Facebook Twitter Instagram
    Odia Recipes
    Facebook Twitter Instagram
    Odia Recipes
    Home»Odia Recipe»ବୋଇତାଳୁ ଫୁଲ ବଡା/Pumpkin Flower Bada
    Odia Recipe

    ବୋଇତାଳୁ ଫୁଲ ବଡା/Pumpkin Flower Bada

    Suchitra PBy Suchitra PJanuary 16, 2022No Comments1 Min Read
    Facebook Twitter Pinterest LinkedIn Tumblr Email
    Pumpkin Flower Bada
    Pumpkin Flower Bada
    Share
    Facebook Twitter LinkedIn Pinterest Email
    Pumpkin Flower Bada
    Pumpkin Flower Bada

    ସାମଗ୍ରୀ :

    • ବୋଇତାଳୁ ଫୁଲ – ୧୪ ଟି
    • ଶୁଖିଲା ଲଙ୍କା – ୨ ଟି
    • ହଳଦୀ ଗୁଣ୍ଡ – ୧/୪ ଚା’ ଚାମଚ
    • ଅରୁଆ ଚାଉଳ – ୫-୬ ଚାମଚ
    • ବେସନ – ୧ ଚାମଚ
    • ଜିରା – ୧/୪ ଚା’ ଚାମଚ
    • ତେଲ – ୧ ଟେବୁଲ ଚାମଚ
    • ଲୁଣ – ସ୍ୱାଦ ଅନୁସାରେ

    ପ୍ରଣାଳୀ-

    • ପ୍ରଥମେ ଚାଉଳକୁ ୩-୪ ଘଣ୍ଟା ପାଣିରେ ଭିଯାନ୍ତୁ ।
    • ଚାଉଳକୁ ଛାଣି ଜିରା ଓ ଲଙ୍କା କୁ ମିଶାଇ ବାଟି ଦିଅନ୍ତୁ ।
    • ଫୁଲରୁ ସିଂଙ୍କ ଛଡାଇ ଧୋଇ ଗୋଟା ରଖନ୍ତୁ ।
    • ଗୋଟିଏ ଫୁଲକୁ ଅନ୍ୟ ଗୋଟିଏ ଫୁଲରେ ପୁରାଇ ମୁହଁ କୁ ବନ୍ଦ କରନ୍ତୁ । ଏହିପରି ସବୁ ଫୁଲକୁ ଯୋଡ଼ାକିଆ କରି ବନ୍ଦ କରନ୍ତୁ ।
    • ଏବେ ଚାଉଳ ପେଷ୍ଟ, ହଳଦୀ ଗୁଣ୍ଡ ଓ ବେସନକୁ ଲୁଣ ପକାଇ ମିଶାନ୍ତୁ ।
    • ଏଥିରେ ଅଳ୍ପ ପାଣି ମିଶାଇ ପେଷ୍ଟ କୁ ଅଳ୍ପ ପତଳା କରନ୍ତୁ ।
    • କରେଇରେ ୨ ଚାମଚ ତେଲ ଗରମ କରନ୍ତୁ ।
    • ଫୁଲକୁ ଚାଉଳ ପେଷ୍ଟ ରେ ବୁଡାଇ ତେଲରେ ଭାଜନ୍ତୁ । ଅଳ୍ପ ଆଞ୍ଚରେ ଫୁଲକୁ ଦୁଇ ପାଖ ଭଲ କରି ଭାଜି ନିଅନ୍ତୁ ।
    • ଏହିପରି ସବୁ ଫୁଲକୁ ଭାଜି ଗରମ ଗରମ ପରସନ୍ତୁ ।
    Odia Recipe Pumpkin Flower Recipe Veg Recipe
    Share. Facebook Twitter Pinterest LinkedIn Tumblr Email
    Suchitra P
    • Twitter

    Related Posts

    Anda Tomato Soup

    December 25, 2023

    Jeera Soup Recipe

    December 24, 2023

    Gajara Soup

    December 23, 2023

    Leave A Reply Cancel Reply

    Facebook Twitter Instagram Pinterest
    © 2025 Odia Recipes. Developed by OdiaWeb.

    Type above and press Enter to search. Press Esc to cancel.