Facebook Twitter Instagram
    Odia Recipes
    Facebook Twitter Instagram
    Odia Recipes
    Home»ଆମିଷ»Odia Tasty Recipe Chingudi Fried Recipe
    ଆମିଷ

    Odia Tasty Recipe Chingudi Fried Recipe

    lizaBy lizaSeptember 4, 2023Updated:September 4, 2023No Comments1 Min Read
    Facebook Twitter Pinterest LinkedIn Tumblr Email
    Chingudi fried Rice
    Chingudi fried Rice
    Share
    Facebook Twitter LinkedIn Pinterest Email

    ପ୍ରସ୍ତୁତି ସାମଗ୍ରୀ- ଦେଢ଼ କେଜି ଅରୁଆ ଭାତ
    ୨୫୦ ଗ୍ରାମ୍‌ ମଟର ମଞ୍ଜି
    ୨ଟା ବଡ଼ ଆଳୁ
    ୪ ପାଖୁଡ଼ା ରସୁଣ
    ଅଧ ଇଞ୍ଚ ଅଦା
    ୩ କିମ୍ବା ୪ଟା ଲଙ୍କା, ୧ କପ୍‌
    ଡାଲ୍‌ଡା ରିଫାଇନ୍‌ ତେଲ
    ୨ ଟା ଛୋଟ ଟମାଟ
    ଫୂଲକୋବି ୨ ୫୦ ଗ୍ରାମ୍‌
    ଅଧ କିଲୋଗ୍ରାମ ଚିଙ୍ଗୁଡ଼ି ମାଛ
    ଦରକାର ଅନୁଯାୟୀ ଲୁଣ ଓ ହଳଦୀ ।

    ପ୍ରଣାଳୀ – ପ୍ରଥମେ ଚିଙ୍ଗୁଡ଼ିର ଚୋପା ଓ ମୁଣ୍ଡ ଛଡ଼ାଇ ସଫାକରି ରଖିବ ।କଞ୍ଚାଲଙ୍କା, ଅଦା, ରସୁଣ ଓ ଗୋଟିଏ ପିଆଜ ବାଟିରଖ । ମଟର ସବୁକୁ ସିଝାଇ ରଖିବ ।୪ ଚାମଚ ତେଲ ଗରମ ହୋଇଗଲେ ସେଥିରେ ଚିଙ୍ଗୁଡ଼ି ପକାଇ ଲୁଣ ହଳଦୀ ପକାଇ ଦେବ |ଭାଜି ଭାଜି ଯେତେବେଳେ ଚିଙ୍ଗୁଡ଼ି ଲାଲ ହୋଇଯିବା ସେଥିରେ ବଟା ମସଲା ପକାଇ ଭଲରୂପେ ଭାଜିବ । ସେଗୁଡ଼ିକ ଭଲରୂପେ ଭାଜି ହୋଇଗଲେ ସେଗୁଡ଼ିକ ଭଲରୂପେ କାଢିଦେଇ ସେଥିରେ ଆଳୁକୁ ଆଙ୍ଗୁଠି ସାଇଜର କାଟି ଛାଣି ରଖ । ତା’ପରେ କୋବିକୁ ଖଣ୍ଡ ଖଣ୍ଡ କରି ଛାଣିରଖ । ତା’ପରେ କୋବିକୁ କାଢ଼ିଲା ପରେ ପିଆଜକୁ ଲାଲ କରି କାଢ଼ି ସେହି ତେଲରେ ଭାତକୁ ଭାଜ । ଭାଜି ଗୋଟି ଗୋଟି ହୋଇଗଲେ ଭଜା, ଆଳୁ କୋବି ପିଆଜ ଭଜା ଓ ସିଝାମଟର ପକାଇ ଆଉଟିକେ ସମୟ ଗୋଳାଗୋଳି କରି ଭାଜିଦେବ । ପ୍ଲେଟ୍‌ରେ ରଖି ତା’ଉପରେ ଟମାଟକୁ ଗୋଲ ଗୋଲକରି କାଟି ସଜାଇ ରଖିବ | ଅଣ୍ଡାଦେବାକୁ ଇଚ୍ଛା ହେଲେ ୨ ଗୋଟି ସିଝା ଅଣ୍ଡାନେଇ ଲମ୍ବା ସାଇକ ୪ ଖଣ୍ଡକରି କାଟି ଫ୍ରାଏଡ୍‌ ରାଇସ୍‌ ଉପରେ ରଖିଦେବ ।

    Best Odia Recipe Chingudi Fried Recipe Odia Recipe Odia Tasty Recipe Chingudi Fried Recipe
    Share. Facebook Twitter Pinterest LinkedIn Tumblr Email
    liza

    Related Posts

    Gajara Soup

    December 23, 2023

    Vegetable Soup

    December 22, 2023

    Palanga Panir Soup

    December 20, 2023

    Leave A Reply Cancel Reply

    Facebook Twitter Instagram Pinterest
    © 2025 Odia Recipes. Developed by OdiaWeb.

    Type above and press Enter to search. Press Esc to cancel.