Facebook Twitter Instagram
    Odia Recipes
    Facebook Twitter Instagram
    Odia Recipes
    Home»Chicken & Nonveg»Odia Recipe Baigana Recipe
    Chicken & Nonveg

    Odia Recipe Baigana Recipe

    lizaBy lizaNovember 24, 2023No Comments1 Min Read
    Facebook Twitter Pinterest LinkedIn Tumblr Email
    Baiagana Mansa Recipe
    Baiagana Mansa Recipe
    Share
    Facebook Twitter LinkedIn Pinterest Email

    ପ୍ରସ୍ତୁତି ସାମଗ୍ରୀ- ୫୦୦ ଗ୍ରାମ ମାଂସ
    ୫୦୦ ଗ୍ରାମ ବାଇଗଣ
    ୪ ଗୋଟା ପିଆଜ
    ୧ ଗୋଟା ରସୁଣ
    ୨ଟା ଟମାଟ
    ଅଳ୍ପ ଅଦ
    ୨ଖଣ୍ଡ ଡାଲଚିନି
    ୨ଟା ଗୁଜୁରାତି,
    ୨ଟା ତେଜପତ୍ର
    ୬ଟା କଞ୍ଚା ଲଙ୍କା
    ଦରକାର ଅନୁଯାୟୀ ଲୁଣ ଓ ହଳଦୀ ।

    ପ୍ରଣାଳୀ : ମାଂସକୁ ଛୋଟ ଛୋଟ କରି ରଖିବ | ପିଆଜକୁ ଚୁନା ଚୁନା କାଟି କରି ରଖିବ । ରସୁଣ, ଅଦା, କଞ୍ଚା ଲଙ୍କାକୁ ବାଟି କରି ରଖୂବ । କରେଇରେ ତେଲ ଦେଇ, ଡାଲଚିନି, ଗୁଚୁରାତି ଓ ତେଜପତ୍ରକୁ ଫୁଟାଅ । ସେଥୁରେ ପିଆଜ କଟୀ ପକାଇ ଭାଜିବ |
    ପଆଜ ନରମ ହେଲେ ମାଂସ ଟମାଟ, ରସୁଣ ଓ ଅଦାବଟା ଦେଇ ଭଲ ଭାବରେ ଗୋଳାଇ କମ୍‌ ନିଆଁରେ ରଖୂବ । ମାଂସ ସିଝିଗଲେ ବାଇଗଣକୁ ଚୁନା ଚୁନା କାଟିଦେଇ ସେଥିରେ ପକାଇ ଢ଼ାଙ୍କୁଣି ଘୋଡାଇ ଦେବ । ବାଇଗଣ ସିଝିଗଲେ ଏହାକୁ ଭାଜି ଓହ୍ଲାଇ ଦେବ ।

    Baiagana Mansa Recipe New Odia Recipe Odia Recipe
    Share. Facebook Twitter Pinterest LinkedIn Tumblr Email
    liza

    Related Posts

    Gajara Soup

    December 23, 2023

    Vegetable Soup

    December 22, 2023

    Tamota Egg Drop Soup

    December 21, 2023

    Leave A Reply Cancel Reply

    Facebook Twitter Instagram Pinterest
    © 2025 Odia Recipes. Developed by OdiaWeb.

    Type above and press Enter to search. Press Esc to cancel.