Facebook Twitter Instagram
    Odia Recipes
    Facebook Twitter Instagram
    Odia Recipes
    Home»Odia Recipe»ସଜନା ଶାଗ ବରା/Sajana Saga Bada
    Odia Recipe

    ସଜନା ଶାଗ ବରା/Sajana Saga Bada

    Suchitra PBy Suchitra PJanuary 8, 2022No Comments1 Min Read
    Facebook Twitter Pinterest LinkedIn Tumblr Email
    Sajana Saga Bada
    Sajana Saga Bada
    Share
    Facebook Twitter LinkedIn Pinterest Email
    Sajana Saga Bada
    Sajana Saga Bada

    ସାମଗ୍ରୀ :

    • ସଜନା ଶାଗ ଡେମ୍ଫ – ୧୦ ଟି (ବଡ)
    • ବୁଟ ଡାଲି – ୧ କପ୍
    • ଚାଉଳ – ୨ କପ୍
    • ରସୁଣ – ୧୦ ପାଖୁଡା
    • ଜିରା – ୧/୨ ଚାମଚ
    • ଆମ୍ବ କଷି ଅଦା – ଛୋଟ ଖଣ୍ଡେ
    • ହଳଦୀ ଗୁଣ୍ଡ – ୧/୨ ଚାମଚ
    • ଲଙ୍କା ଗୁଣ୍ଡ – ୧/୨ ଚାମଚ
    • ଲୁଣ – ସ୍ୱାଦ ଅନୁସାରେ
    • ତେଲ – ଭାଜିବା ପାଇଁ

    ପ୍ରଣାଳୀ-

    ସଜନା ଶାଗ ଡେମ୍ଫକୁ ଭଲକି ବାଛି ରଖନ୍ତୁ । ଚାଉଳ ଓ ବୁଟ ଡାଲି କୁ ୨ ଘଣ୍ଟା ପାଣିରେ ଭିଜାଇ ରଖନ୍ତୁ । ୨ ଘଣ୍ଟା ପରେ ଭିଜା ହୋଇଥିବା ଚାଉଳ ଓ ବୁଟ ଡାଲି କୁ ଧୋଇ ରସୁଣ ,ଜିରା, ଆମ୍ବ କଷି ଅଦା, ପକାଇ ଗ୍ରାଇଣ୍ଡର ରେ ଗ୍ରାଇଣ୍ଡିଙ୍ଗ କରି ଦିଅନ୍ତୁ । ବଟା ହୋଇଥିବା ଚାଉଳ ଓ ବୁଟ ଡାଲି ଲଙ୍କା ଗୁଣ୍ଡ , ହଳଦୀ ଗୁଣ୍ଡ ଓ ଲୁଣ ପକାଇ ଆଉ ଥରେ ଗୋଳାଇ ଦିଅନ୍ତୁ । ଗ୍ୟାସ ରେ ତାୱା ବସାଇ ତେଲ ପକାନ୍ତୁ , ତେଲ ଗରମ ହୋଇଗଲେ ସଜନା ଶାଗ ଡେମ୍ଫ କୁ ସେଇ ମିଶ୍ରଣ ରେ ବୁଡାଇ ପ୍ୟାନ ରେ ଲାଲ କରି ଭାଜନ୍ତୁ । ଭଲ କରି ଭାଜି ହୋଇଗଲେ ବାହାର କରି ଗରମ ଗରମ ପରସନ୍ତୁ ଓ ବର୍ଷା ର ମଜା ଦିଅନ୍ତୁ ।

    Odia Recipe Veg Recipe
    Share. Facebook Twitter Pinterest LinkedIn Tumblr Email
    Suchitra P
    • Twitter

    Related Posts

    ଫୁଲକୋବି ଚିଲି ଭଜା

    April 3, 2022

    ଆମ୍ବରସ ଆଇସ୍‌କ୍ରୀମ୍

    April 2, 2022

    ହାଇଦ୍ରାବାଦୀ ଦମ୍ ବିରିଆନୀ (ଚିକେନ୍)

    April 1, 2022

    Leave A Reply Cancel Reply

    Facebook Twitter Instagram Pinterest
    © 2023 Odia Recipes. Developed by OdiaWeb.

    Type above and press Enter to search. Press Esc to cancel.