Facebook Twitter Instagram
    Odia Recipes
    Facebook Twitter Instagram
    Odia Recipes
    Home»Odia Recipe»ପନୀର୍ ପକୋଡା
    Odia Recipe

    ପନୀର୍ ପକୋଡା

    Suchitra PBy Suchitra PNovember 17, 2021No Comments1 Min Read
    Facebook Twitter Pinterest LinkedIn Tumblr Email
    paneer_pakora
    paneer_pakora
    Share
    Facebook Twitter LinkedIn Pinterest Email

     

    paneer_pakora
    paneer_pakora

     

    ସାମଗ୍ରୀ 

    • ପନୀର -୨୫୦ ଗ୍ରାମ୍ (୧ ଇଞ୍ଚ ସାଇଜ୍ କଟା)
    • ଅଦା କୋରା  -୨ ଚା’-ଚାମଚ
    • ରସୁଣ ବଟା -୨ ଚା’-ଚାମଚ
    • ଚୂନାକଟା କଞ୍ଚାଲଙ୍କା-୨ ଚା’-ଚାମଚ
    • ସରୁ ଲମ୍ବା କଟା ପିଆଜ -୨ ଟି ବଢ଼
    • ସୋୟା ସସ୍ -୧ ଚା’-ଚାମଚ
    • ଜିରାଗୁଣ୍ଡ – ୧ ଚା’-ଚାମଚ
    • ରିଫାଇନ୍ ତେଲ -ଛାଣିବା ପାଇଁ
    • ମଇଦା -୧ ଟେବୁଲ ଚାମଚ 
    • କର୍ଣ୍ଣଫ୍ଲୋର -୧ ଟେବୁଲ ଚାମଚ
    • ବେସନ – ୧ ଟେବୁଲ ଚାମଚ
    • ଲୁଣ- ସ୍ବାଦାନୁସାରେ
    • ଟମାଟୋ ସସ୍ – ୨ ଚା’-ଚାମଚ
    • ଗୋଲମରିଚ-୧/୨ଚାମଚ
    • ହେଙ୍ଗୁ – ୧ ଚିମୁଟା
    • ଚାଟ ମସଲା –  ଛିଞ୍ଚିବା ପାଇଁ

    ପ୍ରଣାଳୀ-

    ଏକ ପାତ୍ର ରେ ୧ ଟେବୁଲ ଚାମଚ ବେସନ,କର୍ଣ୍ଣଫ୍ଲୋର,ମଇଦା ନେଇ ଭଲକି ମିଶାନ୍ତୁ । ଏବେ ରସୁଣ ବଟା, ଅଦା କୋରା, ଜିରାଗୁଣ୍ଡ ,ଲୁଣ,ଗୋଲମରିଚ, ହେଙ୍ଗୁ କୁ ସେଥିରେ ମିଶାନ୍ତୁ ଏହାପରେ ପାଣି ଦେଇ ଭଲକି ଚକଟି ଦିଅନ୍ତୁ ସେଥିରେ କଟା ହୋଇଥିବା ପନୀର୍ କୁ ମିଶାନ୍ତୁ । ପ୍ୟାନ ରେ ତେଲ ନେଇ ଗରମ କରନ୍ତୁ । ତେଲ ଗରମ ହେଲା ପରେ ମିଶା ହୋଇଥିବା ପନୀର୍ ପକାଇ ଗୋଲଡେନ୍ ରଙ୍ଗ ହେବ ଯାଇ ଫ୍ରାଏ କରନ୍ତୁ । ଗୋଲଡେନ୍ ରଙ୍ଗ ହୋଇଗଲେ ଆଉ ଏକ ପାତ୍ର କୁ ବାହାର କରି କଟା ପିଆଜ଼ ,କଞ୍ଚାଲଙ୍କା ଓ ଚାଟ ମସଲା ଛିଞ୍ଚି ଗରମା ଗରମ ପରସନ୍ତୁ ।

    Odia Recipe Paneer Recipe Veg Recipe
    Share. Facebook Twitter Pinterest LinkedIn Tumblr Email
    Suchitra P
    • Twitter

    Related Posts

    Anda Tomato Soup

    December 25, 2023

    Jeera Soup Recipe

    December 24, 2023

    Gajara Soup

    December 23, 2023

    Leave A Reply Cancel Reply

    Facebook Twitter Instagram Pinterest
    © 2025 Odia Recipes. Developed by OdiaWeb.

    Type above and press Enter to search. Press Esc to cancel.