Facebook Twitter Instagram
    Odia Recipes
    Facebook Twitter Instagram
    Odia Recipes
    Home»Chicken & Nonveg»Tasty Chicken Mussroom Odia Recipe
    Chicken & Nonveg

    Tasty Chicken Mussroom Odia Recipe

    lizaBy lizaAugust 21, 2023No Comments1 Min Read
    Facebook Twitter Pinterest LinkedIn Tumblr Email
    Chicken Musrroom Odia Recipe
    Chicken Musrroom Odia Recipe
    Share
    Facebook Twitter LinkedIn Pinterest Email

    ପ୍ରସ୍ତୁତି ସାମଗ୍ରୀ : ୧ କପ୍‌ ଛତୁ
    ୨୫୦ ଗ୍ରା. ଚିକେନ୍‌
    ୧ କପ୍‌ କଟା ପିଆଜ
    ୪ ଚାମଚ ଅଦା-ରସୁଣର ବଟା
    ୨ ଚାମଚ କଟା ଟମାଟୋ
    ୧ ଚାମଚ ଗୁଣ୍ଡଲଙ୍କା
    ଅଧା ଚାମଚ ଗୁଣ୍ଡହଳଦି
    ୧ ଚାମଚ ଗୁଣ୍ଡଧନିଆ
    ୧ ଚାମଚ ଗରମମସଲା
    ଗୁଣ୍ଡ। ୧ ଚାମଚ କଟା ଧନିଆପତ୍ର
    ଆବଶ୍ୟକ ଅନୁସାରେ ତେଲ
    ଓ ସ୍ଵାଦ ଅନୁଯାୟୀ ଲୁଣ |

    ପ୍ରସ୍ତୁତ ପ୍ରଣାଳୀ : ପ୍ରଥମେ ଛତୁକୁ ଧୋଇ ଦୁଇଫାଳ କରି କାଟି ଅଛ ଉଷୁମ ପାଣିରେ ରଖି ବାହାର କରିଦିଅନ୍ତୁ । ତା’ପରେ ଚିକେନ୍‌କୁ ଧୋଇ ସେଥିରେ ଲୁଣ ଓ ଗୁଣ୍ଡହଳଦୀ ପକାଇ ୧୫ ମିନିଟ୍‌ ପାଇଁ ସିଝାଇ ରଖନ୍ତୁ । ଏହାପରେ କଢ଼େଇରେ ତେଲ ଗରମ କରି କଟା ପିଆଜ ଓ ସମସ୍ତ ମସଲା ମିଶାଇ ଭଲଭାବେ କଷନ୍ତୁ । ମସଲା କଷାରୁ ତେଲ ବାହାରକୁ ଦେଖାଯିବା ପରେ ଚିକେନ୍‌ ସିଝାକୁ ପକାଇ ଅଳ୍ପ ସମୟ ପାଇଁ ପୁନର୍ବାର କଷନ୍ତୁ । ଭଲଭାବେ କଷି ହୋଇ ଆସିଲେ ସେଥିରେ କଟା ଛତୁକୁ ୫ ମିନିଟ୍‌ ବସାନ୍ତୁ । ପରେ ଚିକେନ୍‌ ମସ୍‌ରୁମ୍‌କୁ ଓହ୍ଲାର ଗରମ ମସଲା ଗୁଣ୍ଡ ଓ କଟା ଧନିଆପତ୍ର ମିଶାଇ ଗରମ ଗରମ ରୁଟି କିମ୍ବା ଭାତ ସହିତ ପରଷନ୍ତୁ ।

    Share. Facebook Twitter Pinterest LinkedIn Tumblr Email
    liza

    Related Posts

    Tamota Egg Drop Soup

    December 21, 2023

    Odia Recipe Mansa Corma

    December 1, 2023

    Odia Recipe Baigana Recipe

    November 24, 2023

    Leave A Reply Cancel Reply

    Facebook Twitter Instagram Pinterest
    © 2025 Odia Recipes. Developed by OdiaWeb.

    Type above and press Enter to search. Press Esc to cancel.