ପ୍ରସ୍ତୁତି ସାମଗ୍ରୀ-
ଜିରା ୪ଚାମଚ
ପିଆଜ ୧ଟି
ପୋସ୍ତକ ୨ ଚାମଚ,
ଚଣାଭଜା ୨ ଚାମଚ
ନଡିଆକୋରା ୨ ଚାମଚ
ଘିଅ ୧ ଚାମଚ
ଶୁଖୁଲା ଲଙ୍କା ୨ଟି,
ଡାଲଚିନି ଖଣ୍ଡେ ଲୁଣ ।
ପ୍ରଣାଳୀ– ସବୁଗୁଡିକ ଶିଳରେ ଭଲରେ ବାଟି ନିଅନ୍ତୁ । ସବୁଗୁଡିକ ବାଟି ୨କପ୍ ପାଣି ଦିଅନ୍ତୁ । ଘିଅରେ ପିଆଜ ଭାଜି ଏହି ବଟାକୁ ପକାନ୍ତୁ । ସାମାନ୍ୟ ଫୁଟିଗଲେ ସର ଟିକିଏ ପକାଇ ଗରମ ଗରମ ଖାଇବା ଆଗରୁ ଦିଅନ୍ତୁ । ଏହା ହଜମ କରିଦିଏ ସାଧାରଣତଃ କାହାକୁ ଖାଇବାକୁ ଦେବା ଆଗରୁ ଆମେ ସୁପ୍ ଦେଇଥାଉ । ଏହା ବେଶ୍ ଉପାଦେୟ । ତେଣୁ ଅଳ୍ପ ଖର୍ଚ୍ଚରେ ରୁଚିଦାୟକ ସୁପ୍ ପରଷି ପାରିବା ।