Facebook Twitter Instagram
    Odia Recipes
    Facebook Twitter Instagram
    Odia Recipes
    Home»Odia Recipe»ଛତୁ ପିଜ୍ଜା/Mushroom Pizza
    Odia Recipe

    ଛତୁ ପିଜ୍ଜା/Mushroom Pizza

    Suchitra PBy Suchitra PJanuary 10, 2022No Comments1 Min Read
    Facebook Twitter Pinterest LinkedIn Tumblr Email
    Mushroom Pizza
    Mushroom Pizza
    Share
    Facebook Twitter LinkedIn Pinterest Email
    Mushroom Pizza
    Mushroom Pizza

    ସାମଗ୍ରୀ :

    • ମଇଦା– ୨ କପ୍
    • ଲୁଣ-୧/୨ ଚାମଚ
    • ଘିଅ-୧ ଚାମଚ 
    • ଇଷ୍ଟ- ୧ ଚାମଚ 
    • ଚିନି -୧ ଚାମଚ 
    • ବଡ଼ ଟମାଟୋ -୨ ଟି (କଟା)
    • ଚିଜ୍ କୋରା—୧/୨ କପ୍
    • ସରୁ କଟା ପିଆଜ -୧/୨ କପ୍
    • ଛତୁ- ୧/୨ କପ୍
    • ରସୁଣ- ୪ କୋଲା (ଛେଚା)

    ପ୍ରଣାଳୀ-

    ଇଷ୍ଟ ଓ ଚିନିକୁ ଅଳ୍ପ ପାଣିରେ ମିଶାଇ ଉଷୁମ କରନ୍ତୁ । ମଇଦାରେ ମିଶାଇ ଦଳି ଓଦା କନାରେ ଢାଙ୍କି ୧ ଘଣ୍ଟା ରଖନ୍ତୁ । ଏହା ଫୁଲିଯିବ । ଆଉଥରେ ହାତରେ ଟିକେ ଦଳନ୍ତୁ । ଗୁଳା ୩-୪ ଟି କରି ମୋଟା କରି ବେଲନ୍ତୁ । ଉପରେ ଅନ୍ୟ ସବୁ ସାମଗ୍ରୀକୁ ସମାନ ଭାଗ କରି ଲଗାଇ, ଦୁଇପଟରେ ଘିଅ ବା ବଟର ମାରି ଓଭାନ୍ ଟ୍ରେରେ ୨୦୦° ସେଲସିୟସ୍ ରେ ୧୨ରୁ ୧୫ ମିନିଟ୍ ଯାଏ ବେକ୍ କରନ୍ତୁ । ନନଷ୍ଟିକ୍ ତାୱାରେ ବି କରିହେବ ।

    Mushroom Recipe Odia Recipe Veg Recipe
    Share. Facebook Twitter Pinterest LinkedIn Tumblr Email
    Suchitra P
    • Twitter

    Related Posts

    ଫୁଲକୋବି ଚିଲି ଭଜା

    April 3, 2022

    ଆମ୍ବରସ ଆଇସ୍‌କ୍ରୀମ୍

    April 2, 2022

    ହାଇଦ୍ରାବାଦୀ ଦମ୍ ବିରିଆନୀ (ଚିକେନ୍)

    April 1, 2022

    Leave A Reply Cancel Reply

    Facebook Twitter Instagram Pinterest
    © 2023 Odia Recipes. Developed by OdiaWeb.

    Type above and press Enter to search. Press Esc to cancel.