Facebook Twitter Instagram
    Odia Recipes
    Facebook Twitter Instagram
    Odia Recipes
    Home»Uncategorized»Odia Recipe Chingudi Dhoka Curry
    Uncategorized

    Odia Recipe Chingudi Dhoka Curry

    lizaBy lizaSeptember 21, 2023No Comments1 Min Read
    Facebook Twitter Pinterest LinkedIn Tumblr Email
    Chingudi Dhoka Curry
    Chingudi Dhoka Curry
    Share
    Facebook Twitter LinkedIn Pinterest Email

    ପ୍ରସ୍ତୁତି ସାମଗ୍ରୀ- ୫୦୦ ଗ୍ରାମ ଚୁନା ଚିଙ୍ଗୁଡ଼ି
    ୪ଟା ଲାଲ ଲଙ୍କା
    ୬ ପାଖୁଡ଼ାରସୁଣ
    ଅଳ୍ପ ଅଦା
    ୧ ଗୋଟି ଟମାଟ
    ଅଧାକପ୍‌ ତେଲ
    ୨ ଗୋଟି ପିଆଜ
    ୨ଟାକଞ୍ଚାଲଙ୍କା
    ୧ ଚାମଚ ଗରମ ମସଲା୍
    ୨ ଚାମଚ ଚିନି
    ଦରକାର ଅନୁସାରେ ଲୁଣ |

    ପ୍ରଣାଳୀ — ପ୍ରଥମେ ଚିଙ୍ଗୁଡ଼ିକୁ ଧୋଇ ତା ‘ର ଚୋପାକାଢ଼ି ପରିଷ୍କାର କରିଦେବ । ସେହି ଚୋପାଛଡ଼ା ଚିଙ୍ଗୁଡ଼ିକୁ ଚିକ୍‌କଣ କରି ବାଟିହେବ । ବାଟିବା ସମୟରେ ହିଁ ସେଥିରେ ଗୋଟିଏ ପିଆଜ, ରସୁଣ ଓ କଞ୍ଚାଲଙ୍କାକୁ ବାଟିଦେବ । ବାଟି ସାରିବା ପରେ ଲୁଣ, ହଳଦୀ ପକାଇ ଭଲରୂପେ ଫେଣ୍ଟିଦେବ । ଗୋଟିଏ ପାତ୍ରରେ ତେଲ ଲଗାଇ ଏହି ବଟାକୁ ସେଥିରେ ରଖ ପ୍ରେସର କୁକର୍‌ କିମ୍ବା କରେଇରେ ପାଣିଦେଇ ଏହାକୁ ସିଝାଇବ । ଏହା ସିଝିଗଲେ ଏହାକୁ ଥଣ୍ଡାକରି ପିସ୍‌ ପିସ୍‌ କରି କାଟିଦେବ । ଅନ୍ୟ ପିଆଜ ଅଦା ଓ ଲଙ୍କାକୁ ବାଟିଦେବ । କରେଇରେ ତେଲ ଗରମକରି ଏହି ଧୋକାର ପିସ୍‌କୁ ଲାଲକରି ଭାଜିବ ¦ ଧୋକା ସବୁ ଭଜା ସରିଲେ ସେହି ବଳକା ତେଲରେ ଚିନି ପକାଇ ଟମାଟ କଟା ପକାଇ କସିଦିଅନ୍ତୁ |ତା’ପରେ ସେଥିରେ ବଟା ମସଲା, ଲୁଣ ଓ ହଳଦୀ ପକାଇ ଭଲଗୂପେ ଭାଜନ୍ତୁ | ମସଲାରୁ ଭଲବାସନା ଆସିଲେ ସେଥିରେ ଗରମ ମସଲା ପାଣି ଫୁଟିଲେ ସେଥିରେ ଚିଙ୍ଗୁଡ଼ି ଧୋକା ଗୁଡ଼ିକ ପକାର ୨ ମିନିଟ୍‌ ଫୁଟାଇ ତରକାରୀ ଓହ୍ଲାଇଦେବେ ।

    Best Odia Recipe Chingudi Dhoka Curry Odia Recipe Chingudi Dhoka Curry
    Share. Facebook Twitter Pinterest LinkedIn Tumblr Email
    liza

    Related Posts

    Palanga Panir Soup

    December 20, 2023

    Kankada Soup Recipe

    December 15, 2023

    Odia Recipe Mansa Mahura

    November 30, 2023

    Leave A Reply Cancel Reply

    Facebook Twitter Instagram Pinterest
    © 2025 Odia Recipes. Developed by OdiaWeb.

    Type above and press Enter to search. Press Esc to cancel.