Facebook Twitter Instagram
    Odia Recipes
    Facebook Twitter Instagram
    Odia Recipes
    Home»Odia Curry Recipe»Odia Recipe Malai Mussroom
    Odia Curry Recipe

    Odia Recipe Malai Mussroom

    lizaBy lizaAugust 13, 2023No Comments1 Min Read
    Facebook Twitter Pinterest LinkedIn Tumblr Email
    Malai Mussroom
    Malai Mussroom
    Share
    Facebook Twitter LinkedIn Pinterest Email

    ପ୍ରସ୍ତୁତି ସାମଗ୍ରୀ : ୨ କପ୍‌ ଧୁଆ ଓ କଟା ହୋଇଥିବା ଛତୁ
    ୧ କପ୍‌ କଟା ପିଆଜ
    ୪ ଚାମଚ ଟମାଟୋ ପ୍ୟୁରୀ
    ୧ ଚାମଚ ଗରମ ମସଲା
    ୧ ଚାମଚ ଅଦା-ରସୁଣ ପେଷ୍ଟ
    ୧ ଚାମଚ ଫ୍ରେଶ୍‌ କ୍ରିମ୍‌
    ୨ ଚାମଚ ଦେଶୀ ଘିଅ
    ଅଧା ଚାମଚ ଗୁଣ୍ଡ ଗୋଲମରିଚ
    ସଜାଇବା ପାଇଁ ଧନିଆପତ୍ର ଏବଂ ସ୍ଵାଦ ଅନୁଯାୟୀ ଲୁଣ ।

    ପ୍ରସ୍ତୁତ ପ୍ରଣାଳୀ : କଡ଼େଇରେ ଘିଅ ଗରମକରି ସେଥିରେ କଟା ପିଆଜ ବାଦାମୀ ହେବା ପର୍ଯ୍ୟନ୍ତ ଭାଜନ୍ତୁ । ତା’ପରେ ଅଦା-ରସୁଣ ପେଷ୍ଟ ଦେଇ କଷନ୍ତୁ | କଷିଲା ପରେ ସେଥିରେ ଟମାଟୋ ପ୍ୟୁରୀ ଦେଇ ଗୋଳାନ୍ତୁ ଏବଂ କିଛି ସମୟ ପରେ ଛତୁ ମିଶାନ୍ତୁ¡ ଆଉ କିଛି ସମୟ ପରେ ଅଧା କପ୍‌ ପାଣି ଦେଇ ୧୦ ମିନିଟ୍‌ ପର୍ଯ୍ୟନ୍ତ ଫୂଟାନ୍ତୁ |ତା’ପରେ ଫ୍ରେଶ୍‌ କ୍ରିମ୍‌ ଏବଂ ୧ ମିନିଟ୍‌ ୧୬୭ ଗରମ ମସଲା ଓ ସ୍ଵାଦ ଅନୁସାରେ ଲୁଣ ପକାଇ ସାମାନ୍ୟ ଫୁଟାନ୍ତୁ । ଏଥର ତଳକୁ ଓହ୍ଲାଇ ଉପରେ ଗୁଣ୍ଡ ଗୋଲମରିଚ ଓ ଧନିଆପତ୍ରରେ ସଜାଇ ଗରମ ଗରମ ପରିବେଷଣ କରନ୍ତୁ ।

    Best Odia Recipe Odia Recipe Odia Recipe Malai Mussroom
    Share. Facebook Twitter Pinterest LinkedIn Tumblr Email
    liza

    Related Posts

    Gajara Soup

    December 23, 2023

    Vegetable Soup

    December 22, 2023

    Palanga Panir Soup

    December 20, 2023

    Leave A Reply Cancel Reply

    Facebook Twitter Instagram Pinterest
    © 2025 Odia Recipes. Developed by OdiaWeb.

    Type above and press Enter to search. Press Esc to cancel.