Facebook Twitter Instagram
    Odia Recipes
    Facebook Twitter Instagram
    Odia Recipes
    Home»Breakfast»Odia Recipe Mussroom Sandwich
    Breakfast

    Odia Recipe Mussroom Sandwich

    lizaBy lizaAugust 1, 2023No Comments1 Min Read
    Facebook Twitter Pinterest LinkedIn Tumblr Email
    Mussroom Sandwich
    Mussroom Sandwich
    Share
    Facebook Twitter LinkedIn Pinterest Email

    ପ୍ରସ୍ତୁତି ସାମଗ୍ରୀ :

    ୪ ଖଣ୍ଡ ବ୍ରେଡ
    ୧ କପ୍‌ କଟାଛତୁ
    ୨ ଟି ସିଝାଆଳୁ,
    ୨ ଚାମଚ ଅଦା-ପିଆଜ ଓ ରସୁଣର ବଟା
    ୧ ଟା ଟମାଟୋ
    ୧ଟି କଟା ପିଆଜ,
    ୧ ଚାମଚ ଗୁଣ୍ଡ ଲଙ୍କା
    ଅଧା ଚାମଚ ଗରମମସରା ଗୁଣ୍ଡ
    ଆବଶ୍ୟକତାନୂଯାୟୀ ତେଲ କିମ୍ବା ଘିଅ
    ଏବଂ ଅଳ୍ପ କଅଁଳିଆ ବନ୍ଧାକୋବି ପତ୍ର
    ଓ ସ୍ଵାଦ ଅନୁଯାୟୀ ଲୁଣ ।

    ପ୍ରସ୍ତୁତ ପ୍ରଣାଳୀ : ପ୍ରଥମେ ଛତୁକୁ ଅଳ୍ପ ଉଷୁମ ମାଣିରେ ବୁଡାଇ ଉଠାଇ ଦିଅନ୍ତୁ! ଗରମ କରି ତେଲ ଦେଇ ଅଦା, ରସୁଣ ଓ ପିଆଜ ବଟା ପକାଇ କିଛି ସମୟ କଷନ୍ତୁ |ସିଝା ଆଳୁରେ ଲୁଣ ଦେଇ ଚକଟି ସେହି ମସଲା କଷାରେ ମିଶାଇ ଦିଅନ୍ତୁ। ଏହାପରେ ବ୍ରେଡ଼୍‌ ଖଣ୍ଡକୁ ୩ କୋଣିଆ କାଟି ତେଲ କିମ୍ବା ଘିଅ ଦେଗ ଭାଜି ରଖନ୍ତୁ ।ସେହି ଭଜା ବ୍ରେଡ୍ ଉପରେ ଆଳୁ କଷା,କଟା ପିଆଜ କଟା ଛତୁ ରଖି ତାୱାରେ କିଛି ସମୟ ପାଇଁ ଗରମ କରନ୍ତୁ |ତା ପରେ ଏହାକୁ ଓହ୍ଲାଇ ବ୍ରେଡ୍ ଖଣ୍ଡ ମସଲା ସହିତ କଟା ପିଆଜ,କଟା ଟମାଟୋ ଓ କଟା କାକୁଡି ଦେଇ ଗରମ ଗରମ ସସ୍ ସହିତ ପରଷନ୍ତୁ |

    Best Odia Recipe Mussroom Sandwich Odia REcipe Odia Tasty Recipe
    Share. Facebook Twitter Pinterest LinkedIn Tumblr Email
    liza

    Related Posts

    Palanga Panir Soup

    December 20, 2023

    Kankada Soup Recipe

    December 15, 2023

    Odia Recipe Mansa Mahura

    November 30, 2023

    Leave A Reply Cancel Reply

    Facebook Twitter Instagram Pinterest
    © 2025 Odia Recipes. Developed by OdiaWeb.

    Type above and press Enter to search. Press Esc to cancel.