Facebook Twitter Instagram
    Odia Recipes
    Facebook Twitter Instagram
    Odia Recipes
    Home»Odia Curry Recipe»ସଜନା ଛୁଇଁ ଆଳୁ ବେସର
    Odia Curry Recipe

    ସଜନା ଛୁଇଁ ଆଳୁ ବେସର

    Suchitra PBy Suchitra PNovember 11, 2021No Comments2 Mins Read
    Facebook Twitter Pinterest LinkedIn Tumblr Email
    sajana-chhuin Beara
    sajana-chhuin Beara
    Share
    Facebook Twitter LinkedIn Pinterest Email
    sajana-chhuin Beara
    sajana-chhuin Beara

    ସାମଗ୍ରୀ :

      • ଆଳୁ – ୨ ଟି (ମଧ୍ୟମ ଲମ୍ବା କଟା )
      • ସଜନା ଛୁଇଁ – ୫ ଟି (୩ ଇଞ୍ଚର କଟା )
      • ସୋରିଷ ତେଲ – ୨ ଚା ଚାମଚ
      • ଶୁଖିଲା ଲଙ୍କା – ୩ ଟି
      • ରସୁଣ – ୧୦ ଟି ପାଖୁଡା
      • ହଳଦୀ ଗୁଣ୍ଡ – ୧ ଚା’ ଚାମଚ
      • ପଞ୍ଚୁ ଫୁଟଣ – ୧ ଚା’ ଚାମଚ
      • ସୋରିଷ ତେଲ – ୩ ଟେବୁଲ ଚାମଚ
      • ଲୁଣ – ସ୍ୱାଦ ଅନୁସାରେ

    ପ୍ରଣାଳୀ-

    • ପ୍ରଥମେ ସୋରିଷ , ଶୁଖିଲା ଲଙ୍କା,ରସୁଣ ଓ ଜିରା କୁ ଗୋଟେ ପାତ୍ର ରେ ୧୫ -୧୭ ମିନିଟ ଯାଏ ଭିଜାଇ ଦିଅନ୍ତୁ ।
    • ଏବେ ସଜନା ଛୁଇଁ କୁ ଭଲକି ଧୋଇ ଉପର ଚୋପା ଅଁଶ ବାହାରି କରି ୩- ୪ ଇଞ୍ଚ ଲଂମ୍ବ ରେ କାଟି ଦିଅନ୍ତୁ ।
    • ଏବେ ଆଳୁ ର ଚୋପା ଛଡାଇ ମୋଟା ଲମ୍ବା କରି କାଟନ୍ତୁ (୧/୨ ଇଞ୍ଚ ) ଓ ଭଲ ଭାବେ ଧୋଇ ଦିଅନ୍ତୁ ।
    • ଭିଜା ହୋଇ ରହି ଥିବା ସୋରିଷ ଓ ଅନ୍ୟ ମସଲା କୁ ଆଣି ପାଣିରୁ ଛାଣି ରଖନ୍ତୁ ।
    • ଏବେ ଏହାକୁ ଗ୍ରାଇଣ୍ଡର ରେ ଭଲକି ପତଳା ପେଷ୍ଟ କରି ବାଟି ନିଅନ୍ତୁ ।
    • ଗ୍ୟାସ ଅନ କରି କଡେଇ ବସାନ୍ତୁ , କଡେଇ ଟିକେ ଗରମ ହେଲେ ସେଥିରେ ସୋରିଷ ତେଲ ଦିଅନ୍ତୁ ।
    • ତେଲ ଗରମ ହୋଇ ଆସିଲେ ପଂଚୁ ଫୁଟଣ ପକାଇ ଫୁଟାନ୍ତୁ ।
    • ଫୁଟଣ ଫୁଟିବାକୁ ଲାଗିଲେ କଟା ହୋଇଥିବା ଆଳୁ ଓ ହଳଦୀ ଗୁଣ୍ଡ ଅଳ୍ପ ପକାଇ ୪ ମିନିଟ ଯାଏ ଫ୍ରାଏ କରନ୍ତୁ ।
    • ଏବେ ସଜନା ଛୁଇଁ ପକାଇ ଆଉ ୪ ମିନିଟ ଫ୍ରାଏ କରନ୍ତୁ ।
    • ବଟା ହୋଇଥିବା ମସଲା ପକାଇ ଭଲକି ଗୋଳାଇ ଦିଅନ୍ତୁ । ଯେପରି ମସଲା ସହ ଛୁଇଁ ଆଉ ଆଳୁ ମିଶିଯିବ ।
    • ୧ କପ ପାଣି ଆଉ ଲୁଣ ଦେଇ ଘୋଡାଇ ଦିଅନ୍ତୁ ।
    • ପାଣି ମରି ଗଲେ ଗରମ ଗରମ ପ୍ଲେଟକୁ ବାହାର କରି ପରସନ୍ତୁ ।
    Odia Recipe Veg Recipe
    Share. Facebook Twitter Pinterest LinkedIn Tumblr Email
    Suchitra P
    • Twitter

    Related Posts

    Anda Tomato Soup

    December 25, 2023

    Jeera Soup Recipe

    December 24, 2023

    Gajara Soup

    December 23, 2023

    Leave A Reply Cancel Reply

    Facebook Twitter Instagram Pinterest
    © 2025 Odia Recipes. Developed by OdiaWeb.

    Type above and press Enter to search. Press Esc to cancel.