Facebook Twitter Instagram
    Odia Recipes
    Facebook Twitter Instagram
    Odia Recipes
    Home»Chicken & Nonveg»Odia Recipe Poi Saga O Rohi Machhamunda Ghanta
    Chicken & Nonveg

    Odia Recipe Poi Saga O Rohi Machhamunda Ghanta

    lizaBy lizaAugust 23, 2023No Comments1 Min Read
    Facebook Twitter Pinterest LinkedIn Tumblr Email
    Poi Shaga o Rohi Machha Ghanta
    Poi Shaga o Rohi Machha Ghanta
    Share
    Facebook Twitter LinkedIn Pinterest Email

    ପ୍ରସ୍ତୁତି ସାମଗ୍ରୀ : ୩୦୦ ଗ୍ରା. ପୋଇ ଶାଗ
    ଗୋଟେ଼ ବଡ ରୋହି ମାଛର ମୁଣ୍ଡ
    ୨ଟି ଆଳୁ
    ଗୋଟିଏ ବାଇଗଣ
    ଛୋଟ ଖଣ୍ଡେ ବୋଇତି କଖାରୁ
    ଛୋଟ- ଖଣ୍ଡେ ମାଟିଆଳୁ
    ୨ଟି ପିଆଜ
    ୧ଟି ରସୁଣ
    ଛୋଟ ଖଣ୍ଡେ ଅଦା
    ୪ଟି ଶୁଖିଲା ଲଙ୍କା
    ଦେଢ଼ ଚାମଚ ଗରମ ମସଲା
    ଆବଶ୍ୟକୀୟ ସୋରିଷ ତେଲ
    ୨ ଟି ଟମାଟୋ
    ଦେଢ଼ ଚାମଚ ଚିନି
    ସ୍ବାଦ ଅନୁଯାୟୀ ଲୁଣ

    ପ୍ରସ୍ତୁତି ପ୍ରଣାଳୀ : ସମସ୍ତ ପରିବାକୁ ଧୋର ଛୋଟ ଛୋଟ ଖଣ୍ଡରେ କାଟନ୍ତୁ ଶାଗକୁ ଚୂନା ଚୂନା ଏବଂ ନାଡ଼ିଗୁଡ଼ିକୁ ଖଣ୍ଡ ଖଣ୍ଡ କରି କାଟନ୍ତୁ । ପିଆଜ, ରସୁଣ, ଅଦା ଓ ଛେଚି ରଖନ୍ତୁ । ମାଛମୁଣ୍ଡକୁ ଧୋଇ, ଲୁଣ, ହଳଦି ଗୋଳେଇ କଡ଼େଇରେ ତେଲ ହୋଇ ଆସିଲେ ଶାଗ, କଟାପରିବା, ଟମାଟୋ, ଲୁଣ ଓ ହଳଦି ପକେଇ ଢ଼ାଙ୍କି ଦିଅନ୍ତୁ ¡ ପରିବା ଅଧା ସିଝି ଆସିଲେ, ମାଛମୁଣ୍ଡ ପକେଇ ଖଡ଼ିକାରେ ଭାଙ୍ଗି ଭାଙ୍ଗି ପରିବା ସହିତ ମିଶେଇ ଦିଅନ୍ତୁ । ମାଛମୁଣ୍ଡ ସହିତ ପରିବାକୁ କିଛି ସମୟ ସତୁଳି ୩ କପ୍‌ ପାଣି ୫ ମିନିଟ୍‌ ଧିମା ଆଞ୍ଚରେ ଫୁଟେଇ ଗରମ ମସଲା ପକେଇ ଓହ୍ଲେଇ ଦିଅନ୍ତୁ ।

    Best Odia Recipe Odia Recipe Poi Saga O Rohi Machhamunda Ghanta Odia Tasty Recipe Poi Saga O Rohi Machhamunda Ghanta
    Share. Facebook Twitter Pinterest LinkedIn Tumblr Email
    liza

    Related Posts

    Tamota Egg Drop Soup

    December 21, 2023

    Palanga Panir Soup

    December 20, 2023

    Kankada Soup Recipe

    December 15, 2023

    Leave A Reply Cancel Reply

    Facebook Twitter Instagram Pinterest
    © 2025 Odia Recipes. Developed by OdiaWeb.

    Type above and press Enter to search. Press Esc to cancel.