ପ୍ରସ୍ତୁତି ସାମଗ୍ରୀ
ଗାଜର ୪୦୦ଗ୍ରାମ
ପିଆଜ ୧ଟି
ମୁଗଡାଲି ବଡ ଚାମୁଚରେ ୧ ଚାମଚ
ସରକଢା ଦୁଧ ୧କପ୍
ଲୁଣ
ଗୋଲମରିଚ |
ପ୍ରଣାଳୀ– ଗାଜର ଓ ପିଆଜକୁ ବଡ ଖଣ୍ଡ କରି କାଟି ରଖନ୍ତୁ ! ୩କପ୍ ପାଣି ଓ ମୁଗଡାଲି ଦେଇ ପ୍ରେସରଜୁକରରେ ରାନ୍ଧି ଦିଅନ୍ତୁ । ସିଝିଗଲେ ମିକସିରେ ପେଷିନିଅନ୍ତୁ । ଦୁଧକୁ ଫୁଟାଇ ସୁପରେ ମିଶାନ୍ତୁ । ଲୁଣ ଗୋଲମରିଚ ଗୁଣ୍ଡ ଦେଇ ଗୋଟିଏ ମିନିଟ୍ ଫୁଟେଇ ଦିଅନ୍ତୁ । ଗରମ, ଗରମ ପିଇବାକୁ ଦିଅନ୍ତୁ |