Facebook Twitter Instagram
    Odia Recipes
    Facebook Twitter Instagram
    Odia Recipes
    Home»ଶାଗ»Odia Recipe Sunsunia Shaga Bhaja
    ଶାଗ

    Odia Recipe Sunsunia Shaga Bhaja

    lizaBy lizaJune 9, 2023Updated:June 9, 2023No Comments1 Min Read
    Facebook Twitter Pinterest LinkedIn Tumblr Email
    Shunshunia Shaga Bhaja
    Shunshunia Shaga Bhaja
    Share
    Facebook Twitter LinkedIn Pinterest Email

    ଭଜାପାଇଁ ପ୍ରସ୍ତୁତି ସାମଗ୍ରୀ: ୫୦୦ ଗ୍ରା. ସୁନ୍‌ସୁନିଆ ଶାଗ, ୨ଟି ରସୁଣ, ୨ଟି ଶୁଖିଲାଲଙ୍କା, ଏକ ବଡ଼ଚାମଚ ସୋରିଷତେଲ, ସ୍ଵାଦ ଅନୁଯାୟୀ ଲୁଣ |

    ପ୍ରସ୍ତୁତ ପ୍ରଣାଳୀ : ଶାଗର ଡେମ୍ଫରୁ ପତ୍ରଗୁଡ଼ିକୁ ଛିଣାଇ ବାଛି ଦିଅନ୍ତୁ। ତାକୁ କାଟି ଧୋଇ ରଖନ୍ତୁ । କଡ଼େଇ ଗରମ କରି ଶାଗ ଢାଳି ଅଛ ଲୁଣ ଦେଇ ଢାଙ୍କି ଦିଅନ୍ତୁ । ଶାଗ ସିଝି ଗଲାପରେ ଏହାକୂ ଗୋଟେ ପାତ୍ରରେ କାଢ଼ି ରଖରୁ । ଏବେ କଡ଼େଇରେ
    ତେଲ ଗରମ କରି ଶୁଖୂଲାଲଙ୍କା ଛିଣ୍ଡାଇ ଏବଂ ରସୁଣରୁ ଚୋପୀ ଛଡ଼ାଇ ଛେଚି ଏଥିରେ ପକାନ୍ତୁ । ରସୁଣ ସାମାନ୍ୟ ଭାଜି ଆସିଲେ ଶାଗ ଡ଼ାଳି ସଙ୍ଗେ ସଙ୍ଗେ ଘୋଡ଼ାଇ ଦିଅନ୍ତୁ |୨ ମିନିଟ୍‌ ପରେ ଢାଙ୍କୁଣୀ ଖୋଲି ଏହାକୁ ଭାଜନ୍ତୁ । କିଛି ସମୟ ପରେ ଏହି ଶାଗଭଜାକୁ
    ଓହ୍ଲାଇ ଆଣନ୍ତୁ ।

    Beat Odia Recipe Odia Recipe Sunsunia Shaga Bhaja Recipe Tasty Recipe
    Share. Facebook Twitter Pinterest LinkedIn Tumblr Email
    liza

    Related Posts

    Gajara Soup

    December 23, 2023

    Vegetable Soup

    December 22, 2023

    Raga Khata Soup Recipe

    December 19, 2023

    Leave A Reply Cancel Reply

    Facebook Twitter Instagram Pinterest
    © 2025 Odia Recipes. Developed by OdiaWeb.

    Type above and press Enter to search. Press Esc to cancel.