Facebook Twitter Instagram
    Odia Recipes
    Facebook Twitter Instagram
    Odia Recipes
    Home»Soup»Palanga Panir Soup
    Soup

    Palanga Panir Soup

    lizaBy lizaDecember 20, 2023No Comments1 Min Read
    Facebook Twitter Pinterest LinkedIn Tumblr Email
    Palang paneer Soup
    Palang paneer Soup
    Share
    Facebook Twitter LinkedIn Pinterest Email

    ପ୍ରସ୍ତୁତି ସାମଗ୍ରୀ-

    ପନିର୍‌ ୧୦୦ ଗ୍ରାମ୍‌
    ପାଳଙ୍ଗ- ୧ ବିଡା,
    ରସୁଣ- ୧, ୨ ଚାମଚ ଛେଚା
    ତେଲ ୧/୨ ଟେବଲ୍‌ ଚାମଚ,
    ଚିକେନ୍‌ ଷ୍ଟକ୍‌ /ଭେଚିଟେବଲ୍‌ ଷ୍ଟକ୍‌-୬କପ୍‌,
    ଅଜିନାମୋଟ-୧/୪ ଚାମଚ,
    କର୍ନଫ୍କୋର- ୧ ଚାମଚ
    ଲୁଣ ଓ ଗୋଲମରିଚ ଗୁଣ୍ଡ
    ସ୍ଵାଦ ଅନୁସାରେ ଲୁଣ
    ସୋୟା ସସ୍‌-୧ ବଡ ଚାମଚ |

    ପ୍ରଣାଳୀ– ପନିରକୁ (୧ ଇଞ୍ଚ) ତ୍ରିକୋଣାକାର କରି କାଟି ରଖନ୍ତୁ । ପାଳଙ୍ଗ ପତ୍ରଗୁଡିକୁ ଭଲକରି ଲମ୍ବା ଲମ୍ବା ପତଳା କରି କାଟି ରଖନ୍ତୁ । କରେଇରେ ତେଲ ଗରମ କରି ରସୁଣ ଓ ଅଦା ଛେଚା ଦେଇ ଭାଜନ୍ତୁ । ଚିକେନ୍‌ ଷ୍ଟକ/ଭେଜିଟେବ୍‌ଲ ଷ୍ଟକ୍‌ ଦେଇ ଫୁଟାନ୍ତୁ | ଆଞ୍ଚ ଧୀମା କରି ପନିର୍‌ ଖଣ୍ଡଗୁଡିକୁ ସୁପ୍‌ରେ ଦିଅନ୍ତୁ । ଶେଷରେ ପାଳଙ୍ଗ ପତ୍ର କଟା ଦେଇ ୧ ମିନିଟ୍‌ ଫୁଟାନ୍ତୁ । କର୍ନଫ୍ଲୋରକୁ ଥଣ୍ଡା ପାଣିରେ ମିଶାଇ ସୁପ୍‌ରେ ଦିଅନ୍ତୁ । ସୁପ୍‌କୁ ଗରମ ଗରମ ପରଷନ୍ତୁ ।

    Best Odia Recipe Odia Soup Recipe Palanga Panir Soup soup Recipe
    Share. Facebook Twitter Pinterest LinkedIn Tumblr Email
    liza

    Related Posts

    Tamota Egg Drop Soup

    December 21, 2023

    Raga Khata Soup Recipe

    December 19, 2023

    Kankada Soup Recipe

    December 15, 2023

    Leave A Reply Cancel Reply

    Facebook Twitter Instagram Pinterest
    © 2025 Odia Recipes. Developed by OdiaWeb.

    Type above and press Enter to search. Press Esc to cancel.