Facebook Twitter Instagram
    Odia Recipes
    Facebook Twitter Instagram
    Odia Recipes
    Home»Odia Curry Recipe»ଆଳୁ ବାଇଗଣ ତରକାରି/Patato and Brinjal Curry
    Odia Curry Recipe

    ଆଳୁ ବାଇଗଣ ତରକାରି/Patato and Brinjal Curry

    Suchitra PBy Suchitra PDecember 11, 2021No Comments1 Min Read
    Facebook Twitter Pinterest LinkedIn Tumblr Email
    Brinjal Patato Curry
    Brinjal Patato Curry
    Share
    Facebook Twitter LinkedIn Pinterest Email
    Brinjal Patato Curry
    Brinjal Patato Curry

    ସାମଗ୍ରୀ :

    • ଆଳୁ – ୨ ଟି ବଡ଼
    • ବାଇଗଣ – ୨ଟି
    • ବିଲାତି – ୧ଟି
    • ଭୁର୍ସୁଙ୍ଗ ପତ୍ର – ୮ଟି
    • କଞ୍ଚାଲଙ୍କା – ୪ଟି (ଚିରା)
    • ଧଳା ରାଶି – ୨ ଚାମଚ
    • ଚିନାବାଦାମ – ୧/୩ କପ୍
    • ଫୁଟଣ,  ହଳଦିଗୁଣ୍ଡ , ଧଣିଆ ଗୁଣ୍ଡ – ୧ ଚାମଚ
    • ଜିରା ଗୁଣ୍ଡ – ୧ ଚାମଚ
    • ପାଣି – ୧/୨ କପ୍
    • ଲୁଣ- ସ୍ଵାଦ ଅନୁସାରେ

    ପ୍ରଣାଳୀ-

    ଆଳୁକୁ ଚୋପା ଛଡ଼ାଇ ୬ ଖଣ୍ଡ କରି କାଟନ୍ତୁ । ବାଇଗଣକୁ ମଧ୍ୟ ସମାନ ସାଇଜରେ କାଟନ୍ତୁ । କୁକରରେ ତେଲ ଗରମ କରି ଲଙ୍କା, ଫୁଟଣ, ଭୁର୍ସଙ୍ଗ ପତ୍ର ଫୁଟାନ୍ତୁ । ବାଇଗଣ, ଆଳୁ ଓ ବିଲାତି ପକାଇ ଭାଜନ୍ତୁ । ୨ ମିନିଟ୍ ପରେ ଧନିଆ ଗୁଣ୍ଡ, ଜିରା ଗୁଣ୍ଡ, ହଳଦି, ଲୁଣ ଦେଇ ଆଉ କିଛି ସମୟ ଭାଜନ୍ତୁ । ଶେଷରେ ରାଶି ଓ ବାଦାମ ଭଜାର ଗୁଣ୍ଡରୁ ୨ ଚାମଚ (ଟେବୁଲ୍) ପକାଇ ପାଣି ଦେଇ କୁକର ବନ୍ଦ କରନ୍ତୁ । ଗୋଟେ ଦ୍ବିସିଲ୍ ମଧ୍ୟମ ଆଞ୍ଚରେ ଦେଇ କାଢ଼ନ୍ତୁ । ପରଶନ୍ତୁ ରୁଟି ସହିତ ପରଶନ୍ତୁ ।

    Brinjal Patato Recipe Odia Recipe Veg Recipe
    Share. Facebook Twitter Pinterest LinkedIn Tumblr Email
    Suchitra P
    • Twitter

    Related Posts

    Anda Tomato Soup

    December 25, 2023

    Jeera Soup Recipe

    December 24, 2023

    Gajara Soup

    December 23, 2023

    Leave A Reply Cancel Reply

    Facebook Twitter Instagram Pinterest
    © 2025 Odia Recipes. Developed by OdiaWeb.

    Type above and press Enter to search. Press Esc to cancel.