Facebook Twitter Instagram
    Odia Recipes
    Facebook Twitter Instagram
    Odia Recipes
    Home»Odia Recipe»ମାଲପୁଆ
    Odia Recipe

    ମାଲପୁଆ

    lizaBy lizaMarch 1, 2022No Comments1 Min Read
    Facebook Twitter Pinterest LinkedIn Tumblr Email
    malpua
    malpua
    Share
    Facebook Twitter LinkedIn Pinterest Email
    malpua
    malpua

    ସାମଗ୍ରୀ :

    • ସର ବା କ୍ରିମ୍ – ୨୫୦ ଗ୍ରାମ୍
    • ମଇଦା – ୪.୫ ଚାମଚ
    • ଘିଅ – ଭାଜିବା ପାଇଁ
    • ଚିନି – ୧ କପ୍ 
    • ପାଣି – ୧.୫ କପ୍
    • କ୍ଷୀର – ୪ ଚାମଚରେ
    • ସାଫରନ୍ – ଚିମୁଟାଏ 
    • ଅଳେଇଚ ଗୁଣ୍ଡ – ୧/୨ ଚାମଚ
    • ବାଦାମ (କାଜୁ, ପିସ୍ତା) – ଛୋଟକଟା
    • ପ୍ରଣାଳୀ-

      ମଇଦାରେ କ୍ରିମ୍ ଓ ପାଣି ମିଶାଇ ବହଳିଆ ଆଣ ପୁସ୍ତୃତ କରନ୍ତୁ । ୧.୫ କପ୍ ପାଣିରେ ଚିନି ପକାଇ ଲଗାତର ଘାଣ୍ଟି ଅଳ୍ପ ମୋଟା ସିରା ପ୍ରସ୍ତୁତ କରନ୍ତୁ । କ୍ଷୀରରେ ସାଫରନ୍ ପକାଇ ଗୋଳାଇ ଅଳ୍ପ ପାଣି ମିଶାଇ ଅଲଗା ରଖନ୍ତୁ । ପ୍ୟାନରେ ଘିଅ ଲଗାଇ ଛେଟ ଛୋଟ ପିଠା ପରି ମାଲପୁଆ ପ୍ରସ୍ତୁତ କରନ୍ତୁ, ଦୁଇପଟ ଲାଲ୍ କରି ଭାଜନ୍ତୁ । କେଶର ପାଣିକୁ ସିରାରେ ପକାଇ ରଖନ୍ତୁ । ସର୍ଭ କରିବା ପୂର୍ବରୁ ଚିନିସିରାକୁ ଗରମ କରି ଆବଶ୍ୟକ ମାଲପୁଆକୁ ୩-୪ ମିନିଟ୍ ବୁଢ଼ାଇ ପ୍ଲେଟକୁ କାଢ଼ି ଉପରୁ ଡ୍ରାଏ ଫୁଟ୍ସ୍ ଓ ଅଳେଇଚ ଗୁଣ୍ଡ ପକାଇ ସର୍ଭ କରନ୍ତୁ ।

    Malpua Odia Recipe Veg Recipe
    Share. Facebook Twitter Pinterest LinkedIn Tumblr Email
    liza

    Related Posts

    Odia Recipe Chingudi Jhola

    September 29, 2023

    Odia Recipe Gota Muga Kima Tadaka

    September 27, 2023

    Odia Tasty Mogalai Tadaka

    September 26, 2023

    Leave A Reply Cancel Reply

    Facebook Twitter Instagram Pinterest
    © 2023 Odia Recipes. Developed by OdiaWeb.

    Type above and press Enter to search. Press Esc to cancel.