ପ୍ରସ୍ତୁତି ସାମଗ୍ରୀ- ୬ଟା ବଡ଼ ଚିଙ୍ଗୁଡ଼ି
୧ କପ୍ ଦହି
୨ଟା ବଡ଼ ଆଳୁ
2 ଚାମଚ ତେଲ୍
୧ ଚାମଚ ଜୁଆଣି
ଅଧାକପ୍ ତେଲ
ଦରକାର ଅନୁଯାୟୀ ଲୁଣ |
ପ୍ରଣାଳୀ — ପ୍ରଥମେ ଚିଙ୍ଗୁଡ଼ିର ଚୋପା ଛଡ଼ାଇକରି ତା’ର ଚୋପା କାଢ଼ି ଲୁଣ ପକାଇ ଦହିରେ ଚାରିଘଣ୍ଟା ଭେଜାଇ ରଖୁବ । ଏହା ଭଲରୂପେ ଭେଦିଗଲେ ଏହାକୁ ତାଞ୍ବାରେ ପକାଇ କମ୍ ନିଆଁରେ ଭାଜିବ । ଚିଙ୍ଗୁଡ଼ି ଭଲରୂପେ ସିଝିଗଲେ ସେଥିରେ ଜୁଆଣି ଗୁଣ୍ଡକରି ପକାଇବ । ଆଳୁର ଫିଙ୍ଗର ଚିପସ ଛାଣିଦେଇ .ଏହାକୁ ଚିଙ୍ଗୁଡ଼ି ତୁନ୍ଦରୀରେ ଖାଇବାକୁ ଦେବ ।