Facebook Twitter Instagram
    Odia Recipes
    Facebook Twitter Instagram
    Odia Recipes
    Home»Chicken & Nonveg»Odia Recipe Chingudi Jhola
    Chicken & Nonveg

    Odia Recipe Chingudi Jhola

    lizaBy lizaSeptember 29, 2023No Comments1 Min Read
    Facebook Twitter Pinterest LinkedIn Tumblr Email
    Chingudi Alu Jhola
    Chingudi Alu Jhola
    Share
    Facebook Twitter LinkedIn Pinterest Email

    ପ୍ରସ୍ତୁତ ସାମଗ୍ରୀ- ୨୫୦ ଗ୍ରାମ୍‌ ଚିଙ୍ଗୁଡ଼ି
    ୪ ଗୋଟି ଆଳୁ
    ୧ ଇଞ୍ଚ ଅଦା
    ୫ ଗୋଟି କଞ୍ଚାଲଙ୍କା
    ୧ ଚାମଚ ଜିରା
    ୧ ଚାମଚ ସୋରିଷତେଲ
    ଦରକାର ଅନୁଯାୟୀ ଲୁଣ ଓ ହଳଦୀ ।

    ପ୍ରଣାଳୀ – ଚିଙ୍ଗୁଡ଼ିର ଚୋପା ଛଡ଼ାଇ ପରିଷ୍କାର କରି ରଖିବ । ଜିରା, ଅଦା, କଞ୍ଚାଲଙ୍କା ବାଟି ରଖିବ । କରେଇରେ ତେଲ ଗରମକରି ଆଳୁ ଓ ଚିଙ୍ଗୁଡ଼ି ମାଛକୁ ଏକସଙ୍ଗରେ ଲୁଣପକାଇ ଭଜାକରି ଖରିଆ କରି ରଖିବ । ଭଜାହୋଇ ଆସିଲେ ସେଥିରେ ମସଲାବଟା ‹ ଦେଇ ପୁଣି ଭଜା ଭଜା କରି ଏକ କପ୍‌ ପାଣିଦେଇ ଢାଙ୍କୁଣୀ ଘୋଡ଼େଇଦେବ, ଏଥିରେ ଅଳ୍ପ ହଳଦୀ ପକାଇବ ।

    Chingudi Jhola Chingudi Jhola Recipe Odia Recipe
    Share. Facebook Twitter Pinterest LinkedIn Tumblr Email
    liza

    Related Posts

    Gajara Soup

    December 23, 2023

    Vegetable Soup

    December 22, 2023

    Tamota Egg Drop Soup

    December 21, 2023

    Leave A Reply Cancel Reply

    Facebook Twitter Instagram Pinterest
    © 2025 Odia Recipes. Developed by OdiaWeb.

    Type above and press Enter to search. Press Esc to cancel.