Facebook Twitter Instagram
    Odia Recipes
    Facebook Twitter Instagram
    Odia Recipes
    Home»Chicken & Nonveg»Tamota Egg Drop Soup
    Chicken & Nonveg

    Tamota Egg Drop Soup

    lizaBy lizaDecember 21, 2023No Comments1 Min Read
    Facebook Twitter Pinterest LinkedIn Tumblr Email
    Tamota Egg Drop Soup
    Tamota Egg Drop Soup
    Share
    Facebook Twitter LinkedIn Pinterest Email

    ପ୍ରସ୍ତୁତି ସାମଗ୍ରୀ-
    ୪କପ୍‌ ଚିକେନ୍‌ ଷ୍ଟକ
    ୪ଟା ଟମାଟୋ (କଟା)
    ୧ ଟେବଲ୍ ଟମାଟୋ ସସ୍
    ୨ ଚାମଚ ସୋୟା ସସ୍‌
    ଧନିଅ ପତ୍ର କଟା
    ୧ ଟା ଅଣ୍ଡା
    ପିଆଜ ସଣ୍ଡା କଟା
    ଲୁଣ ସ୍ବାଦ ଅନୁସାରେ

    ପ୍ରଣାଳୀ- ପ୍ୟାନ୍‌ରେ ଚିକେନ୍‌ ଷ୍ଟକ୍‌ ନେଇ ଗରମ କରନ୍ତୁ । ଅନ୍ୟ ସମସ୍ତ ସାମଗ୍ରୀଗୁଡିକୁ ଧୀରେ ଧୀରେ ଷ୍ଟକରେ ମିଶାନ୍ତୁ ଓ ଧୀମା ଆଞ୍ଚରେ ପୁଟାନ୍ତୁ । ଚିକେନ୍‌ ଷ୍ଟକ ମିଶ୍ରଣରେ ଧୀରେ ଧୀରେ ଅଣ୍ଡା ଫେଣ୍ଟାକୁ କଣ୍ଟା ଚାମଚ୍‌ ସାହାଯ୍ୟରେ ଗୋଳାନ୍ତୁ । ଅଣ୍ଡା ହୋଇଗଲେ ସୁପ୍‌କୁ ଓହ୍ଲାଇ ରଖନ୍ତୁ । ଉପରେ ଧନିଆ ପତ୍ର ଓ ପିଆଜ ସଣ୍ଢାପତ୍ର କଟା ଦେଇ ପରଷନ୍ତୁ। ଟମାଟୋ ବ୍ୟବହାର କରିବାକୁ ନ ଚାହିଁଲେ ମଧ୍ଯ ଏହି ସୁପ୍‌ ପ୍ରସ୍ତୁତ କରାଯାଇପାରିବ ।

    Best Recipe idia Recipe soup Recipe Tamota Egg Drop Soup
    Share. Facebook Twitter Pinterest LinkedIn Tumblr Email
    liza

    Related Posts

    Palanga Panir Soup

    December 20, 2023

    Raga Khata Soup Recipe

    December 19, 2023

    Odia Recipe Mansa Corma

    December 1, 2023

    Leave A Reply Cancel Reply

    Facebook Twitter Instagram Pinterest
    © 2025 Odia Recipes. Developed by OdiaWeb.

    Type above and press Enter to search. Press Esc to cancel.