Facebook Twitter Instagram
    Odia Recipes
    Facebook Twitter Instagram
    Odia Recipes
    Home»Chicken & Nonveg»Odia Recipe Mansa Corma
    Chicken & Nonveg

    Odia Recipe Mansa Corma

    lizaBy lizaDecember 1, 2023No Comments1 Min Read
    Facebook Twitter Pinterest LinkedIn Tumblr Email
    Mansa Korma
    Mansa Korma
    Share
    Facebook Twitter LinkedIn Pinterest Email

    ପ୍ରସ୍ତୁତି ସାମଗ୍ରୀ:
    ୫୦୦ ଗ୍ରାମ ମାଂସ,
    ୨ ଗୋଟି ପିଆଜ
    ୧ ଗୋଟି ଛୋଟ ରସୁଣ
    ଅଧଇଞ୍ଚ ଅଦା
    ୧ ଚାମଚ ଧନିଆ
    ୧ ଚାମଚ ପୋସ୍ତ
    ୬ଗୋଟି ଶୁଖୁଲାଲଙ୍କା,
    ଅଧଚାମଚ ଗୋଲମରିଚ
    ୨ ଖଣ୍ଡ ଡାଲଚିନି
    ୪ଗୋଟି ଗୁଜୁରାତି
    ୩ଗୋଟି ଲବଙ୍ଗ,
    ୧କପ୍‌ ଦହି
    ଅଧକପ୍‌ ତେଲ
    ୬ଗୋଟି ଶୁଖୂଲାଲଙ୍କା
    ଦରକାର ଅନୁଯାଇ ଲୁଣ ଓ ହଳଦୀ ।

    ପ୍ରଣାଳୀ : ପିଆଜ, ରସୁଣ, ଅଦା, ଧନିଆ, ପୋସ୍ତ ଏବଂ ଲଙ୍କାକୁ ଚିକ୍କଣ କରି ବାଟିଦେବ । ଗୋଲମରିଚ, ଡାଲଚିନି, ଗୁଜୁରାତି ଏବଂ ଲବଙ୍ଗକୁ ଗୁଣ୍ଡକରି ରଖିବ । ମାଂସକୁ ଧୋଇକରି ସେଥିରେ ଦହି, ହଳଦୀ ଓ ଲୁଣକୁ ଭଲଭାବରେ ଗୋଳାଇ ରଖିବ ।ଗୋଳାଇବାର ଅଧଘଣ୍ଟା ପରେ ଡେକ୍‌ଚିରେ ତେଲଗରମ କରି ବଟା ମସଲାରେ ଅଧକପ୍ ପାଣିଦେଇ ମସଲାକୁ କଷିଦେବ |ମସଲା ତେଲରୁ ବାହାରି ଆସିଲେ ଗୁଣ୍ଡ ମସଲା ଓ ଦହି ଗୋଳା ମାଂସ କଷିବ |ସେତିକିବେଳେ ମାଂସରେ ଲୁଣ ହଳଦୀ ପକାଇଦେବ |ମାଂସ ଖଣ୍ଡ ଏପରି ଛୋଟ କରିଥିବ ଯେପରି ସେଇ ଢାଙ୍କୁଣୀ ବନ୍ଦରେ ମାଂସ ସିଝିଯିବ ୤ଯଦି ସେତିକି ପାଣିରେ ମାଂସ ନ ସିଝିବ ତାହା ହେଲେ ଆଉ ଅଳ୍ପ ଗରମ ପାଣି ପକାଇ ମାଂସ ସିଝାଇବ |ଏହି ତରକାରି ଶୁଖିଲା ପରି ହେବ |

    Mansa Corma Odia Recipe Mansa Corma
    Share. Facebook Twitter Pinterest LinkedIn Tumblr Email
    liza

    Related Posts

    Tamota Egg Drop Soup

    December 21, 2023

    Odia Recipe Baigana Recipe

    November 24, 2023

    Odia Mogalai Kabab Recipe

    November 23, 2023

    Leave A Reply Cancel Reply

    Facebook Twitter Instagram Pinterest
    © 2025 Odia Recipes. Developed by OdiaWeb.

    Type above and press Enter to search. Press Esc to cancel.