Facebook Twitter Instagram
    Odia Recipes
    Facebook Twitter Instagram
    Odia Recipes
    Home»Odia Curry Recipe»Odia Recipe Mussroom Green Motora Recipe
    Odia Curry Recipe

    Odia Recipe Mussroom Green Motora Recipe

    lizaBy lizaAugust 1, 2023Updated:August 1, 2023No Comments1 Min Read
    Facebook Twitter Pinterest LinkedIn Tumblr Email
    Mussroom Green Motar Masala
    Mussroom Green Motar Masala
    Share
    Facebook Twitter LinkedIn Pinterest Email

    ପ୍ରସ୍ତୁତି ସାମଗ୍ରୀ : ୨ କପ୍‌ ଛତୁ
    ୧ କପ୍‌ ଗ୍ରୀନ୍‌ମଟର
    ୪ ଚାମଚ ଅଦା ପିଆଜ ଓ ରସୁଣର ବଟା
    ୧ ଚାମଚ ଗୁଣ୍ଡଧନିଆ
    ୧ ଚାମଚ ପୋସ୍ତ
    ୧ ଚାମଚ ଗୁଣ୍ଡ ଲଙ୍କା,
    ୧ ଚାମଚ କଟା ଟମାଟୋ,
    ଅଧା ଚାମଚ ଗୁଣ୍ଡ ହଳଦି,
    ୧ ଚାମଚ ଗରମ ମସଲା ଗୁଣ୍ଡ
    ୧ ଚାମଚ କଟା ଧନିଆପତ୍ର
    ଆବଶ୍ୟକ ମୁତାବକ ତେଲ
    ଓ ସ୍ଵାଦ ଅନୁଯାୟୀ ଲୁଣ |

    ପ୍ରସ୍ତୁତ ପ୍ରଣାଳୀ : ପ୍ରଥମେ ଛତୁକୁ ଧୋଇ ଛୋଟ ଛୋଟ ଖଣ୍ଡ କରି ରଖନ୍ତୁ । ପରେ କଡ଼େଇ ଗରମ କରି ଅଳ୍ପ ତେଲ ଦେଇ କଟା ଛତୁକୁ ଭାଜି ନିଅନ୍ତୁ । ପୁନର୍ବାର କଡ଼େଇରେ ତେଲ ଗରମ କରି ସମସ୍ତ ମସଲାକୁ ମିଶାଇ ଭଲ ଭାବେ କଷନ୍ତୁ । ଏହି କଷା ମଲାରେ ମଟର ମଞ୍ଜିକୁ ମିଶାଇ ଅଳ୍ପ ପାଣି ଓ ଲୁଣ ଦେଇ ଢ଼ାଙ୍କୁଣୀ ଘୋଡ଼ାର ଦିଅନ୍ତୁ | ଝାଳ. ଟିକେ ମୋଟା ହୋଇ ଆସିବା ବେଳକୁ ଏଥିରେ ଭଜା ଛତୁ ମିଶାଇ ଗରମ
    ମସଲା ଗୁଣ୍ଡ ଓ କଟା ଧନିଆପତ୍ର ପକାଇ ଓହ୍ଲାଇ ଦିଅନ୍ତୁ । ରୁଟି କିମ୍ବା ଭାତ ସହିତ ଏହାକୁ ଗରମ ଗରମ ପରଷନ୍ତୁ ।

    Best Odia Recipe Mussroom Green Motor Recipe Odia Recipe
    Share. Facebook Twitter Pinterest LinkedIn Tumblr Email
    liza

    Related Posts

    Gajara Soup

    December 23, 2023

    Vegetable Soup

    December 22, 2023

    Palanga Panir Soup

    December 20, 2023

    Leave A Reply Cancel Reply

    Facebook Twitter Instagram Pinterest
    © 2026 Odia Recipes. Developed by OdiaWeb.

    Type above and press Enter to search. Press Esc to cancel.