Facebook Twitter Instagram
    Odia Recipes
    Facebook Twitter Instagram
    Odia Recipes
    Home»Chicken & Nonveg»Odia Recipe Egg Biriyani
    Chicken & Nonveg

    Odia Recipe Egg Biriyani

    lizaBy lizaSeptember 2, 2023No Comments1 Min Read
    Facebook Twitter Pinterest LinkedIn Tumblr Email
    Egg Biriyani
    Egg Biriyani
    Share
    Facebook Twitter LinkedIn Pinterest Email

    ପ୍ରସ୍ତୁତି ସାମଗ୍ରୀ- ୫୦୦ ଗ୍ରାମ ଚାଉଳ
    ୫ଟି ଅଣ୍ଡା
    ୩ ଗୋଟି ଆଳୁ
    ୬ଟା ଲବଙ୍ଗ
    ୪ ଖଣ୍ଡ ଡାଲଚିନି
    ୪ଟା ଗୁଜୁରାତି
    ୬ ଟା ଲବଙ୍ଗ
    ୪ ଗୋଟି ପିଆଜ
    ୬ ପାଖୁଡ଼ା ରସୁଣ
    ୧ ଇଞ୍ଚ ଅଦା
    ୬ଟା ଗୋଲମରିଚ
    ୪ ଚାମଚ ଘିଅ
    ୧ କପ ରିଫାଇନ୍‌ ତେଲ

    ପ୍ରଣାଳୀ – ଗଉଳ ଭଲଭାବରେ ଝରା ଝରା ଭାତ ରାନ୍ଧି ରଖିବ | ଅଣ୍ଡା ଆଳୁକୁ ସିଝାଇଦେବ । ଆଳୁର ଚୋପା ଛଡ଼ାଇ ୨ ଖଣ୍ଡ କରି ରଖିବ । ପିଆଜ ୨ ଟା ,ରସୁଣ, ଅଦା କୁ ବାଋଇଦେବ |ଡାଲ ଚିନି ,ଗୁଜୁରାତି,ଲବଙ୍ଗ ଗୋଲମରିଚ ଗୁଣ୍ଡ କରି ରଖ |କରେଇରେ ତେଲ ଗରମ କରି ପିଆଜ ୨ ଟିକୁ ପତଳା ପତଳା କାଟି ଲାଲ କରି ଭାଜିଦେଇ କାଢ଼ିଦେବ । ସେଇ ତେଲରେ ଅଣ୍ଡା ଏବଂ ଆଳୁକୁ ଲାଲକରି ଭାଜିଦେଇ ପିଆଜ ମସଲାଦେଇ ଅଣ୍ଡା ଓ ଆଳୁକୁ ଭଲଭାବେ କଷିଦେବ | ପାଣି ଦେବାକୁ ପଡିବ ନାହିଁ । ଘିଅରେ ଭାତକୁ ଭାଜିଦେଇ ଗରମ ମସଲା ଗୁଣ୍ଡ ଓ ପିଆଜ ଭଜା ମିଶାଇଦେବ । ଗୋଟିଏ ଚଉଡ଼ା ମୁହଁ ଵାଲା ଡେକ୍‌ଚିରେ ମସଲା ଭାତ ରଖି ତା’ଉପରେ ଅଣ୍ଡା ଏବଂ ଆଳୁ କଷା କିଛି ରଖିବ । ତା’ପରେ ମସଲା ଭାତ ଏପରି ରଖିବେ | ଗରମ ଥିବା ଅବସ୍ଥାରେ ଢାଙ୍କୁଣୀ ଘୋଡ଼ାଇ ଦେଇ ୫ ମିନିଟ୍‌ କମ୍‌ ନିଆଁରେ ରଖିବ ।

    Biriyani Egg Biriyani Odia Recipe Odia Recipe Egg Biriyani
    Share. Facebook Twitter Pinterest LinkedIn Tumblr Email
    liza

    Related Posts

    Gajara Soup

    December 23, 2023

    Vegetable Soup

    December 22, 2023

    Tamota Egg Drop Soup

    December 21, 2023

    Leave A Reply Cancel Reply

    Facebook Twitter Instagram Pinterest
    © 2025 Odia Recipes. Developed by OdiaWeb.

    Type above and press Enter to search. Press Esc to cancel.