Facebook Twitter Instagram
    Odia Recipes
    Facebook Twitter Instagram
    Odia Recipes
    Home»Chicken & Nonveg»Odia Non Neg Recipe Chingudi Bhaja
    Chicken & Nonveg

    Odia Non Neg Recipe Chingudi Bhaja

    lizaBy lizaSeptember 6, 2023No Comments1 Min Read
    Facebook Twitter Pinterest LinkedIn Tumblr Email
    Chingudi Bhaja
    Chingudi Bhaja
    Share
    Facebook Twitter LinkedIn Pinterest Email

    ପ୍ରସ୍ତୁତି ସାମଗ୍ରୀ- ୧୦ ଗୋଟି ବଡ଼ ଚିଙ୍ଗୁଡ଼ି,
    ୬ଟା ଶୁଖୁଲାଲଙ୍କା
    ଅଧାକପ୍ ତେଲ୍ ୧ ଇଞ୍ଚ ଅଦା
    ୮ ଚାମଚ ଧନିଆ
    ଦରକାର ଅନୁଯାୟୀ ଲୁଣ
    ୨ ଗୋଟି ପିଆଜ |

    ପ୍ରଣାଳୀ – ପ୍ରଥମେ ବଡ଼ ଚିଙ୍ଗୁଡ଼ିର ଚୋପାକୁ ପରିଷ୍କାର କରି ଉପରୁ ତଳ ପର୍ଯ୍ୟନ୍ତ ଅଳ୍ପ ଟିକେ ଚିରିକରି ରଖିବ । ଧନିଆକୂ ଗୁଣ୍ଡ କରିବ । ଏହି ଗୁଣ୍ଡ ଚିକକଣ ନହୋଇ ଖଦଖଦଡ଼ିଆ ହୋଇ ରହିବ । ପିଆଜ, ଅଦାକୁ ଛୋଟ ଛୋଟ କାଟିକରି ରଖିବ { ଶୁଝୁଲା ଲଙ୍କାଜୁ ଛେଚିକରି ରଖିବ । ମାଛ, ଧନିଆଗୁଣ୍ଡ, ପିଆଜ, ଅଦାବଟା, ଲଙ୍କା ଛେଚାରେ ଲୁଣ ପକାଇବ ଏବଂ ତା’ପରେ ୧ କପ୍‌ ପାଣି ପକାଇ ସିଝାଇବ ¦ ସିଝିଗଲେ ତଳକୁ ଓହ୍ଇଦେବ । ଆଉ ଏକ କରେଇରେ ତେଲ ଗରମକରି ଦେଇ ସେହି ସିଝା ଚିଙ୍ଗୁଡ଼ି ମସ୍ପଲାଜୁ ଗରମ ତେଲରେ ଖରିଆ କରି ଭାଜିବ ¡

    Chingudi Bhaja Chingudi Bhaja Recipe Odia Non Neg Recipe Chingudi Bhaja Tasty Recipe
    Share. Facebook Twitter Pinterest LinkedIn Tumblr Email
    liza

    Related Posts

    Tamota Egg Drop Soup

    December 21, 2023

    Odia Recipe Mansa Corma

    December 1, 2023

    Odia Recipe Baigana Recipe

    November 24, 2023

    Leave A Reply Cancel Reply

    Facebook Twitter Instagram Pinterest
    © 2025 Odia Recipes. Developed by OdiaWeb.

    Type above and press Enter to search. Press Esc to cancel.