Facebook Twitter Instagram
    Odia Recipes
    Facebook Twitter Instagram
    Odia Recipes
    Home»Odia Curry Recipe»Odia Illishi Machha Jhola Recipe
    Odia Curry Recipe

    Odia Illishi Machha Jhola Recipe

    lizaBy lizaNovember 1, 2023No Comments1 Min Read
    Facebook Twitter Pinterest LinkedIn Tumblr Email
    Illishi Jhola
    Illishi Jhola
    Share
    Facebook Twitter LinkedIn Pinterest Email

    ପ୍ରସ୍ତୁତି ସାମଗ୍ରୀ-

    ୨୫୦ ଗ୍ରାମ୍‌ ଇଲିଶି ମାଛ
    ୪ଟା ଆଳୁ
    ୧ ଚାମଚ ଜିରା
    4 ଚାମଚ ଧନିଆ
    ୧ ଗୋଟି ପିଆଜ
    ୬ ପାଖୁଡ଼ା ରସୁଣ
    ଅଧାଇଞ୍ଚ ଅଦା
    ୬ଟା ଲଙ୍କା
    ୧ ଚାମଚ ସୋରିଷ
    ଅଧାକପ୍‌ ତେଲ,
    ଦରକାର ଅନୁଯାୟୀ ଲୁଣ ଓ ହଳଦୀ ¡

    ପ୍ରଣାଳୀ ¬ ଆଳୁର ଗେପା ଛଡ଼ାଇ ୪ ଖଣ୍ଡ କରି କାଟି ରଖିବ | ଜିରା, ଧନିଆ ଓ ଲଙ୍କାକୁ ବାଟିବ । ତା’ପରେ ସୋରିଷକୁ ଚିକ୍କଣ କରି ବାଟିଦେବ । କରେଇରେ ତେଲ ଗରମ କରି ମାଛକୁ ଲାଲକରି ଭାଜିଦେବ । ସେଇ ତେଲରେ ଆଳୁ ଭଜା ଲୁଣ ହଳଦୀ ପିଆଜ, ମସଲା ଓ ଧନିଆ ମସଲା ପକାଇଦେଇ ଭାଜିବ | ଭଜା ମସଲାରୁ ଭଲ ବାସନା ଆସିଲେ ସୋରିଷ ବଟାରେ ୨ କପ୍‌ ପାଣି ପକାଇ ଦେଇ ମିଶାଇଦେବ । ଆଳୁ ସିଝିଗଲେ ମାଛ ପକାଇ ତରକାରୀ ଓହ୍ଲାଇଦେବ | ଏଥିରେ ବେଶି ଝୋଳ ରହିବ |

    New Recipe Odia Illishi Machha Jhola Recipe Odia Vest Recipe
    Share. Facebook Twitter Pinterest LinkedIn Tumblr Email
    liza

    Related Posts

    Gajara Soup

    December 23, 2023

    Odia Tasty Recipe Machha Ghanta

    November 12, 2023

    Odia Tasty Recipe Pomfret Roast

    November 4, 2023

    Leave A Reply Cancel Reply

    Facebook Twitter Instagram Pinterest
    © 2025 Odia Recipes. Developed by OdiaWeb.

    Type above and press Enter to search. Press Esc to cancel.