Facebook Twitter Instagram
    Odia Recipes
    Facebook Twitter Instagram
    Odia Recipes
    Home»Odia Recipe»Odia Recipe Chhatu Patrapoda
    Odia Recipe

    Odia Recipe Chhatu Patrapoda

    lizaBy lizaJune 27, 2023Updated:June 27, 2023No Comments1 Min Read
    Facebook Twitter Pinterest LinkedIn Tumblr Email
    Chhatu Patrapoda
    Chhatu Patrapoda
    Share
    Facebook Twitter LinkedIn Pinterest Email

    ପ୍ରସ୍ତୁତି ସାମଗ୍ରୀ : ୨୦୦ ଗ୍ରାମ୍‌ ଛତୁ, ୮/୧୦ କୋଲା ରସୁଣ, ୨ଟି କଞ୍ଚାଲକା, ୫/୬ଟି କଅଁଳ ପୋଇପତ୍ର, ୨ଟି କଅଁଳ କଖାରୁପତ୍ର, ୨ ଚାମଚ ବଟା ସୋରିଷ, ୨ ଚାମଚ ସୋରିଷ ତେଲ, ଖଣ୍ଡେ କଅଁଳ କଦଳୀପତ୍ର, ପୁଡ଼ିଆ ବାନ୍ଧିବାକୁ
    ସୁତୁଲି ଖଣ୍ଡେ, ସ୍ଵାଦ ଅନୁଯାୟୀ ଲୁଣ ଓ ହଳଦି ।

    ପ୍ରସ୍ତୁତ ପ୍ରଣାଳୀ : ବାଲିଛତୁ ବା ପାଳଗଦା ଛତୁରେ ଏହି ପତ୍ରପୋଡ଼ା ସ୍ଵାଦିଷ୍ଟ ଲାଗେ । ଏବେ ଯେଉଁ ଛତୁ ବଜାରରେ ମିଳୁଛି, ତାହା ଚାଷ ଛତୁ । ସେ ଦେଶୀୟ ଛତୁଠାରୁ ଟିକେ ଟାଣ । ତେବେ ଏହି ଛତୁକୁ ପତ୍ରମୋଡ଼ା କରିବାକୁ
    ଚାହିଁଲେ ଛତୁର ଡେମ୍ଫରୁ ଚୋପା ଛଡ଼ାଇ ଧୋଇ ଦିଅନ୍ତୁ । ତା’ପରେ ଛୋଟ ଛୋଟ କାଟି ସାମାନ୍ୟ ହଳଦୀ ପକାଇ କଡ଼େଇରେ ଢ଼ାଙ୍କୁଣୀ ଘୋଡ଼ାଇ ଧିମା ଜାଳରେ ସିଝାଇ ପାଣି ନିଗାଡ଼ି ରଖନ୍ତୁ । ରସୁଣ କୋଲା କୁ ଛେଚି, କଟା କଞ୍ଚାଲଙ୍କା, ବଟା ସୋରିଷ, ପୋଇପତ୍ର କାଟି ରଖନ୍ତୁ । କଦଳୀ ପତ୍ର ଉପରେ କଖାରୁ ପତ୍ର ରଖି ତା ”ଉପରେ ଛତୁସିଝା, ସୋରିଷ, ଲଙ୍କା, ରସୁଣ, ତେଲ, ଲୁଣ, ହଳଦି ଗୋଳାଇ ରଖନ୍ତୁ | ତା’ପରେ ତାକୁ କଦଳୀ ପତ୍ର ସମେତ ପୁଡ଼ିଆ କରି ସୂତୁଲିରେ ବାନ୍ଧି ଦିଅନ୍ତୁ । ଏବେ ଧିମା ଜାଳରେ ରୁଟିସେକା ଜାଲି ବା ପାମ୍ପଡ଼ ପୋଡ଼ା ଜାଲି ଉପରେ ସେଇ ପୁଡ଼ିଆକୁ ରଖି ଉପରେ ଏକ ଗାଢ଼ୁଆ ପାତ୍ର କଦଳୀପତ୍ର କାଢ଼ି କଖାରୁ ପତ୍ରରେ ବନ୍ଧାଥିବା ଛତୁରେ କଞ୍ଚାତେଲ ଚାମଚେ ପକାଇ ଚକଟି ପରିବେଷଣ କରନ୍ତୁ ।

    Odia Recipe

    Chhatu Patrapoda Odia Best Recipe Odia Recipe Tasty Recipe
    Share. Facebook Twitter Pinterest LinkedIn Tumblr Email
    liza

    Related Posts

    Anda Tomato Soup

    December 25, 2023

    Jeera Soup Recipe

    December 24, 2023

    Gajara Soup

    December 23, 2023

    Leave A Reply Cancel Reply

    Facebook Twitter Instagram Pinterest
    © 2025 Odia Recipes. Developed by OdiaWeb.

    Type above and press Enter to search. Press Esc to cancel.