Facebook Twitter Instagram
    Odia Recipes
    Facebook Twitter Instagram
    Odia Recipes
    Home»ଆମିଷ»Odia Recipe Chingudi Korma
    ଆମିଷ

    Odia Recipe Chingudi Korma

    lizaBy lizaSeptember 8, 2023No Comments1 Min Read
    Facebook Twitter Pinterest LinkedIn Tumblr Email
    Chingudi Korma
    Chingudi Korma
    Share
    Facebook Twitter LinkedIn Pinterest Email

    ପ୍ରସ୍ତୁତି ସାମଗ୍ରୀ-

    ଅଧ ଜିଲୋ ମଧ୍ଯମ ସାଇଜ୍‌ ଚିଙ୍ଗୁଡ଼ି
    ୨ ଖଣ୍ଡ ଡାଲଚିନି,
    ଅଧା କପ୍‌ ତେଲ,
    ୨ଗୋଟି ଗୁଜୁରାତି,
    ୬ ପାଖୁଡ଼ା ରସୁଣ,
    ୨ ଗୋଟି ଟମାଟ,
    ୧ ଗୋଟି ପିଆଜ,
    ୧ ଚାମଚ ପୋସ୍ତ,
    ଅଧ ଇଞ୍ଚ ସାଇଜ ଅଦା,
    ୧ ଚାମଚ ଚିନି,
    ୬ ଗୋଟି ଲାଲ ଲଙ୍କା,
    ୧ ଚାମଚ ଢିରା,
    ୧ ଚାମଚ ଧନିଆ,
    ଆବଶ୍ୟକ ଅନୁଯାୟୀ ଲୁଣ ଓ ହଳଦୀ |

    ପ୍ରଣାଳୀ – ପ୍ରଥମେ ପିଆଜ, ରସୁଣ ଅଦାକୁ ଚିକ୍କଣ କରି ବାଟିଦେବ । ତା’ପରେ ଲଙ୍କା ଜିରା, ଧନିଆ ପୋସ୍ତକୁ ଚିକ୍କଣ କରି ବାଟିବ । ଚିଙ୍ଗୁଡ଼ିର ଚୋପା ଛଡ଼ାଇ ଭଲରୂପେ ସଫ!କରି ରଖିବ । କରେଇରେ ଅଧା ତେଲ ପକାଇ ଚିଙ୍ଗୁଡ଼ିରେ ଲୁଣ ହଳଦୀ ଗୋଳାଇ ଅଳ୍ପ ଭଜାକରି କାଢ଼ିଦେବ । ସେହି ତେଲରେ ପ୍ରଥମେ ପିଆଜ, ମସଲାକୁ ଭାଜିବ, ୨ ମିନିଟ୍‌ ପରେ ଜିରା ମସଲାକୁ ଭାଜିବ । ସେହି ଜିରା ମସଲା ଭାଜିବାର ୨ ମିନିଟ୍ ଟମାଟକୁ ଭଜା ଟମାଟ ପକାଇ ୫ ମିନିଟ୍‌ ଭାଜିଲା ପରେ ସେଥିରେ ଚିନି ପକାଇ ଭାଜିବ । ସେଥିରେ ୧ କଫ୍‌ ପାଣି ପକାଇ ୨ ମିନିଟ୍‌ ଫୁଟାଧ । ଏହା ୨ ମିନିଟ୍‌ ଫୁଟିଲାପରେ ଡାଲଚିନି ବଟାଦେଇ ତରକାରିକୁ ଓହ୍ଲାଇ ଦେବ ।

    Best Odia Recipe Chingudi Korma Odia Recipe Chingudi Korma
    Share. Facebook Twitter Pinterest LinkedIn Tumblr Email
    liza

    Related Posts

    Palanga Panir Soup

    December 20, 2023

    Kankada Soup Recipe

    December 15, 2023

    Odia Recipe Mansa Mahura

    November 30, 2023

    Leave A Reply Cancel Reply

    Facebook Twitter Instagram Pinterest
    © 2025 Odia Recipes. Developed by OdiaWeb.

    Type above and press Enter to search. Press Esc to cancel.