Facebook Twitter Instagram
    Odia Recipes
    Facebook Twitter Instagram
    Odia Recipes
    Home»Chicken & Nonveg»Odia Recipe Chicken Corn Recipe
    Chicken & Nonveg

    Odia Recipe Chicken Corn Recipe

    lizaBy lizaAugust 27, 2023No Comments1 Min Read
    Facebook Twitter Pinterest LinkedIn Tumblr Email
    Chicken Corn Soup
    Chicken Corn Soup
    Share
    Facebook Twitter LinkedIn Pinterest Email

    ପ୍ରସ୍ତୁତି ସାମଗ୍ରୀ –ଅଧା କିଲୋ ଚିକେନ୍‌
    ୧ ଗୋଟି ପିଆଜ
    ଖଣ୍ଡିଏ ଛୋଟ ଅଦା
    ତିନୋଟି ତେଜପତ୍ର
    ୨ଟି ଗୁଜୁରାତି
    ଦୂଇ ଚାମଟ କର୍ନଫ୍ଲୋର
    ୧ ଗୋଟି ପିଆଜ
    ୧ ଚାମଚ ଗୋଲମରିଚ ଗୁଣ୍ଡ
    ୧ ଗୋଟି ରସୁଣ
    ୨ ଖଣ୍ଡ ଡାଲଚିନି
    ୧ ଚାମଚ ଲହୁଣୀ
    ଦରକାର ଅନୁଯାୟୀ ଲୁଣ |

    ପ୍ରଣାଳୀ –

    ଏଥିରେ ଚିକେନ୍‌ ସୁପ୍‌ ପରି ପ୍ରଥମେ ସିଝାଇବେ । ଅନ୍ୟ ଏକ ପାତ୍ରରେ ମକା ୧ କପ୍‌ ଲୁଣଦେଇ ୧ କପ୍‌ ପାଣିରେ ସିଝାଇବେ । ମକା ସିଝିବା ପରେ ଭଲରୂପେ ଚକଟିଦେବେ । ସିଝା ଚିକେନ୍‌ ସୁପ୍‌ ମକାସିଝା ଏବଂ କର୍ନଫ୍ଲାଏାର ମିଶାଇ ଫୂଟାଇବେ ଚୁଲିରୁ ଓହ୍ଲାଇବା ବେଳେ ବଟର ଓ ଗୋଲମରିଚ ଗୁଣ୍ଡ ପକାଇବେ । ଏହାକୁ ଗରମ ଗରମ ପରଷିବେ ।

    Chicken Corn Recipe Odia Recipe Odia Recipe Chicken Corn Recipe
    Share. Facebook Twitter Pinterest LinkedIn Tumblr Email
    liza

    Related Posts

    Gajara Soup

    December 23, 2023

    Vegetable Soup

    December 22, 2023

    Tamota Egg Drop Soup

    December 21, 2023

    Leave A Reply Cancel Reply

    Facebook Twitter Instagram Pinterest
    © 2025 Odia Recipes. Developed by OdiaWeb.

    Type above and press Enter to search. Press Esc to cancel.