ପ୍ରସ୍ତୁତି ସାମଗ୍ରୀ-
୪ଟା ପମ୍ପ୍ରେଟ୍ ମାଛ
୧ଟା କାଗାଜି ଲେମୂ
୧ କପ୍ ତେଲ,
୧ ଚାମଚ ଗୋଲମରିଚ ଗୁଣ୍ଡ
ପରିମାଣ ଅନୁଯାୟୀ ଲୁଣ, ହଳଦୀ |
ପ୍ରଣାଳୀ – ପମ୍ପେଟ୍ ମାଛର ମୁଣ୍ଡ, ଲାଞ୍ଜକୁ କାଟିଦେଇ ଲମ୍ବା ଲମ୍ବା ଫିଙ୍ଗର ପରି ଦେବ । ଲୁଣ ଓ ଲେମ୍ମୁରସ ପକାଇ ଏକ ଘଣ୍ଟା ଭିଜାଇ ରଖିବ । ଘଣ୍ଟାକ ପରେ କରଇରେ ତେଲ ଗରମ କରି ଛାଣିଦେବ । ଏହାକୁ ପ୍ଲେଟ୍ରେ ରଖି ଗୋଲମରିଚ ଗୁଣ୍ଡ ଛିଞ୍ଚିଦେବ ।