି ପାଖୁଡା ହଳଦୀ ଗୁଣ୍ଡ – ୧ ଚା’ ଚାମଚ ପଞ୍ଚୁ ଫୁଟଣ – ୧ ଚା’ ଚାମଚ ସୋରିଷ ତେଲ – ୩ ଟେବୁଲ ଚାମଚ ଲୁଣ – ସ୍ୱାଦ ଅନୁସାରେ ପ୍ରଣାଳୀ- ପ୍ରଥମେ ସୋରିଷ , ଶୁଖିଲା ଲଙ୍କା,ରସୁଣ ଓ ଜିରା କୁ ଗୋଟେ ପାତ୍ର ରେ ୧୫ -୧୭ ମିନିଟ ଯାଏ ଭିଜାଇ ଦିଅନ୍ତୁ । ଏବେ ସଜନା ଛୁଇଁ କୁ ଭଲକି ଧୋଇ ଉପର ଚୋପା ଅଁଶ ବାହାରି କରି ୩- ୪ ଇଞ୍ଚ ଲଂମ୍ବ ରେ କାଟି ଦିଅନ୍ତୁ । ଏବେ ଆଳୁ ର ଚୋପା ଛଡାଇ…
ସାମଗ୍ରୀ : ଇଲିଶି ମାଛ – ୨ ପିସ ବସା ଦହି – ୨ ଚାମଚ ଲୁଣ – ସ୍ୱାଦ ଅନୁସାରେ ହଳଦୀ ଗୁଣ୍ଡ – ୧ ଚା’ ଚାମଚ ଲଙ୍କା ଗୁଣ୍ଡ – ୧/୨ ଛୋଟ ଚାମଚ ଚିନି – ୧ ଛୋଟ ଚାମଚ ପାଣି – ୧.୫ କପ ସୋରିଷ – ୩ ଛୋଟ ଚାମଚ କଞ୍ଚା ଲଙ୍କା – ୨ ଟି ସୋରିଷ ତେଲ – ୧ ଟେବୁଲ ଚାମଚ ଧଣିଆ ପତ୍ର – କିଛି (କଟା) ପ୍ରଣାଳୀ- ପ୍ରଥମେ ୨ ଛୋଟ ଚାମଚ ସୋରିଷ ଆଉ କଞ୍ଚା ଲଙ୍କା ବାଟି ପେଷ୍ଟ ବନେଇ ଦିଅନ୍ତୁ । ଇଲିଶି ମାଛ ଖଣ୍ଡକୁ ଭଲକି ଧୋଇ ରଖନ୍ତୁ । ଅନ୍ୟ ଏକ ପାତ୍ରରେ ବସା ଦହି ୨ ଚାମଚ, ଲୁଣ – ସ୍ୱାଦ ଅନୁସାରେ, ଲଙ୍କା ଗୁଣ୍ଡ ୧/୨ ଚାମଚ, ଚିନି ୧ ଚାମଚ, ହଳଦୀ ଗୁଣ୍ଡ ୧…