Facebook Twitter Instagram
    Odia Recipes
    Facebook Twitter Instagram
    Odia Recipes
    Home»Odia Recipe»Odia Recipe Mansa Mahura
    Odia Recipe

    Odia Recipe Mansa Mahura

    lizaBy lizaNovember 30, 2023No Comments1 Min Read
    Facebook Twitter Pinterest LinkedIn Tumblr Email
    Mansa Mahuri
    Mansa Mahuri
    Share
    Facebook Twitter LinkedIn Pinterest Email

    ପ୍ରସ୍ତୁତି ସାମଗ୍ରୀ :
    ୨୫୦ ଗ୍ରାମ ମାଂସ
    ୪ଗୋଟି ବଡ଼ ଆଳୁ
    ଖଣ୍ଡେ ସାରୁ
    ଅଳ୍ପ ମାଟି ଆଳୁ
    ୨ଟା କଞା କଦଳୀ
    ୨ଟା ବଢ଼ ପିଆଜ
    ୧ ଗୋଟି ଛୋଟ ରସୁଣ
    ଅଳ୍ପ ଅଦା,
    ୨ ଟା ତେଜପତ୍ର
    ୨ ଚାମଚ ଜିରା
    ୧ ଚାମଚ ଧନିଆ
    ୧ ଚାମଚ ଗୋଲମରିଚ
    ୨ଟା ଗୁଜୁରାତି
    ୪ ଗୋଟି ଲାଲଲଙ୍କା
    ୧ କପ୍‌ ତେଲ
    ୨ ଖଣ୍ଡ ଡାଲିଚିନି
    ଦରକାର ଅନୁଯାୟୀ ଲୁଣ ଓ ହଳଦୀ |

    ପ୍ରଣାଳୀ : ମାଂସକୁ ଖଣ୍ଡ ଖଣ୍ଡ କରି ପରିଷ୍କାର କରି ରଖିବ । ସବୁ ପ୍ରକାର ପରିବାରୁ ବଡ ବଡ଼ ଖଣ୍ଡ କାଟି ପରିଷ୍କାର କରି ରଖିବ । କରେଇରେ ଅଳ୍ପ ତେଲ ପକାଇ ସବୁ ପରିବାଲୁ ସନ୍ତୁଳିଦେବ |ପିଆଜ,ରସୁଣ,ଅଦା,୧ ଚାମଚ ଧନିଆକୁ ଚିକ୍‌କଣ କରି ବାଟିସେହି ମାଂସରେ ଗୋଳାଇଦେବ |ତା’ପରେ ଲୁଣ ହଳଦୀ ମଧ୍ୟ ପକାଇଦେବ |ତା ପରେ ଡେକ୍‌ଚି କିମ୍ବା ପ୍ରେସର କୁକ୍‌ରରେ ଅଧାଠାରୁ ଅଧିକ ତେଲ ଗରମ କରି ମସଲା ଗୋଳା ମାଂସକୁ ପକାଇ କଷିବ |ମସଲା ଓ ମାଂସରୁ ତେଲ ଛାଡିବା ପରେ ସେଥିରେ ଗରମପାଣି ଦେଇଦେବ |ମାଂସରେ ଏପରି ପାଣିଦେବ ଯେପରି ଦେଶୀ ଝୋଳ ନ ରହି କେବଳ ପରିବା ସିଝିଲା ଭଳି ରହିଥିବ |ପରିବା ସିଝିଗଲେଏହାକୁ ଟିକେ ଟିକେ ଦାବିଦେଇ ତରକାରୀକୁ ଓହ୍ଲାଇ ଦେବ |ଅନ୍ୟ କରେଇରେବଳକା ତେଲକୁ ଗରମକ୍ରି ଆଉ ଏକ ପିଆଜକୁ ସରୁସରୁ କାଟି ଭାଜିଦେବ |ପିଆଜ ଲାଲ ହେଲେ ସେଥିରେ ତରକାରିକୁ ଢାଳିଦେବ |

    Best Odia Recipe Mansa Mahuri Odia Recipe
    Share. Facebook Twitter Pinterest LinkedIn Tumblr Email
    liza

    Related Posts

    Anda Tomato Soup

    December 25, 2023

    Jeera Soup Recipe

    December 24, 2023

    Gajara Soup

    December 23, 2023

    Leave A Reply Cancel Reply

    Facebook Twitter Instagram Pinterest
    © 2025 Odia Recipes. Developed by OdiaWeb.

    Type above and press Enter to search. Press Esc to cancel.