Facebook Twitter Instagram
    Odia Recipes
    Facebook Twitter Instagram
    Odia Recipes
    Home»Odia Recipe»ଆମ୍ବ ମିଠା ଆଚାର/Mango Pickle
    Odia Recipe

    ଆମ୍ବ ମିଠା ଆଚାର/Mango Pickle

    Suchitra PBy Suchitra PJanuary 19, 2022No Comments1 Min Read
    Facebook Twitter Pinterest LinkedIn Tumblr Email
    Mango Pickle
    Mango Pickle
    Share
    Facebook Twitter LinkedIn Pinterest Email
    Mango Pickle
    Mango Pickle

    ସାମଗ୍ରୀ :

    • କଞ୍ଚା ଆମ୍ବ – ୧ କିଲୋ
    • ଶୁଖିଲା ଲଙ୍କା – ୧୦୦ ଗ୍ରାମ୍ (ଭଜା ହୋଇ ଗୁଣ୍ଡ କରାଯିବ)
    • ଗୁଡ଼ – ୭୫୦ ଗ୍ରାମ୍
    • ପାନମହୁରି – ୧୦୦ ଗ୍ରାମ୍ (ଭଜା ହୋଇ ଗୁଣ୍ଡ କରାଯିବ)
    • ପାଣି – ୧ ଗ୍ଲାସ୍
    • ହଳଦି – ୨୫ ଗ୍ରାମ୍
    • ମେଥି – ୨୫ ଗ୍ରାମ୍ (ଭଜା ହୋଇ ଗୁଣ୍ଡ କରାଯିବ)
    • କଳାଜିରା – ୨୫ ଗ୍ରାମ୍ ( ଭଜା ହୋଇ ଗୁଣ୍ଡ କରାଯିବ)
    • ଲୁଣ -୨୫ ଗ୍ରାମ୍
    • ସୋରିଷତେଲ – ୩୦୦ ମିଲିଗ୍ରାମ୍

    ପ୍ରଣାଳୀ-

    ଆମ୍ବକୁ ଖଣ୍ଡକରି କାଟନ୍ତୁ (୧ଇଞ୍ଚ) । ହଳଦି ଗୋଳାଇ ୨ଟି ଖରା ରଖି ରେ ଦିଅନ୍ତୁ । ସୋରିଷତେଲକୁ ଗରମ କରି ଥଣ୍ଡା କରନ୍ତୁ । ମସଲାସବୁ ଅଲଗା ଭାଜି ଗୁଣ୍ଡ କରନ୍ତୁ । କରେଇରେ ପାଣି ଓ ଗୁଡ଼ ପକାଇ ପାଗ କରନ୍ତୁ । ପାଣି ମରିଗଲେ ସିରା ହାତକୁ ଟିକେ ଅଠାଳିଆ ଲାଗିଲେ ଆମ୍ବ ପକାଇ ଗୋଳାନ୍ତୁ । ମସଲାଗୁଣ୍ଡ ସବୁ ପକାଇ ଭଲ କରି ମିଶାନ୍ତୁ । ଥଣ୍ଡା ହେଲେ କାଚ ଜାର୍ ରେ ଭରି ରଖନ୍ତୁ । ୭-୧୫ ଦିନ ପରେ ନରମ ହୋଇ ଖାଇବା ଉପଯୋଗୀ ହେବ ।

    Mango Pickle Recipe Odia Recipe Veg Recipe
    Share. Facebook Twitter Pinterest LinkedIn Tumblr Email
    Suchitra P
    • Twitter

    Related Posts

    ଫୁଲକୋବି ଚିଲି ଭଜା

    April 3, 2022

    ଆମ୍ବରସ ଆଇସ୍‌କ୍ରୀମ୍

    April 2, 2022

    ହାଇଦ୍ରାବାଦୀ ଦମ୍ ବିରିଆନୀ (ଚିକେନ୍)

    April 1, 2022

    Leave A Reply Cancel Reply

    Facebook Twitter Instagram Pinterest
    © 2023 Odia Recipes. Developed by OdiaWeb.

    Type above and press Enter to search. Press Esc to cancel.