Facebook Twitter Instagram
    Odia Recipes
    Facebook Twitter Instagram
    Odia Recipes
    Home»Chicken & Nonveg»Odia Nonveg Recipe Chhatu Chingudi Biriyani
    Chicken & Nonveg

    Odia Nonveg Recipe Chhatu Chingudi Biriyani

    lizaBy lizaAugust 24, 2023No Comments1 Min Read
    Facebook Twitter Pinterest LinkedIn Tumblr Email
    Chhatu chingudi Biriani
    Chhatu chingudi Biriani
    Share
    Facebook Twitter LinkedIn Pinterest Email

    ପ୍ରସ୍ତୁତି ସାମଗ୍ରୀ : ୫୦୦ ଗ୍ରା. ଛତୁ
    ୨୫୦ ଗ୍ରା. ଚିଙ୍ଗୁଡ଼ି
    ୨ କପ୍‌ ବସାଦହି
    ୨ ଚାମଚ ଚାଉଳ
    ୧ କପ୍‌ କଟା ପିଆଜ
    ୧ କପ୍‌ ତେଲ
    ୪ ଚାମଚ କଟା ଟମାଟୋ
    ଗୁଆଘିଅ
    ୧ କପ୍‌ କଟା ଧନିଆପତ୍ର
    ୨ ଚାମଚ ଲେମ୍ବୁରସ
    ୨ ଚାମଚ କଟା ଟମାଟୋ,
    ଚାମଚ ଅଦା-ରସୁଣ ବଟା
    ୨ ଚାମଚ ଗୁଣ୍ଡ ଲଙ୍କା
    ୧ ଚାମଚ ଗୁଣ୍ଡ ହଳଦି
    ୪ଟି ଲେଖାଏଁ ଗୋଟା ଲବଙ୍ଗ
    ଡାଲଚିନି ଓ ଗୁଜୁରାତି
    ୪ଟି ତେଜପତ୍ର
    ୨ ଚାମଚ ଗରମମସଲା ଗୁଣ୍ଡ
    ଏବଂ ସ୍ଵାଦ ଅନୁଯାୟୀ ଲୁଣ ।
    ପ୍ରସ୍ତୁତ ପ୍ରଣାଳୀ : କଡ଼େଇରେ ତେଲ ଗରମ କରି କଟା ପିଆଜ ଭାଜିବେ | ସେଥିରେ ଧୂଆ ହୋଇଥିବା ଚିଙ୍ଗୁଡ଼ି ଓ ଛତୁକୁ ଭାଜି ପ୍ଲେଟକୁ କାଢ଼ି ରଖନ୍ତୁ । କଡେଇରେ ଘିଅ ଗରମ କରି ଗୋଟା ଲବଙ୍ଗ, ଡାଲଟିନି, ଗୁଜୁରାତି, ତେଢପତ୍ର ପକାଇ ଭାଜନ୍ତୁ । ବଟା ମସଲା ପେଷ୍ଟ ଦେଇ କଷନ୍ତୁ । ତା’ପରେ ଗୁଣ୍ଡ ହଳଦି, ଗୁଣ୍ଡ ଲଙ୍କା, ଲୁଣ, କଟା ଟମାଟୋ ଅଳ୍ପ ପକାଇ କଷନ୍ତୁ । ଏଥିର ଭଜା ଚିଙ୍ଗୁଡ଼ି ଓ ଛତୁକୁ ପକାଇ କିଛି ସମୟ ଗୋଳାନ୍ତୁ ଏବଂ ସାମାନ୍ୟ ପାଣି ଦେଇ ଢ଼ାଙ୍କୁଣୀ ବନ୍ଦ କରିଦିଅନ୍ତୁ । ଏବେ ଦହି, ଲେମ୍ବୁରସ,ଲୁଣ, ଧନିଆପତ୍ର ଓ ପ୍ରସ୍ତୁତ ହୋଇଥୁବା ରାଇସ୍‌କୁ ପକାଇ ଭଲଭାବରେ ଗୋଳାଇ ଉପରେ କଟା ଧନିଆପତ୍ର, ଗୁଆଘିଅ, ଗରମମସଲା ଦେଇ ଢ଼ାଙ୍କୁଣୀ ବନ୍ଦକରି ଧିମା ଆଞ୍ଚରେ ୫ ମିନିଟ୍‌ ବସାଇ ଓହ୍ଲାଇ ଆଣନ୍ତୁ । ଏହାକୁ ରାଇତା ସହ ପରିବେଷଣ କରନ୍ତୁ ।

    Chhatu chingudi Biriani Chhatu Chingudi Biriyani Odia Nonveg Recipe Chhatu Chingudi Biriyani Odia Recipe
    Share. Facebook Twitter Pinterest LinkedIn Tumblr Email
    liza

    Related Posts

    Gajara Soup

    December 23, 2023

    Vegetable Soup

    December 22, 2023

    Tamota Egg Drop Soup

    December 21, 2023

    Leave A Reply Cancel Reply

    Facebook Twitter Instagram Pinterest
    © 2025 Odia Recipes. Developed by OdiaWeb.

    Type above and press Enter to search. Press Esc to cancel.