Facebook Twitter Instagram
    Odia Recipes
    Facebook Twitter Instagram
    Odia Recipes
    Home»Odia Curry Recipe»Odia Recipe Palanga Mussroom
    Odia Curry Recipe

    Odia Recipe Palanga Mussroom

    lizaBy lizaAugust 12, 2023No Comments1 Min Read
    Facebook Twitter Pinterest LinkedIn Tumblr Email
    Palanga Mussroom
    Palanga Mussroom
    Share
    Facebook Twitter LinkedIn Pinterest Email

    ପ୍ରସ୍ତୁତି ସାମଗ୍ରୀ : ୫ କପ୍‌ କଟା ପାଳଙ୍ଗ
    ୧୦୦ ଗ୍ରା ସିଝା ବଟନ୍‌ ମସରୁମ୍‌
    ୧୫ଟି କଞ୍ଚାଲକା
    ୧ କପ୍‌ କଟା ଧନିଆପତ୍ର
    ୧ ଚାମଚ ଅଦା-ରସୁଣ ବଟା
    ୧ କପ୍‌ କଟା ପିଆଜ
    ୧ ଚାମଚ ଗୁଣ୍ଡ ଧନିଆ
    ୧ ଚାମଚ ଚିନି,
    ୧/୪ ଚାମଚ ଆଜିନାମଟୋ
    ୧ ଚାମଚ କ୍ରିମ୍‌
    ୧ ଚାମଚ ବଟର
    ୨ ଚାମଚ ସିଝା ଗ୍ରୀନ୍‌ ମଟର
    ସ୍ବାଦ ଅନୁଯାୟୀ. ଲୁଣ ଓ ଆବଶ୍ୟକ ଅନୁଯାୟୀ ତେଲ ।

    ପ୍ରସ୍ତୁତ ପ୍ରଣାଳୀ : ପ୍ରଥମେ ପାଳଙ୍ଗକୁ ସିଝାଇ ଥଣ୍ଡାକରି ପେଷ୍ଟ ବନାନ୍ତୁ ଗୋଟିଏ ପ୍ୟାନ୍‌ରେ ତେଲ ଗରମ କରି ସେଥିରେ ପ୍ରସ୍ତୁତ ପିଆଜ ଓ ଲଙ୍କାର ପେଷ୍ଟକୁ ବାଦାମୀ ରଙ୍ଗ ହେବା ପର୍ଯ୍ୟନ୍ତ କଷନ୍ତୁ । ସେଥିରେ ଅଦା-ରସୁଣ ପେଷ୍ଟ ଦେଇ କଷିବା ପରେ ପାଳଙ୍ଗ ପେଷ୍ଟ ଦେଇ ୩ ମିନିଟ୍‌ ପର୍ଯ୍ୟନ୍ତ ରାନ୍ଧିବେ । ତାଂପରେ ସେଥିରେ ସିଝା ଛତୁ ପକାଇ ୨ ମିନିଟ୍‌ ପର୍ଯ୍ୟନ୍ତ ରାନ୍ଧିବେ । ଶେଷରେ ବାଉଲ୍‌କୁ କାଢ଼ି କ୍ରିମ୍‌ ଓ ବଟର ଦେଇ ଉପରେ କଟା ଧନିଆପତ୍ର ଦେଇ ଗରମ ଗରମ ପରିବେଷଣ କରନ୍ତୁ ।

    Best Odia Recipe Odia Recipe Palanga Mussroom Odia Tasty Recipe Palanga Mussroom Recipe
    Share. Facebook Twitter Pinterest LinkedIn Tumblr Email
    liza

    Related Posts

    Gajara Soup

    December 23, 2023

    Palanga Panir Soup

    December 20, 2023

    Kankada Soup Recipe

    December 15, 2023

    Leave A Reply Cancel Reply

    Facebook Twitter Instagram Pinterest
    © 2025 Odia Recipes. Developed by OdiaWeb.

    Type above and press Enter to search. Press Esc to cancel.