Facebook Twitter Instagram
    Odia Recipes
    Facebook Twitter Instagram
    Odia Recipes
    Home»Chicken & Nonveg»Odia Recipe Poi Chingudi Ghanta
    Chicken & Nonveg

    Odia Recipe Poi Chingudi Ghanta

    lizaBy lizaAugust 22, 2023No Comments1 Min Read
    Facebook Twitter Pinterest LinkedIn Tumblr Email
    Poi Chingudi Ghanta
    Poi Chingudi Ghanta
    Share
    Facebook Twitter LinkedIn Pinterest Email

    ପ୍ରସ୍ତୁତି ସାମଗ୍ରୀ : ୩୦୦ ଗ୍ରା. ଛୋଟଟିଙ୍ଗୁଡ଼ି
    ୧୫୦ ଗ୍ରା. ପୋଇ,
    ୧୦୦ ଗ୍ରା. କଖାରୁ
    ୫୦ ଗ୍ରା ବାଇଗଣ
    ୨ଟି ମୂଳା
    ୧୦୦ ଗ୍ରା. ଜହ୍ନି
    ୫୦ ଗ୍ରା. ସାରୁ
    ୧୦୦ ଗ୍ରା, ଆଳୁ
    ୨ ବଡ଼ଚାମଚ ବଟାସୋରିଷ
    ୧ ଛୋଟଚାମଚ ଲେଖାଏଁ ବଟାଅଦା
    ବଟାରସୁଣ
    ଗୁଣ୍ଡଲଙ୍କା
    ଗୁଣ୍ଡହଳଦି
    ଗୁଣ୍ଡଦିଆ ଓ ଫୁଟଣ
    ଅଳ୍ପ କଟାଧନିଆପତ୍ର, ୨ଟି
    ତେଜପତ୍ର
    ୩ ବଡ଼ଚାମଚ ସୋରିଷ ତେଲ
    ୧ଟି ବଡ଼ ପିଆଜ
    ୧ ଟି ବଡ଼ ଟମାଟୋ,
    ସ୍ଵାଦ ଅନୁସାରେ ଲୁଣ ।

    ପ୍ରସ୍ତୁତ ପ୍ରଣାଳୀ : ଚିଙ୍ଗୁଡ଼ିରୁ ଚୋପା ଛଡାଇ ଧୋଇ ଲୁଣ ଓ ଗୁଣ୍ଡହଳଦି ଗୋଳାଇ ରଖନ୍ତୁ । ପିଆଜକୁ ଲମ୍ବା ଲମ୍ବା ଏବଂ ଟମାଟୋକୁ ଟୂନା ଚୂନା କରି କାଟି ରଖନ୍ତୁ । ପୋଇପତ୍ର ଓ ପୋଇଡଙ୍କଜୁ ଅଲଗା କରି କାଟି ଧୋଇ ରଖନ୍ତୁ । ପରିବାଗୁଡ଼ିକୁ ଛୋଟ ଛୋଟ ଚାରିକୋଣିଆ ଖଣ୍ଡ କରି କାଟି ରଖନ୍ତୁ | କଡ଼େଇରେ ତେଲ ଗରମ କରି ଫୁଟଣ ଓ ତେଜପତ୍ର ପକାନ୍ତୁ । କଟାପିଆଜ ଓ କଟାଟମାଟୋ ପକାଇ ଅନ୍ନ ସମୟ ଭାଜନ । ବଟାରସୁଣ, ଗୁଣ୍ଡଲଙ୍କା, ଗୁଣ୍ଡଧନିଆ, ଗୁଣ୍ଡହଳଦି ଓ ଅଳ୍ପ ପାଣିଦେଇ ମସଲାର ଶୁଖିତେଲ ଭପରକୁ ଉଠିବା ପର୍ଯ୍ୟନ୍ତ ଭାଜନ୍ତୁ । ଏବେ ଏଥରେ ଗୋଳାଇ ରଖିଥି ବା ଚିଙ୍ଗୁଡିକୁ ପକାର ପାଣି ଶୁଖିବା ପର୍ଯ୍ୟନ୍ତ ଭାଜନ୍ତୁ। ପୂର୍ବରୁ କାଟି ରଖିଥିବା ସମସ୍ତ ପରିବା, ଲୁଣ ଓ ୧ କପ୍‌ ପାଣି ଦେଇ ଗୋଳାଇ ଢାଙ୍କୁଣୀ ଦେଇ ଘୋଡାଇ ଧିମା ଆଞ୍ଚରେ ପରିବା ଦରସିଝା ହେବା ପର୍ଯ୍ୟନ୍ତ ରାନ୍ଧନ୍ତୁ । ତା’ପରେ ପୋଇପିତ୍ର ଓ ବଟା ସୋରିଷ ପକାଇ ଗୋଳାଇ ଢାଙ୍କୁଣୀ ଘୋଡ଼ାଇ ପରିବା ସିଝିବା ପର୍ଯ୍ୟନ୍ତ ରାନ୍ଧନ୍ତୁ । ଢ଼ାଙ୍କୁଣୀ କାଢ଼ି କଟା ଧନିଆପତ୍ର ଉପରେ ପକାଇ ଖାଇବାକୁ ଦିଅନ୍ତୁ ।

    Chingudi Ghanta Odia Recipe Odia Recipe Poi Chingudi Ghanta Odia Tasty reciope Poi Chingudi Ghanta
    Share. Facebook Twitter Pinterest LinkedIn Tumblr Email
    liza

    Related Posts

    Gajara Soup

    December 23, 2023

    Vegetable Soup

    December 22, 2023

    Tamota Egg Drop Soup

    December 21, 2023

    Leave A Reply Cancel Reply

    Facebook Twitter Instagram Pinterest
    © 2025 Odia Recipes. Developed by OdiaWeb.

    Type above and press Enter to search. Press Esc to cancel.