Facebook Twitter Instagram
    Odia Recipes
    Facebook Twitter Instagram
    Odia Recipes
    Home»Chicken & Nonveg»Mutton Biriyani Recipe
    Chicken & Nonveg

    Mutton Biriyani Recipe

    lizaBy lizaAugust 30, 2023Updated:August 30, 2023No Comments1 Min Read
    Facebook Twitter Pinterest LinkedIn Tumblr Email
    Mutton Biriyani
    Mutton Biriyani
    Share
    Facebook Twitter LinkedIn Pinterest Email

    ସାମଗ୍ରୀ– ୫୦୦ ଗ୍ରାମ୍‌ ମାଂସ
    ୫୦୦ ଗ୍ରାମ ବାସନା ଚାଉଳ
    ୪ ଗୋଟି ପିଆଜ
    ୮ ପାଖୁଡ଼ା ରସୁଣ
    ୧ ଇଞ୍ଚ ଅଦା
    ୬ଟା ଲାଲ ଲଙ୍କା
    ୨ ଖଣ୍ଡ ଡାଲଚିନି
    ୪ ଗୋଟି ଲବଙ୍ଗ
    ୮ଟା ଗୋଲମରିଚ
    ୨ ଟା ତେଜପତ୍ର
    ଅଳ୍ପ ଜାଇତ୍ର
    ଅଧକପ୍‌ ରିଫାଇନ୍‌ ତେଲ
    ୪ ଚାମଚ ଘିଅ
    ୨ ଚାମଚ ଭେନିଗର |

    ପ୍ରଣାଳୀ – ପ୍ରଥମେ ଦୁଇଟି ପିଆଜକୁ କାଟିଦେବ । ଅନ୍ୟ ଦୁଇଟି ପିଆଜ, ଲାଲ ଲଙ୍କାକୁ ଚିକ୍କଣ କରି ବାଟିଦିଅ । ପ୍ରେସର କୁକର୍‌ରେ ମାଂସ,ପିଆଜ କଟା ,ପିଆଜ ମସଲା ,ଭେନିଗର,ଲୁଣ ହଳଦୀ ପକାଇ ଅଳ୍ପ ତେଲରେ କଷ |କଷା ମସଲରୁ ଭଲ ବାସନା ଆସିଲେ ସେଥିରେ ଅଳ୍ପ ପାଣିଦେଇ ମାଂସ ସିଝାଇବ ।ମାଂସ ସିଝିଲେ ଓହ୍ଲାଇ ରଖିବ । ମାଂସ ଅଳ୍ପଟାଣ ରହିଲେ ଭଲହେବ । ଡେକ୍ଚିରେ ତେଲ ଗରମ କରି ଅନ୍ୟାନ୍ୟ ମସଲା, ଗୋଟା ଗୋଟା, କିମ୍ବା ଟିକେ ଅଧାଭଙ୍ଗା କରି ତେଲରେ ପକାଇବ । ଗଉଳ ଭଲଭାବେ ଭାଜି ହୋଇଗଲେ ସେଥିରେ ଚାଉଳର ଡବଲ ପାଣି ଦେଇ ଦେବ । ପ୍ରଥମେ ମାଂସର ଝୋଳକୁ ମାପି ନେଇ ଗଉଳରେ ଦେବ । ଡବଲ ପାଣିର ପରିମାଣ ପାଇଁ ଯେତିକି ଅଧିକା ପାଣି ଦରକାର ସେତିକିଦେବ । ଚାଉଳ ଅଧା ହୋଇ ଆସିଲେ ମାଂସ ଦେଇଦେବେ । ଚାଉଳରୁ ପାଣି ଶୁଖି ଆସିଲେ ଘିଅ ପକାଇ ଢାଙ୍କୁଣୀ ଘୋଡ଼ାଇ ଦେବ । ଓହ୍ଲାଇବାର ୫ ମିନିଟ୍‌ ପରେ ପୁଣିଥରେ ଭଲଭାବେ ମିଶାମିଶି କରି ଓହ୍ଲାଇ ଦେବ ।

    Mutton Biriyani Recipe Odia Recipe Odia Tasty Recipe
    Share. Facebook Twitter Pinterest LinkedIn Tumblr Email
    liza

    Related Posts

    Gajara Soup

    December 23, 2023

    Vegetable Soup

    December 22, 2023

    Tamota Egg Drop Soup

    December 21, 2023

    Leave A Reply Cancel Reply

    Facebook Twitter Instagram Pinterest
    © 2025 Odia Recipes. Developed by OdiaWeb.

    Type above and press Enter to search. Press Esc to cancel.