Facebook Twitter Instagram
    Odia Recipes
    Facebook Twitter Instagram
    Odia Recipes
    Home»Chicken & Nonveg»Odia Nonveg Recipe Mutton Soup
    Chicken & Nonveg

    Odia Nonveg Recipe Mutton Soup

    lizaBy lizaAugust 25, 2023No Comments1 Min Read
    Facebook Twitter Pinterest LinkedIn Tumblr Email
    Mutton Soup
    Share
    Facebook Twitter LinkedIn Pinterest Email

    ପ୍ରସ୍ତୁତି ସାମଗ୍ରୀ- ୨୫୦ ଗ୍ରାମ ମାଂସର କଣ୍ଟା,
    ଅଥବା ୨୫୦ ଗ୍ରାମ ଗୋଡ଼ର କଣ୍ଟା
    ୨ ଖଣ୍ଡ ଡାଲଚିନି
    ଏକ ଚାମଚ ଲହୁଣୀ
    ୧ ଚାମଚ ଗୋଲମରିଚ ଗୁଣ୍ଡ
    ୩ଟି ଗୁଜୁରାତି୍
    ୨୫୦ ଗ୍ରାମ ଅମୃତ ଭଣ୍ଡା
    ୨ଟି ପିଆଜ
    ଖଣ୍ଡିଏ ଛୋଟ ରସୁଣ
    ୪ଟି ତେଜ
    ୧ ଚାମଚ କର୍ନ ଫ୍ଲୋର୍‌
    ୨ ଚାମଚ ଟମାଟ ସସ୍‌ |

    ପ୍ରଣାଳୀ – ସର୍ବ ପ୍ରଥମେ ଅମୃତ ଭଣ୍ଡା ଏବଂ ମାଂସକଣ୍ଟା ଗୁଡ଼ିକୁ ଛୋଟ ଛୋଟ କରି କାଟିଦିଅନ୍ତୁ । ୮ କପ୍‌ ପାଣି ଦେଇ ସେଗୁଡ଼ିକୁ କମ୍‌ ଜାଳରେ ସିଝାଅ । ସେଥିରେ ଅଦା ପିଆଜ ଏବଂ ରସୁଣ ବାଟି ପକାଇ ଦିଅନ୍ତୁ | ତେଜପତ୍ର ଗୁଜରାତି, ଡାଲଚିନି ଗୁଣ୍ଡ କରି ସେଥିରେ ପକାଇ ଦିଅନ୍ତୁ । ମାଂସ ସିଝିଗଲା ପରେ ସେଗୁଡ଼ିକୁ ଗରମଚରେ ଭଲରୁପେ ଚକଟି ଦିଅନ୍ତୁ ଯେପରି ଅମୃତଭଣ୍ଡା ଗୁଡ଼ିକ ସୁପ୍‌ରେ ମିଶିଯିବ । ଏହାପରେ
    ଏକ ଗ୍ରାମଚ କର୍ନଫ୍ଲୋର ପକାଇ ପାଞ୍ଚ ମିନିଟ୍‌ ଫୁଟାନ୍ତୁ । ପରସିବା ବେଳେ ଟମାଟ ସସ୍‌ ଗୋଲମରିଚ ଗୁଣ୍ଡ ଏବଂ ଲହୁଣୀ ପକାଇବେ ।

    Mutton Soup Odia Nonveg Recipe Odia Nonveg Recipe Mutton Soup
    Share. Facebook Twitter Pinterest LinkedIn Tumblr Email
    liza

    Related Posts

    Tamota Egg Drop Soup

    December 21, 2023

    Odia Recipe Mansa Corma

    December 1, 2023

    Odia Recipe Baigana Recipe

    November 24, 2023

    Leave A Reply Cancel Reply

    Facebook Twitter Instagram Pinterest
    © 2025 Odia Recipes. Developed by OdiaWeb.

    Type above and press Enter to search. Press Esc to cancel.