Facebook Twitter Instagram
    Odia Recipes
    Facebook Twitter Instagram
    Odia Recipes
    Home»Chicken & Nonveg»Odia Mogalai Kabab Recipe
    Chicken & Nonveg

    Odia Mogalai Kabab Recipe

    lizaBy lizaNovember 23, 2023No Comments1 Min Read
    Facebook Twitter Pinterest LinkedIn Tumblr Email
    Mogalai Kabab
    Mogalai Kabab
    Share
    Facebook Twitter LinkedIn Pinterest Email

    ପ୍ରସ୍ତୁତି ସାମଗ୍ରୀ- ୫୦୦ ଗ୍ରାମ ମାଂସ ( ବଢ଼ ବଡ଼ ପିସ୍‌)
    ୨ ଗୋଟି ପିଆଜ,
    ୧ ଗୋଟି ରସୁଣ
    ୧ ଇଞ୍ଚ ଅଦା
    ୨ ଖଣ୍ଡ ଡାଲଚିନି
    ୨ଟା ଗୁଜୁରାତି
    ୨ଟା ଅଣ୍ଡା
    ୨ ଚାମଚ ମଇଦା
    ଅଳ୍ପ ଧନିଆ ପତ୍ର
    ୧ କପ୍‌ ତେଲ
    ୬ଟା ଲାଲ ଲଙ୍କା
    ଦରକାର ଅନୁଯାୟୀ ଲୁଣ ହଳଦୀ ।

    ପ୍ରଣାଳୀ : ପିଆଜ, ରସୁଣ ଓ ଅଦାକୁ ଚିକ୍କଣ କରି ବାଟି ଦେବ । ଲଙ୍କା,ଗୁଜରାତି ଓ ଡାଲଚିନିକୁ ଦାଟିଦେବ । କରେଇରେ ଅଧ କପ୍‌ ତେଲ ପକାଇ ମାଂସ, ଦହି, ପିଆଜ, ମସଲା, ଗରମ ମସଲା ଲୁଣ ଓ ହଳଦୀ ପକାଇ କମ୍‌ ନିଆଁରେ ବସାଇବ ।
    ମାଂସ ସିଝିଗଲେ ଓହ୍ଲାଇ ରଖିବ । ଅଣ୍ଡାକୁ ଫେଣ୍ଟିଦେବ । ଅଣ୍ଡା ଫେଣ୍ଟାରେ ମଇଦା ଭଲକରି ମିଶାଇ ଦେବ । ମାଂସ ଥଣ୍ଡା ହେଲେ ତାୱ୍ଵାରେ ତେଲ ଗରମ କରି ସେଥିରେ ଗୋଟିଏ ମାଂସ ପିସ୍ ଅଧା ଫେଣ୍ଟାରେ ବୁଡାଇ ଭାଜିଦେବ ।

    New Odia Recipe Odia Mogalai Kabab Recipe Odia Recipe
    Share. Facebook Twitter Pinterest LinkedIn Tumblr Email
    liza

    Related Posts

    Gajara Soup

    December 23, 2023

    Vegetable Soup

    December 22, 2023

    Tamota Egg Drop Soup

    December 21, 2023

    Leave A Reply Cancel Reply

    Facebook Twitter Instagram Pinterest
    © 2025 Odia Recipes. Developed by OdiaWeb.

    Type above and press Enter to search. Press Esc to cancel.