Facebook Twitter Instagram
    Odia Recipes
    Facebook Twitter Instagram
    Odia Recipes
    Home»Odia Curry Recipe»Odia Recipe Chingudi Phulakobi Chadachadi
    Odia Curry Recipe

    Odia Recipe Chingudi Phulakobi Chadachadi

    lizaBy lizaSeptember 28, 2023No Comments1 Min Read
    Facebook Twitter Pinterest LinkedIn Tumblr Email
    Chingudi Phulakobi chadachadi
    Chingudi Phulakobi chadachadi
    Share
    Facebook Twitter LinkedIn Pinterest Email

    ପ୍ରସ୍ତୁତି ସାମଗ୍ରୀ- ୨୫୦ ଗ୍ରାମର ମଧ୍ୟମ ସାଇଜ୍‌ର ଚିଙ୍ଗୁଡ଼ି
    ୧ ଗୋଟି ଫୁଲକୋବି
    ୧ ଗୋଟି ଟମାଟ
    ୧ ଚାମଚ ସୋରିଷ
    ୬ ପାଖୁଡ଼ା ରସୁଣ
    ୬ଟା କଞ୍ଚାଲଙ୍କା
    ୨ ଚାମଚ ସୋରିଷ ତେଲ
    ଦରକାର ଅନୁଯାଯୀ ଲୁଣ ଓ ହଳଦୀ !

    ପ୍ରଣୀଳୀ ¬ ସୋରିଷ, ରସୁଣ ଓ ଲଙ୍କାକୁ ଚିକ୍କଣ କରି ବାଟିଦେବ । ଚିଙ୍ଗୁଡ଼ି ମାଛର ଚୋପା ଛଡ଼ାଇ ଭଲକରି ପରିଷ୍କାର କରି ଧୋଇକରି ରଖିବ । ଫୂଲକୋବିକୁ ବଡ଼ ବଡ଼ ଖଣ୍ଡ କାଟିକରି ରଖିବ . | ଚିଙ୍ଗୁଡ଼ି ଫୁଲକୋବି ସୋରିଷ ବଟା, ତେଲ, ଲୁଣ, ହଳଦୀ ଭଲଭାବରେ ଗୋଳାଇଦେଇ ଏକ କପ୍‌ ପାଣିଦେଇ ଢାଙ୍କୁଣୀ ଦେଇ କମ୍‌ ନିଆଁ ରଖିବ । ପାଣି ଶୁଖିଗଲେ ତରକାରିକୁ ଓହ୍ଲାଇ ଦେବ ।

    Share. Facebook Twitter Pinterest LinkedIn Tumblr Email
    liza

    Related Posts

    Gajara Soup

    December 23, 2023

    Odia Tasty Recipe Machha Ghanta

    November 12, 2023

    Odia Tasty Recipe Pomfret Roast

    November 4, 2023

    Leave A Reply Cancel Reply

    Facebook Twitter Instagram Pinterest
    © 2025 Odia Recipes. Developed by OdiaWeb.

    Type above and press Enter to search. Press Esc to cancel.